Movie prime

ଖୁଡି ପୁତୁରା ପ୍ରେମ ଦେଖନ୍ତୁ ହେଲା VIRAl ଦେଖନ୍ତୁ କେହି ନଥିବା ବେଳେ କଣ କରୁଛନ୍ତି ଏଠି ଦୁହେଁ

 
Special Report
ଆଜିକାଲି ଦୁନିଆରେ ଅନେକ ଅଜବ ପ୍ରକାରର ଘଟଣା ଘଟିବାରେ ଲାଗୁଛି।ଯାହାକି ବହୁତ ନିନ୍ଦନୀୟ ଅଟେ।ବର୍ତ୍ତମାନ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ଜାଣିଲେ ଆପଣମାନେ ଆଶ୍ଚର୍ଯ୍ୟ ହେବା ସହିତ ବହୁତ ନିନ୍ଦା କରିବେ।ଖୁଡି ହେଉଛନ୍ତି ମା ସମାନ।ଆଉ ପୁତୁରା ପୁଅ। ମା ଆଉ ପୁଅ ସମ୍ପର୍କ ପବିତ୍ର ହୋଇଥାଏ।କିନ୍ତୁ ବର୍ତ୍ତମାନ ଯାହା ଦେଖିବାକୁ ମିଳିଛି ତାହା ଦେଖି ଦର୍ଶକ ମାନେ ଅନେକ କଟୁ କଥା କହିବାରେ ଲାଗିଛନ୍ତି।
ପୁତୁରା ନିଜ ମା ସମାନ ଖୁଡି ଙ୍କୁ ସହିତ ରାସଲୀଳା କରୁଥିବାର ଦେଖିବାକୁ ମିଳିଛି।ଭିଡିଓ ରେ ଦେଖିବାକୁ ମିଳିଛି ଯେ ପୁତୁରା ଜଣଙ୍କ ତାଙ୍କ ଖୁଡି ଙ୍କୁ ଦୁଇ ହାତରେ ଟେକି ଧରୁଛନ୍ତି।ଏବଂ ଖୁଡି ବହୁତ ହସୁ ଛନ୍ତି।ଖୁଡି ଜଣଙ୍କ ବିବାହିତ ହୋଇ ମଧ୍ୟ ପୁତୁରା ଙ୍କ ସହିତ ଏଭଳି ହେଉଛନ୍ତି।ଏହି ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ୍ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି।
ବାସ୍ତବରେ ପ୍ରେମ ସମ୍ପର୍କ ଦିନକୁ ଦିନ ଖରାପ ହେବାରେ ଲାଗିଛି।ବୟସର ତାରତମ୍ୟ କେହି ମାନୁ ନାହାନ୍ତି।ବର୍ତ୍ତମାନ ଖୁଡି ପୁତୁରା କୁ ପ୍ରେମ କରୁଥିବାର ଘଟଣା ସାମ୍ନାକୁ ଆସିବା ପରେ ଲୋକମାନେ ନିନ୍ଦା କରିବାରେ ଲାଗିଛନ୍ତି।ପୁଅ ବୟସର ପୁତୁରା କଥାରେ ଖୁଡି ପାଗଳ ହୋଇ ଯାଇଥିବାର ଦେଖିବାକୁ ମିଳିଛି।ମହିଳା ଜଣଙ୍କ ବିବାହିତ ହୋଇ ମଧ୍ୟ ପୁତୁରା ଙ୍କୁ ପ୍ରେମ କରି ବସିଛନ୍ତି।
ଭିଡିଓ ରେ ଦୁଇ ଜଣ ନାଚୁଥିବର ଦେଖିବାକୁ ମିଳିଛି।
ଏହି ଘଟଣାଟି ଅନେକ ଲୋକ ସୋସିଆଲ ମିଡ଼ିଆ ରେ ଦେଖି ସାରିଲେଣି।କିଛି ଲୋକ ବିପକ୍ଷରେ କହିଥିବା ବେଳେ ଆଉ କିଛି ଲୋକମାନେ ସପକ୍ଷରେ କହିଛନ୍ତି।କିନ୍ତୁ ପୁଅ ବୟସର ପୁତୁରା ସହିତ ଏଭଳି ସମ୍ପର୍କ ରଖିବା ଲଜ୍ୟା ଜନକ ଘଟଣା ଅଟେ।ସ୍ଥାନୀୟ ଲୋକମାନେ ଏହି ଘଟଣା ଜାଣିବା ପରେ ଛିଃ ଛି କରୁଛନ୍ତି।

Around The Web