Movie prime

ଏମିତି ଏକ ପାର୍କ ଯାହାର ଇତିହାସ ଜାଣିଲେ ମୁଣ୍ଡରେ ହାତ ଦେଇଦେବେ ଆପଣ ଦେଖନ୍ତୁ ଏଠାରେ ଦିନ ରାତି ହୁଏ ଏମିତି

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special Report
ଆପଣମାନେ ସମସ୍ତେ ଏହି ଭିଡିଓ ଦେଖିଲେ ଏଭଳି କିଛି ଖବର ପାଇପାରିବେ ଯାହା ଆପଣଙ୍କ ମନରେ ଅନେକ କଥା ଆଣିବ । ଦୁନିଆରେ ଏଭଳି ଅନେକ ଜିନିଷ ଅଛି ଯାହା ଲୋକଙ୍କ ମନରେ ଅନେକ କଥା ଆଣିଥାଏ । ଆଉ ଅନେକ ଭୟ ସୃଷ୍ଟି କରିଥାଏ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି । 
ଏହି ଖବର ଦେଖିଲେ ଆପଣ ଏହି ବିଷୟରେ ଜାଣିପାରିବେ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏକ ଅଭିଶପ୍ତ ପାର୍କ ବିଷୟରେ ଜାଣିପାରିବେ । ଯେଉଁଠାକୁ ଯିବାକୁ ଲୋକମାନେ ରାତିରେ କଣ ଦିନରେ ବି ଭୟ କରନ୍ତି । ଏହି ପାର୍କ ବିଷୟରେ ଶୁଣିଲେ ଆପଣଙ୍କ ଛାତି ବି ଥରି ଉଠିବ ।
Special report
ଲୋମ ଟାଙ୍କୁରି ଉଠିବ । ବିଶ୍ବାସ, ଅବିଶ୍ବାସ, ଅନ୍ଧ ବିଶ୍ବାସକୁ ନେଇ ଏବେ ଖବର ଆସୁଛି । ଦୁନିଆରେ ଏଭଳି ଅନେକ ଜବର କାହାଣୀ ଅଛି ଯାହାକୁ ଶୁଣିଲେ ଅନ୍ଧ ବିଶ୍ବାସ ଜଣା ପଡ଼ିଥାଏ କିଛି କଥା ଆଉ କିଛି କଥା ସତ ବୋଲି ଜଣା ପଡ଼ିଥାଏ ।
Special report
ଦୁନିଆରେ ଏଭଳି କିଛି ସ୍ଥାନ ଅଛି ଯାହାକୁ ଶୁଣିଲେ ଲୋକମାନେ ଭୟ କରନ୍ତି । ଆଉ ସେହି ସ୍ଥାନକୁ ଯିବାକୁ ଇଚ୍ଛା କରନ୍ତି ନାହିଁ । ରହସ୍ୟମୟୀ ଘଟଣା କିଛି ଘଟିଥାଏ ଯାହା ଶୁଣିଲେ ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ । ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଖବର ଜାଣିପାରିବେ ।
ଏହି ପାର୍କରେ ରାତି ହେଲେ ଆତ୍ମା ମାନଙ୍କୁ ଦେଖିବାକୁ ମିଳିଥାଏ । ଆମେରିକାର ପଶ୍ଚିମ ଭର୍ଚ୍ଚିନିଆର ଟ୍ରିଷ୍ଟର ସହରରେ ଲେକ୍ ସାଉନି ପାର୍କ ରହିଛି । ଏହାକୁ ଅଭିଶପ୍ତ ବୋଲି କୁହାଯାଇଛି । ଏହି ପାର୍କରେ ୬ ଜଣ ଶିଶୁଙ୍କର ଦେହାନ୍ତ ହୋଇଥିଲା । 
Special report
ଏହି ଖବର ପରେ ଏହି ପାର୍କ ବନ୍ଦ ଥିଲା । ଏହି ପାର୍କ ସାଉନୀ ନଦୀ କୂଳରେ ଅବସ୍ଥିତ । ଏହା ୧୯୨୦ ମସିହାରେ ଜଣେ ବ୍ୟବସାୟୀଙ୍କ ଦ୍ଵାରା ନିର୍ମିତ ହୋଇଥିଲା । ଏହା ୭୨ ବର୍ଷ ପର୍ଯ୍ୟନ୍ତ ଚାଲିଥିଲା । ଲୋକେ ଭୟରେ ଥରିବାକୁ ଲାଗୁଛନ୍ତି । ଲୋକମାନେ ଏହି ଖବର ଦେଖିବାକୁ ପାଇଥିଲେ । ଆଉ ଏହି ପରଠାରୁ ସେହି ପାର୍କକୁ କେହି ଯାଉ ନଥିଲେ ।
ଏହାପରେ ପାର୍କ ବାହାରେ ଜଣଙ୍କୁ ଗୁଳି କରାଯାଇଥିଲା ।୧୯୬୬ ମସିହାରେ ସବୁ ଘଟଣା ଘଟିଥିଲା । ଆଉ ଏହାପରେ ଏହାକୁ ବନ୍ଦ କରାଯାଇଥିଲା । ତାପରେ ୨୦ ବର୍ଷ ପରେ ଏହାକୁ ଖୋଳା ଯାଇଥିଲା ଆଉ ସେଠାରୁ ଛୁଆଙ୍କ କଙ୍କାଳ ମିଳିଥିଲା । ଆଉ ଏବେ ଏହି ପାର୍କ ବନ୍ଦ ରହିଛି ।

Around The Web