Movie prime

ହାତ ଯୋଡ଼ି ଭୁଲ ମାଗୁଛି କିଛି ନହେଲେ ନାହିଁ ଛୁଆ ପାଇଁ ଫେରିଆସ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜଣେ ୟୁଟ୍ୟୁବରଙ୍କ ବିଷୟରେ ଜାଣିପାରିବେ । ଏହି ୟୁଟ୍ୟୁବର ଜଣଙ୍କୁ ଆପଣମାନେ ସମସ୍ତେ ତ ଜାଣିଥିବେ । ଅନେକ କଥା ଭାବି ଝିଅଟିଏ ବିବାହ କରିଥାଏ । ଆଉ ଝିଅଟିଏ ସବୁବେଜେ ତାର ସ୍ବାମୀଙ୍କୁ ନେଇ ବଞ୍ଚି ଥାଏ କିନ୍ତୁ ଏଭଳି ଘଟଣା ଘଟିଯାଏ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
Hh
ଠିକ୍ ସେଭଳି ଅନେକ ଆଶା ନେଇ ଏହି ଝିଅଟି ବିବାହ କରିଥିଲା । ଅନେକ ଭଲପାଇବା ଥିଲା ଏହି ସ୍ବାମୀ ସ୍ତ୍ରୀ ଏକାଠି ରହୁଥିଲେ । ଆଉ ତାଙ୍କ ଭିତରେ ଅନେକ ଭଲପାଇବା ଥିଲା କିନ୍ତୁ ଏବେ ଏହି ଯୁବତୀ ଜଣକ ଗର୍ଭବତୀ ଥିବା ଅବସ୍ଥାରେ ତାଙ୍କୁ ତାଙ୍କ ସ୍ବାମୀ ଛାଡ଼ି ଚାଲି ଯାଇଛନ୍ତି । ଆଉ ତାଙ୍କ ପାଖକୁ ସେ ଫେରିବାକୁ ଚାହୁଁ ନାହାଁନ୍ତି । ଏବେ ଏହି ମହିଳା ଜଣଙ୍କୁ ଅନେକ ଲୋକ ଉପହାସ କରିଛନ୍ତି । ଏବେ ଏହି ଯୁବତୀ ଜଣକ ତାଙ୍କ ଘରର ଅବସ୍ଥା ଆଉ ତାଙ୍କ ସ୍ୱାମୀଙ୍କୁ ନେଇ କିଛି କଥା କହିଛନ୍ତି ।
Hh
ଏହି ଯୁବତୀ ଜଣକ କହିଛନ୍ତି ତାଙ୍କ ଶାଶୁ, ଶଶୁର ବହୁତ ଭଲ ଆଉ ତାଙ୍କ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇ ନଥିଲା ଆଉ ଏବେ କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କ ପରିବାରକୁ ଭାଙ୍ଗି ଦେଇଛନ୍ତି । ଲୋକମାନେ ତାଙ୍କୁ ଅନେକ କଥା ଏବେ କହୁଛନ୍ତି । ତାଙ୍କ ବାପାମାଆ ପରିଣତ ବୟସରେ ଅଛନ୍ତି । ଆଉ ଏବେ ତାଙ୍କ ପାଖରେ କିଛି ଉପାୟ ନାହିଁ । ତାଙ୍କ ଘର ଏବେ ଭାଙ୍ଗି ଯାଇଛି । ତାଙ୍କ ଘର ଯୋଡିବାକୁ ସେ ଏବେ ଚେଷ୍ଟା କରୁଛନ୍ତି । ସେ ତାଙ୍କ ସ୍ଵାମୀଙ୍କ ପାଖକୁ ଯିବେ ଆଉ ତାଙ୍କୁ ବୁଝେଇବେ । 
ଆଉ ସେମାନେ ପୁଣି ଏକାଠି ମିଶି ଯିବେ ବୋଲି ଏହି ଯୁବତୀ ଜଣକ କହିଛନ୍ତି । ଏହି ଯୁବତୀ ଜଣକ ଇନଷ୍ଟାଗ୍ରାମରେ ଅନେକ ଭିଡିଓ ବି ପୋଷ୍ଟ କରିଛନ୍ତି । ତାଙ୍କ ଛୁଆଙ୍କ ପାଇଁ ଏକାଠି ହୋଇ ଯିବାକୁ ସମାଜସେବୀ ଜଣକ କହିଛନ୍ତି । ଆଉ ଏହାସହ ସେ ଅନେକ କଥା କହିଛନ୍ତି । ଏହି ଯୁବତୀ ଜଣକ ଏବେ ତାଙ୍କ ସ୍ବାମୀଙ୍କୁ ତାଙ୍କ ପାଖକୁ ଫେରି ଆସିବାକୁ କହିଛନ୍ତି । ଆଉ ସେମାନେ ପୁଣି ଏକାଠି ହୋଇଯିବେ ବୋଲି କହିଛନ୍ତି । ଏବେ ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଯୁବତୀ ଜଣକ ତାଙ୍କ ସ୍ବାମୀଙ୍କୁ ତାଙ୍କ ଛୁଆ ପାଖକୁ ଫେରି ଆସିବେ ବୋଲି କହିଛନ୍ତି ।

Around The Web