Movie prime

ବୋହୂ ମାଛ କାଟି ପାରିଲେନି ବୋଲି ଶଶୁର ଜଣଙ୍କ କଲେ ଏମିତି ଦେଖନ୍ତୁ ଆସିଲା ସାଙ୍ଘାତିକ ଅଭିଯୋଗ

 
Gy
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି। ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁ ନାହିଁ।
Hh
ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ ଶାଶୁ ବୋହୂ ଆଉ କେତେବେଳେ ଶାଶୁ ବୋହୂ ମଧ୍ୟରୁ ଘରୋଇ କଳି ଲାଗିଥାଏ। ଏବଂ ଏହି କଳିରେ ବୋହୂ କେତେବେଳେ ନିର୍ଯ୍ୟତିକ ହୋଇଥାଏ ତ ଆଉ କେତେବେଳେ ଶାଶୁ ଶଶୁର। ତେବେ ବର୍ତମାନ ଜଣେ ବୋହୂ ଆଣିଛନ୍ତି ଶଶୁର ନାଁ ରେ ସାଙ୍ଘାତିକ ଅଭିଯୋଗ। ସୁଚନା ଅନୁଯାୟୀ, ଶଶୁର ଜଣକ ଘରକୁ ମାଛ ଆଣି ଆସିଥିଲେ। ଆଉ ତାଙ୍କ ବୋହୂଙ୍କୁ ମାଛ କରିବା ପାଇଁ ଦେଇଥିଲେ। 
Bb
ବୋହୂ ଜଣକ ମାଛ କାଟି ଜାଣିନଥିବାରୁ ଭଲ ଭାବରେ ମାଛ କାଟି ପାରିନଥିଲେ। ଫଳରେ ତାଙ୍କ ଶଶୁର ତାଙ୍କୁ ଅନେକ କଟୁ କଥା କହିବା ସହିତ ତାଙ୍କ ବୋହୂ କୁ ଟେକି ଆଣି କଚାଡି ଦେଇଥିଲେ। ଏବଂ ଏନେଇ ବୋହୂ ମୁହଁ ଖୋଲିବାରୁ ତାଙ୍କୁ ବାଡା ବାଡି କରିଥିବା କହିଛନ୍ତି ବୋହୂ ଜଣକ। ଆଉ ବୋହୂ ଜଣକ ଗଣମାଧ୍ୟମ ଆଗରେ କହିଛନ୍ତି ଯେ, ସେ ତାଙ୍କ ଶଶୁରଙ୍କୁ ବାପା ଭଳି ସମ୍ମାନ ଦିଅନ୍ତି। 
କିନ୍ତୁ ବୋହୂ ପ୍ରତି ସମ୍ମାନ ସେ କେବେ ପାଇନାହାନ୍ତି। ଏବଂ ବୋହୂ ଜଣକ କହିଛନ୍ତି ତାଙ୍କ ଶଶୁର ସବୁବେଳେ ଦେଶୀ ମଦରେ ବୁଡି ରହିଥାନ୍ତି। ଆଉ ମଦ ପିଇ ଘରକୁ ଆସି ବୋହୂ ସହିତ ଦୁର୍ବ୍ୟବହାର କରନ୍ତି। ଶଶୁରଙ୍କ ଦୁର୍ବ୍ୟବହାର ବିଷୟରେ ବୋହୂ ଜଣକ ସ୍ବାମୀଙ୍କୁ ଜଣାଇ ବାପା ଘରକୁ ଚାଲିଯାଇଥିଲେ। କିଛି ଦିନ ପରେ ତାଙ୍କ ସ୍ଵାମୀ ପୁଣି ତାଙ୍କୁ ଘରକୁ ନେଇ ଆସିଥିଲେ। କିନ୍ତୁ ତଥାପି ଶଶୁରଙ୍କ ବହୁ ପ୍ରତି ଖରାପ ବ୍ୟବହାର କମି ନଥିଲା।

Around The Web