Movie prime

ଏହି କାରଣ ପାଇଁ ରାଗିଗଲେ ମମତା ବାନାର୍ଜୀ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର

 
Vg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଆସିଥିବା ଖବର ଏବେ ଜାଣିପାରିବେ । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓଡ଼ିଶାକୁ ଆଉ ଆଳୁ ଦେଉ ନାହାନ୍ତି । ଏବେ ଓଡ଼ିଶାରେ ଆଳୁ ସଙ୍କଟ ଦେଖା ଯାଉଛି ବୋଲି ଆପଣମାନେ ଜାଣିଥିବେ । 
Vg
ଏବେ କଥା ଆସୁଛି କି ମମତା ଦିଦି ରାଗି ଯାଇଛନ୍ତି । ଏବେ ଓଡ଼ିଶାକୁ ଆଉ ଆଳୁ ଦେଉନାହାନ୍ତି ମମତା ଦିଦି । ଏବେ ଉତ୍ତରପ୍ରଦେଶ ରୁ ଆଳୁ ଆସୁ ନାହିଁ କି ମମତା ଦିଦି ଆଳୁ ଦେଉ ନାହାନ୍ତି ତାହେଲେ ଓଡ଼ିଶାରେ ଆଳୁ ସମସ୍ୟାର କେମିତି ହେବ ସମାଧାନ ଏହାକୁ ନେଇ ଏବେ ଆସିଛି ଖବର । ରାଗ ହେଉ ବା ଈର୍ଷା ଯେଉଁ ଗ୍ରାହକଙ୍କୁ ମମତା ଦିଦି ଆଳୁ ଦେଉଥିଲେ ଏବେ କିନ୍ତୁ ସେହି ମମତା ଦିଦି ରାଗି ଯାଇ ଆଳୁ ପଠାଇବା ବନ୍ଦ କରି ଦେଇଛନ୍ତି । ଏବେ ଏହାକୁ ନେଇ ଆସୁଛି ଖବର ।
Vv
ହଠାତ୍ ଏଭଳି ଆଳୁ ବନ୍ଦ କରିଦେବାକୁ ନେଇ ଏବେ ଚିନ୍ତାରେ ଓଡ଼ିଶା ସରକାର । ମମତା ଦିଦି ରାଗି ଯାଇ ନିଜର ବି କ୍ଷତି କରିବାକୁ ପଛାଉ ନାହାଁନ୍ତି । ବିନା କାରଣରେ ଓଡ଼ିଶା ସହିତ ଏଭଳି କାହିଁକି କରୁଛନ୍ତି ମମତା ଦିଦି । ଏବେ ପଶ୍ଚିମବଙ୍ଗରେ ଏତେ ଆଳୁ ଲୋକମାନେ ଖାଉ ନାହାଁନ୍ତି । ଆଉ ଏବେ ଆଳୁ ପଚି ଗଲାଣି । ମମତା ଦିଦି ଆଳୁ ଦେବାକୁ ମନା କରିବାରୁ ମୋହନ ସରକାର ଉତ୍ତରପ୍ରଦେଶରୁ ଆଳୁ ଆଣିଥିଲେ । ଆଉ ମମତା ଦିଦି ଭାବିଥିଲେ କି ତାଙ୍କ ପଶ୍ଚିମବଙ୍ଗର ଆଳୁ ପାଇଁ ଓଡ଼ିଶାବାସୀ ହଇରାଣ ହେବେ ।
ପଶ୍ଚିମବଙ୍ଗର ଲୋକମାନେ ଏତେ ଆଳୁ ବାଜରରୁ ଆଣନ୍ତି ନାହିଁ । ଦିଦି କେଉଁ ରାଗ ପାଇଁ ଏଭଳି କରୁଛନ୍ତି । ଆଉ ତାଙ୍କ ନିଜ ରାଜ୍ୟର ଗ୍ରହକଙ୍କ କ୍ଷତି କରିବା ସହିତ ଓଡ଼ିଶାର ଗ୍ରାହକମାନଙ୍କର ମଧ୍ୟ କ୍ଷତି କରୁଛନ୍ତି । ବିଜେପି ଦଳକୁ ସବୁବେଳେ ରାଗି ଯାଆନ୍ତି ମମତା ଦିଦି । ସେଥିପାଇଁ ବନ୍ଦ କରି ଦେଇଛନ୍ତି କି ମମତା ଦିଦି । ଏବେ ଆଳୁ ସମସ୍ୟା ଓଡ଼ିଶାରେ ଦେଖାଯାଉଛି । ଆଉ ଆଳୁ ବଜାରରେ କମ୍ ମିଳୁଥିବାରୁ ଏହା ଚଢ଼ା ଦରରେ ମିଳୁଛି । ଏବେ ଏହି ଘଟଣାକୁ ନେଇ ଆସୁଛି ଖବର । ଦେଖାଯାଉ କେବେ ଏହି ଆଳୁ ସମସ୍ୟା ସମାଧାନ ହେଉଛି ।

Around The Web