ଗାଡି ଧକ୍କାରେ ମ-ରିଗଲେ ୧୦୮ କାଉଁଡିଆ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଖବର
Jul 24, 2024, 18:09 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି ଏକ ଘଟଣା ବିଷୟରେ ଜାଣିପାରିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ କାନ୍ଦି ପକାଇବେ । ଏବେ ଶ୍ରାବଣ ମାସ ଚାଲିଛି । ଆଉ ଭକ୍ତମାନେ ପାଣି ଭାର ଧରି ଭଗବାନଙ୍କ ପାଖକୁ ଯାଇଥାନ୍ତି । ଭକ୍ତମାନେ ପାଣି ଭାର ଧରି ଦେବ ଦେବ ମହାଦେବଙ୍କ ପାଖକୁ ଯାଇଥାନ୍ତି ।
ଗାଡ଼ି ଧକ୍କାରେ ୧୦୮ କାଉଡ଼ିଆଙ୍କ ଦେହାନ୍ତ ହୋଇଛି ବୋଲି ଜଣାପଡିଛି । ମହାଦେବଙ୍କ ନିକଟରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକ ପାଣି ଢାଳି ଥାଆନ୍ତି । ମହାଦେବଙ୍କ ନିକଟରେ ଜଳ ଲାଗି ମାନସିକ ପାଇଁ ଲକ୍ଷ ଲକ୍ଷ କାଉଡ଼ିଆ ପାଣି ଢାଳି ଥାଆନ୍ତି । ଏହାରି ଭିତରେ କେହି କେହି ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରନ୍ତି ତ ଆଉ କେହି ଦୁର୍ଘଟଣାର ଶିକାର ହୋଇଥାଏ । ପ୍ରତିବର୍ଷ ଏକାଧିକ ଲୋକଙ୍କର ସଡ଼କ ଦୁର୍ଘଟଣାରେ ଜୀବନ ଯାଉଛି । ଗତ ୫ ବର୍ଷ ଭିତରେ ଅନେକ ଭକ୍ତଙ୍କ ପ୍ରାଣ ହାନି ଘଟିଛି । ଗତ ୫ ବର୍ଷ ଭିତରେ ପ୍ରାୟ ୧୧୭ ଜଣ ଭକ୍ତଙ୍କର ପ୍ରାଣ ହାନି ହୋଇଛି ।
ଏହି କାଉଡ଼ିଆମାନେ ରାତିରେ ମଧ୍ୟ ଚାଲି ଥାନ୍ତି । ମିଳିଥିବା ସୂଚନାରୁ ଜଣାପଡିଛି କି ଅଧିକାଂଶ ଦୁର୍ଘଟଣା ରାତ୍ରି ସମୟରେ ହୋଇଛି । ପୋଲିସ ରେକର୍ଡ ଅନୁସାରେ ଅଧିକାଂଶ ଦୁର୍ଘଟଣା ରାତ୍ରି ସମୟରେ ହୋଇଛି । କାଉଡ଼ିଆ ମାନେ ଭଗବାନ ଶଙ୍କରଙ୍କୁ ପାଣି ଲାଗି ଦେବାକୁ ମାନସିକ କରିଥାନ୍ତି । ଆଉ ସେମାନେ ରାତ୍ରି ସମୟରେ ନିଜ ଗନ୍ତବ୍ୟ ସ୍ଥାନରେ ପହଞ୍ଚାଇବାକୁ ମଧ୍ୟ ଚାଲି ଚାଲି ଯାଇଥାନ୍ତି । ଆଉ ସେଥିମଧ୍ୟରୁ କିଛି କାଉଡ଼ିଆ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଯାଇଥାଆନ୍ତି ତ ଆଉ କିଏ ପ୍ରାଣ ହରାଇ ଦେଇଥାଏ ।
ମିଳିଥିବା ସୂଚନା ଅନୁସାରେ ରାତ୍ରି ସମୟରେ ୯୫ ପ୍ରତିଶତ କାଉଡିଆଙ୍କର ମୃ-ତ୍ୟୁ ହୋଇଛି । ରାଜରାସ୍ତାରେ ଟ୍ରକ୍ ଚାଳକମାନଙ୍କ ଦ୍ଵାରା ଏହି କାଉଡିଆଙ୍କ ଜୀବନ ଯାଇଛି ବୋଲି ଜଣାପଡିଛି । ୨୦୨୨ ମସିହାରେ ସର୍ବାଧିକ ୩୧ ଜଣ କାଉଡିଆଙ୍କ ମୃ-ତ୍ୟୁ ହୋଇଥିଲା । ଆଉ ସେଥିରୁ ଦୁର୍ଘଟଣାରେ ୧୩ ଜଣଙ୍କର ଜୀବନ ଯାଇଥିଲା । ୨୦୨୩ ମସିହାରେ ୧୮ ଜଣ କାଉଡିଆଙ୍କ ମୃ-ତ୍ୟୁ ହୋଇଥିଲା । କେନ୍ଦୁଝର ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିଲା । ଆଉ ଏବେ ସରକାର ଏନେଇ ଅନେକ କିଛି ପଦକ୍ଷେପ ନେଇଛନ୍ତି । ଏବେ କାଉଡ଼ିଆମାନଙ୍କ ପାଇଁ ରେଡିୟମ ଜ୍ୟାକେଟ ଅଣାଯିବ । ଯାହାଦ୍ଵାରା ରାତି ସମୟରେ ଏହା ଦେଖାଯିବ । ଏଭଳି ଅନେକ ପଦକ୍ଷେପ ସରକାର ନେଇଛନ୍ତି ।