Movie prime

ଝିଅ ମାନଙ୍କୁ ବଡ଼ ଝଟକା ଦେଲା ଜିଓ ଦେଖନ୍ତୁ ଆସିଲା ବହୁତ୍ ବଡ଼ ଅପଡେଟ

 
Yy
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ବନ୍ଧୁଗଣ ପୁଣି ଝଟକା ଦେଲା ରିଲାଏନ୍ସ ଜିଓ। ବଦଳାଇ ଦେଇଛି ତାର ରିଚାର୍ଜ ପ୍ଲାନ।
Hh
ଜିଓ ପକ୍ଷରୁ ସମୟ ସମୟରେ ରିଚାର୍ଜ ପ୍ଲାନରେ ପରିବର୍ତନ କରାଯାଏ। ୟୁଜର ମାନଙ୍କୁ ଧ୍ୟାନରେ ରଖି ଏହି ପ୍ଲାନରେ ହେଇଥାଏ ପରିବର୍ତ୍ତନ। ଆଉ ଏବେ ପୁଣିଥରେ ଏଥିରେ ପରିବର୍ତ୍ତନ ଦେଖିବାକୁ ପାଇଛନ୍ତି ଗ୍ରାହକ ମାନେ। ଜିଓ ପକ୍ଷରୁ ପ୍ରିପ୍ୟାଡ ରିଚାର୍ଜ ପ୍ଲାନରେ ପରିବର୍ତ୍ତନ କରାଯାଇଛି। ଏହି ପରିବର୍ତନ ସେହି ରିଚାର୍ଜ ପ୍ଲାନରେ କରାଯାଇଛି ଯେଉଁଥିରେ ନେଟଫିକ୍ଲସର ସବସ୍କ୍ରିନସନ୍ ଫ୍ରୀ ଦିଆଯାଉଥିଲା। ରିଚାର୍ଜ ପ୍ଲାନର ନୂଆ ପ୍ରାଇସ ରହିଛି। ଜିଓ ୱେବସାଇଡ ଏବଂ ମାଇ ଜିଓ ଆପରେ ଏହାକୁ ଆପଣ ଚାହିଁଲେ ଦେଖିପାରିବେ। 
Gg
ମିଡ଼ିଆ ରିପୋର୍ଟ ଅନୁସାରେ ରିଲାଏନ୍ସ ଜିଓର ନେଟଫିକ୍ଲସ ପ୍ଲାନର ଦାମରେ ପ୍ରାୟ ୨୦୦ ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଚଳିତ ଜୁଲାଇରେ ଜିଓ ନୂଆ ରିଚାର୍ଜ ପ୍ଲାନସକୁ ରିଭାଇଜ୍ କରିଥିଲା। ଜିଓ ତରଫରୁ ରିଚାର୍ଜ ପ୍ଲାନସରେ ୧୨ ରୁ ୨୭% ପର୍ଯ୍ୟନ୍ତ କରାଯାଇଥିଲା ବୃଦ୍ଧି। କିଛି ପ୍ଲାନସରେ ଏମିତି ପରିବର୍ତନ କରାଯାଇଥିଲା କି ୟୁଜର ମାନେ ଆଲିମେଡ ୫ଜି ଡାଟା ମଧ୍ୟ ବ୍ୟବହାର କରିପାରିବେ ନାହିଁ। ଏଥିସହିତ ଏୟାରଟେଲ ଭଡା ଫୋନ ଆଇଡିଆ ତରଫରୁ ମଧ୍ୟ ରିଚାର୍ଜ ପ୍ଲାନ ହେଇଥିଲା ମହଙ୍ଗା। 
ତେବେ ରିଚାର୍ଜ ପ୍ଲାନ ଦାମରେ ଯଦି ବୃଦ୍ଧି କଥା ଯଦି କହିବା ତେବେ ପ୍ରାୟ ୨୭% ପର୍ଯ୍ୟନ୍ତ ଏହାକୁ ବଢ଼ା ଯାଇଛି। ଜାନୁଆଲ ରିଚାର୍ଜ ପ୍ଲାନରେ ମଧ୍ୟ ୨୦ରୁ ୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରିଚାର୍ଜ ପ୍ଲାନ ମହଙ୍ଗା ହେବା ପରେ ୟୁଜରଙ୍କୁ ଜୋରଦାର ଝଟକା ଲାଗିଥିଲା। ଫଳରେ ଅନେକ ୟୁଜର ବିଏସେନାଲ ମୁହା ହେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଲଗାତାର ଜିଓ ଏହା ଉପରେ କାମ କରିଥିଲା।

Around The Web