ମହିଳାଙ୍କ ଭିଡିଓ ହେଲା ଭାଇରାଲ ଦେଖନ୍ତୁ ଏହି ଭିଡିଓ ସୋସିଆଲ ମିଡିଆରେ କାହିଁକି ହେଲା ଏହି ଭିଡିଓ ଭାଇରାଲ
Aug 11, 2022, 17:11 IST

ବର୍ତ୍ତମାନ ଏପରି ଏକ ଭିଡିଓ ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ଖୁସି ମଧ୍ୟ ହେବେ।ଜଣେ ମହିଳା ଏଭଳି ଗୀତ ଗାଇଛନ୍ତି ଯାହାକି ରାତାରାତି ଷ୍ଟାର ହୋଇଗଲେ।
ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ରେ ସମସ୍ତେ ନିଜର କଳା ଦେଖାଇ ପାରୁଛନ୍ତି।ଏବଂ ଦର୍ଶକମାନେ ତାଙ୍କ କଳା କୁ ବହୁତ ଭଲ ମଧ୍ୟ ପାଉଛନ୍ତି।
କାରଣ କିଛି ଲୋକ ଅଛନ୍ତି ଯିଏ କି ନିଜର ପ୍ରତିଭା ଦେଖାଇବା ପାଇଁ ବହୁତ ଭୟ କରିଥାନ୍ତି।କିନ୍ତୁ ଆଉ କିଛି ଲୋକମାନେ ନିଜର ପ୍ରତିଭା ଦେଖାଇବା ପାଇଁ ବହୁତ ଖୁସି ହୋଇଥାନ୍ତି।
ଆଜିକାଲି ଛୋଟ ଛୋଟ ପିଲାମାନେ ମଧ୍ୟ ସୋସିଆଲ ମିଡିଆରେ ଭାଇ ରାଲ ହେବାରେ ଲାଗିଛନ୍ତି।ବର୍ତ୍ତମାନ ଜଣେ ମହୁଲ ବହୁତ ସୁନ୍ଦର ଗୀତ ଗାଇଛନ୍ତି।ଯାହାକି ଆପଣମାନେ ଶୁଣିଲେ ହସି ହସି ଗଡି ଯିବେ।
ମହିଳା ଗୀତ ଗାଇଛନ୍ତି ଭଲ କିନ୍ତୁ ଗୀତଟି ହେଉଛି ରୁଟି ଖିଆ ରାତି, ଭାତ ଖିଆ ଦିନ, ଖିରି ପୁରୀ ଆଉ ରୁଚେନା। ମୋମୋ ନାହିଁ ସାଥୀ ଗୁପୁଚୁପ୍ ନାହିଁ ଚୁଡ଼ା ଚିନି ଭଲ ଲାଗେନା।
ଛକରେ ଦହିବରା,ଚିକେନ ମିଳେ।ମହିଳା ଜଣଙ୍କ ସବୁ ଖାଇବା ଉପରେ ଗୀତ ଗାଇଛନ୍ତି ।ଯେଉଁ ଗୀତ ଶୁଣି ଦର୍ଶକମାନେ ହସି ହସି ଗଡି ଯାଉଛନ୍ତି।ଏବଂ ଦର୍ଶକମାନେ ମହିଳାଙ୍କ ଏଭଳି ଗୀତ ଶୁଣି ବହୁତ ସୁନ୍ଦର କଥା ମଧ୍ୟ କହିଛନ୍ତି।
ବର୍ତମାନ ମହିଳାଙ୍କ ଏହି ଗୀତ ଭିଡିଓ ଟି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।କାରଣ ମହିଳା ଜଣଙ୍କ ବହୁତ ସୁନ୍ଦର ଗୀତ ଗାଇଛନ୍ତି।
ଦର୍ଶକମାନଙ୍କୁ ମଜାଳିଆ ଭିଡିଓ ଦେଖିବା ପାଇଁ ବହୁତ୍ ପସନ୍ଦ ଲାଗିଥାଏ।ଏହି ଭିଡିଓ ଟି ମଧ୍ୟ ବହୁତ ମଜାଳିଆ ହୋଇଛି।ସେଥିପାଇଁ ଦର୍ଶକମାନଙ୍କୁ ବହୁତ ଭଲ ଲାଗିଛି