ଏମିତି ସାଙ୍ଘାତିକ କଳି ଆଗରୁ କେବେ ଦେଖି ନଥିିବେ ଦେଖନ୍ତୁ ଗାଁ ଭିତର ଏହି ସାଙ୍ଘାତିକ କଳି ଦେଖନ୍ତୁ ଏହି ଭାଇରାଲ ଭିଡିଓ
Apr 8, 2022, 18:21 IST

ବର୍ତ୍ତମାନ ଇଣ୍ଟରନେଟ୍ ରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖି ଆଶ୍ଚର୍ଯ୍ୟ ମଧ୍ୟ ଲାଗୁଛି। ଆପଣ ମାନେ ତ କଳି ଦେଖିଥିବେ କିନ୍ତୁ ଏହି ଭଳି ଭାବରେ କଳି କେଉଁଠି ବି ଦେଖି ନଥିବେ। ଯାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଏବଂ ଭିଡିଓ ଟିର ଭିଉଜ ମଧ୍ଯ ଦିନକୁ ଦିନ ବେଶ୍ ବଢ଼ିବାରେ ଲାଗିଛି।
ଏହି ଭିଡିଓ ଟିର ମହିଳା ଦୁଇଜଣ କିଭଳି ଭାବରେ କଳିଲଗିଛନ୍ତି ତାହା ଦେଖିବାକୁ ମିଳୁଛି। ଏଥି ମଧ୍ୟ ରୁ ଜଣେ ମହିଳା ଲୁଗା ଟେକି ଡାନ୍ସ କରି କରି କଳି କରୁଥିବା ର ଦେଖିବାକୁ ମିଳିଛି। ଏହି ଘଟଣା ଟି ଏବେ ସୋସିଆଲ ମିଡ଼ିଆ ରେ ଖୁବ୍ ଜୋରେ ଭାଇରଲ ହେବାରେ ଲାଗିଛି।
ତେବେ ଆପଣ ମାନେ ଏହି ଭଳି ଭାବରେ କଳି ଆଗରୁ କେଉଁଠି ଦେଖି ନଥିବେ। ଆଉ ଯଦି ଦେଖିଥିବେ ଆମକୁ ନିଶ୍ଚିତ ଭାବରେ ଜଣାଇବେ। ଏହି କଳିଟି ଦେଖିବାକୁ ଲୋକ ମାନେ ଏବେ ଖୁବ୍ ପସନ୍ଦ କରିବା ସହ ଅନେକ ଲାଇକ ମଧ୍ୟ କରିଛନ୍ତି।