କାହିଁକି ଚକ୍ରବ୍ୟୁହ କଥା କହିଲେ ରାହୁଲ ଗାନ୍ଧୀ ଜାଣନ୍ତୁ ଏହାର ପ୍ରକୃତ ଅର୍ଥ
Jul 30, 2024, 18:01 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ତ କଂଗ୍ରେସ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ଜାଣିଥିବେ । ଏହି ନେତା ଏବେ ଚର୍ଚ୍ଚାକୁ ଆସିଛନ୍ତି । ସେ କିଛି କଥା କହିଛନ୍ତି । ଏହି ନେତା ଜଣକ ସଂସଦରେ ଅନେକ କିଛି କଥା କହିଛନ୍ତି । ସେ କହିଛନ୍ତି, କୁରୁକ୍ଷେତ୍ରରେ ଅଭିମନ୍ୟୁଙ୍କୁ ଚକ୍ରବ୍ୟୁହରେ ଫସାଇ ମାରି ଦେଇଥିଲେ । କୁରୁକ୍ଷେତ୍ରରେ ହିଂସା ଥିଲା ।
ଚକ୍ରବ୍ୟୁହର ଆଉ ଏକ ନାମ ହେଲା ପଦ୍ମବ୍ୟୁହ । ଏବେ ଏହି ଚକ୍ରବ୍ୟୁହ ଚାଲିଛି ବୋଲି ଜଣାପଡିଛି । ଭାରତର ଯୁବକମାନଙ୍କ ସହିତ, କୃଷକମାନଙ୍କ ସହିତ, ବିଜନେସ ଲୋକଙ୍କ ସହିତ ଏବେ ଚକ୍ରବ୍ୟୁହ ହେଉଛି । ଆଜି ମଧ୍ୟ ଚକ୍ରବ୍ୟୁହରେ ୬ ଲୋକ ଅଛନ୍ତି ଆଉ ସେତେବେଳେ ମଧ୍ୟ ୬ ଜଣ ଥିଲେ । ଏବେ ରାଜନୀତିରେ ଯେଉଁ ଚକ୍ରବ୍ୟୁହ ଚାଲିଛି ସେଥିରେ ଚକ୍ରବ୍ୟୁହ କରୁଥିବା ଲୋକଙ୍କ ଭିତରୁ ନରେନ୍ଦ୍ର ମୋଦୀଙ୍କ ନାମ ଆସିଛି । ସଂସଦରେ ଏଭଳି ଅନେକ କଥା ସବୁ ରାହୁଲ ଗାନ୍ଧୀ କହିଛନ୍ତି ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମ ଭାରତର ରାଜନୀତିକୁ ଚକ୍ରବ୍ୟୁହ ସହିତ ତୁଳନା କରିଛନ୍ତି । ଯେତେବେଳେ ଯୁବକମାନଙ୍କୁ ଚାକିରୀ ମିଳିଥିଲା ସେତେବେଳେ ତାଙ୍କ ସହିତ ଚକ୍ରବ୍ୟୁହ କରାଗଲା । ସିବିଆଇ, ଆଇଡି, ଇନକମ୍ ଟ୍ୟାକ୍ସ, ଏବଂ ଅନେକ ପ୍ରକାରର ଉପାୟରେ ଏବେ ଲୋକମାନଙ୍କୁ ସବୁ କାମରୁ ବନ୍ଦ କରାଯାଉଛି । ଯଦି କେହି ଛୋଟ ବିଜନେସ କରିଥିବ ତାହେଲେ ତାକୁ ବନ୍ଦ କରିବାକୁ ଅନେକ ଲୋକ ଏଭଳି କାମ କରିଥାନ୍ତି । ଏହା ହେଉଛି ଗଣତନ୍ତ୍ର ଶାସନ । ଗଣତନ୍ତ୍ର ଶାସନରେ ଏଭଳି କରିବା ଉଚିତ୍ ନୁହେଁ ।
ରାହୁଲ ଗାନ୍ଧୀ ତାଙ୍କ କଥାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଅନେକ କିଛି କଥା କହିଛନ୍ତି । ଆଉ ଏହାକୁ ଜଣେ ନେତା ବିରୋଧ କରିଛନ୍ତି । ଦେଶର ଲୋକମାନେ ଅନେକ ଅଛନ୍ତି ଆଉ ସେ ତାଙ୍କ ଚକ୍ରବ୍ୟୁହରେ ପଡ଼ିବେ ବୋଲି ସେ କହିଛନ୍ତି । ଏବେ ଛୋଟ ଛୋଟ ଚକ୍ରବ୍ୟୁହ ରାଜନେତାମାନେ କରୁଛନ୍ତି । ଆଉ ରାଜନେତାମାନେ ଏଭଳି କାମ କରିବା ଠିକ୍ ନୁହେଁ । ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅନେକ କଥା ଏଭଳି ଭାବରେ କହିଛନ୍ତି । ସେ ଅନେକ ଏଭଳି ମହାଭାରତର କଥା କହି ଆଜିର ରାଜନୀତି ବିଷୟରେ କହିଛନ୍ତି ।