କେବେ ଆସିବ ପ୍ରଳୟ କଣ କୁହେ ମାଳିକା ସତରେ କଣ ସମୟ ନିକଟବର୍ତ୍ତୀ ଦେଖନ୍ତୁ Malika Bachana
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ତ ସମସ୍ତେ ମାଳିକା ବିଷୟରେ ଜାଣିଥିବେ ବା ଶୁଣିଥିବେ । ଆଉ ଏହି ମାଳିକା ଗୁରୁ ଅଚ୍ୟୁତାନନ୍ଦ ଦାସଙ୍କ ଦ୍ଵାରା ରଚିତ ହୋଇଛି । ଆଉ ଏହି ଗ୍ରନ୍ଥରେ ଅନେକ ପ୍ରକାରର ଜିନିଷ ଲେଖାଯାଇଛି । ଆଉ ଏହି ଗ୍ରନ୍ଥରେ ଆଗାମୀ ଭବିଷ୍ୟତ କଥା ମଧ୍ୟ ଲେଖା ହୋଇଛି । ଆଉ ଏହି ଲେଖା ଗୁଡ଼ିକ ସତ୍ୟ ଅଟେ । ଆଉ ଏହି ମାଳିକାରେ ଯାହା ଲେଖା ହୋଇଛି ତାହାହିଁ ଘଟୁଛି ।
ମାଳିକା ଯାହା କହିଛି ବା ଏଥିରେ ଯାହା ଲେଖା ହୋଇଛି ତାହା ସବୁ ଘଟୁଛି । ଆଉ ଆଗାମୀ ଭବିଷ୍ୟତ କଣ ହେବ ବା ପୃଥିବୀ ଉପରେ କଣ କଣ ପ୍ରଭାବ ପଡ଼ିଥିବ ତାହା ସବୁ ରଚିତ କରାଯାଇଛି । ଆଉ ଏହା ସବୁ ସତ୍ୟ ହୋଇଥାଏ । ମାଳିକାରେ ଯାହା ଲେଖା ହୋଇଛି ତାହା ନିଶ୍ଚୟ ପୂରଣ ହେବ । ସବୁ ସମସ୍ୟାର ସମାଧାନ ମଧ୍ୟ ଏହି ଗ୍ରନ୍ଥରେ ଥାଏ ।
ପଞ୍ଚସଖା ଭଗବାନ ଜଗନ୍ନାଥଙ୍କର ପ୍ରିୟ ଥିଲେ । ଆଉ ଭଗବାନଙ୍କ ଆର୍ଶୀବାଦରେ ଏହି ମାଳିକା ରଚନା କରାଯାଇଛି । ଆଉ ଭବିଷ୍ୟତରେ କଣ ହେବ ଆମେ ଏହି ମାଳିକା ଶୁଣିଲେ ମଧ୍ୟ ଜାଣିପାରିବା । ଏହି ଗ୍ରନ୍ଥରେ ସବୁ ଯୁଗ ବିଷୟରେ ଲେଖାଯାଇଛି । ସତ୍ୟ ଯୁଗ, ତ୍ରତେୟା ଯୁଗ, ଦ୍ଵାପର ଯୁଗ ଆଉ କଳି ଯୁଗ ବିଷୟରେ ଲେଖାଯାଇଛି । ଆଉ ରହି ଯୁଗ ଗୁଡ଼ିକର ପ୍ରଳୟ କେବେ ହେବ ତାହା ବି ଏଠାରେ ରଚନା କରାଯାଇଛି ।
କଳି ଯୁଗ 5000 ବର୍ଷ ଅଟେ । ଆଉ ଏହାପରେ ପ୍ରଳୟ he । ଆଉ ଏହାର ପ୍ରଳୟ ନିଶ୍ଚୟ ହେବ । ଆଉ ଏହା ଏଥିରେ ରଚନା କରାଯାଉଛି । ପ୍ରତ୍ୟେକ ପରିବାରରେ ପ୍ରଳୟ, ପ୍ରତ୍ୟେକ ଗାଁରେ ପ୍ରଳୟ, ପ୍ରତ୍ୟେକ ଜିଲ୍ଲା ଆଉ ପ୍ରତ୍ୟେକ ରାଜ୍ୟ, ଏବଂ ପ୍ରତ୍ୟେକ ଦେଶରେ ପ୍ରଳୟ ହେଉଛି । ଆଉ ପ୍ରଳୟ କେବେ ହେବ ସବୁ ଅପେକ୍ଷା କରିଛନ୍ତି ।