ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ସ୍ତ୍ରୀ କୁ ତଳେ ଶୁଆଇ ଏମିତି କରି ର-କ୍ତ କାଢ଼ିଲା ସ୍ବାମୀ ରଡ଼ି ଛାଡ଼ି କାନ୍ଦିଲା ସ୍ତ୍ରୀ
Apr 3, 2025, 09:54 IST

କାନ୍ଦି କାନ୍ଦି ସ୍ୱାମୀକୁ ନେହୁରା ହେଉଥିଲା ସ୍ତ୍ରୀ। ମୁଁ ମରିଯିବି ବୋଲି କହି ସ୍ୱାମୀର ଗୋଡ଼ ମଧ୍ୟ ଧରିଥିଲା। ହେଲେ ସ୍ବାମୀ ସୁନ୍ଦରୀ ସ୍ତ୍ରୀ କୁ ଜମା ହେଲେ ମଧ୍ୟ ଛାଡ଼ି ନଥିଲା। ଜଙ୍ଗଲ ଭିତରେ ସ୍ତ୍ରୀ ସହ ଯାହା କିଛି କରି ଦେଇଥିଲା ସେ ଜଙ୍ଗଲ ଭିତରର ଭିଡ଼ିଓ ଦେଖିଲେ ଆପଣ ମାନେ ମଧ୍ୟ ଚମକି ପଡ଼ିବେ। ଏହି ସ୍ତ୍ରୀ ଜଣକ ବୟସ ୨୫ ରୁ ୩୦ ବର୍ଷ ହେବ। ଯାହାର ନାମ ହେଉଛି ମୁଷ୍କାନ।ମୁଷ୍କାନ୍ ମଧ୍ୟ ଦେଖିବାକୁ ଖୁବ ସୁନ୍ଦରୀ ଥିଲା।

ମୁଷ୍କାନ୍ କୁଆଡେ ଖୁବ୍ ଭଲ ଡାନ୍ସ କରୁଥିଲା। ଷ୍ଟେଜ ଉପରେ ଡାନ୍ସ କରି ସେ କିଛିଟା ଟଙ୍କା ରୋଜଗାର କରୁଥିଲା। ଆଉ ମୁଷ୍କାନ୍ ର ସ୍ବପ୍ନ ଥିଲା କି ସେ ବଡ଼ ହେଲେ ଖୁବ ଭଲ ଡାନ୍ସର ହେବ। ହେଲେ ଜାଣି ନଥିଲା କି ସେହି ଡାନ୍ସ ପାଇଁ ତା ସହ ଏଭଳି କିଛି ଜଙ୍ଗଲ ଭିତରେ ଘଟିଯିବ ବୋଲି। ଏହି ମୁଷ୍କାନ୍ ରିଜୱାନ ନାମକ ଏକ ଯୁବକକୁ ଭଲପାଇ ବସିଥିଲା। ଯିଏକି ମୁଷ୍କାନ୍ ର ସ୍ବାମୀ ହୋଇଥିଲା। ସେହି ରିଜୱାନ ହିଁ ମୁଷ୍କାନ୍ ସହ ଏଭଳି କିଛି କାଣ୍ଡ କରିଦେଲା।

କୌଣସି ଏକ ଷ୍ଟେଜ ପ୍ରୋଗ୍ରାମ କୁ ମୁଷ୍କାନ୍ ଡାନ୍ସ କରିବାକୁ ଯାଇଥିଲା। ପ୍ରଥମ ଦେଖାରେ ହିଁ ମୁଷ୍କାନ୍ କୁ ରିଜୱାନ ପସନ୍ଦ ହୋଇ ଯାଇଥିଲା। ଆଉ ମୁଷ୍କାନ୍ ମଧ୍ୟ ଦେଖିବାକୁ ଖୁବ୍ ସୁନ୍ଦରୀ ଥିଲା। ପ୍ରଥମ ଦେଖାରେ ହିଁ ରିଜୱାନ ବି ମୁଷ୍କାନ୍ କୁ ପ୍ରେମ କରି ବସିଥିଲା। ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇ ଯାଇଥିଲା। ଦୁହିଁଙ୍କ ଭିତରେ ଶାରୀରିକ ସମ୍ପର୍କ ମଧ୍ୟ ଥିଲା। ହେଲେ ମୁଷ୍କାନ୍ ର ପରିବାର ଲୋକେ ରିଜୱାନ କୁ ଜ୍ବାଇଁ ଭାବରେ ଗ୍ରହଣ କରିବାକୁ ବାରଣ କରି ଦେଇଥିଲେ।
ରିଜୱାନ ର ରୋଜଗାର ମଧ୍ୟ ଖୁବ୍ କମ୍ ଥିଲା। ସେଥିପାଇଁ ତାଙ୍କର ଘର ଲୋକ ରାଜି ନଥିଲେ। ଦେଖୁ ଦେଖୁ ରିଜୱାନ ସହ ମୁଷ୍କାନ୍ ଫେରାର ହୋଇ ଯାଇଥିଲା। ବିବାହ ପରେ ମୁଷ୍କାନ୍ କୁ ଡାନ୍ସ କରିବାକୁ ତାର ସ୍ୱାମୀ ରିଜୱାନ ଛାଡ଼ି ନଥିଲା। ହେଲେ ମୁଷ୍କାନ୍ କିଛି ନଶୁଣି ଡାନ୍ସ କରିବାକୁ ଯାଇଥିଲା। ପରେ ସ୍ବାମୀ ସ୍ତ୍ରୀ ଭିତରେ ଝଗଡା ହୋଇଥିଲା ଏହାପରେ ରିଜୱାନ ସାଙ୍ଗ ସହ ମିଶି ମୁଷ୍କାନ୍ କୁ ଜଙ୍ଗଲ ଭିତରେ ହିଁ ମାରି ଦେଇଥିଲା।
Around The Web
Mon,7 Apr 2025
ସ୍ତ୍ରୀ ପଚାରିଲା ‘ତୁ ଏଯାଏଁ ମରିନୁ ?’କାନ୍ଦି କାନ୍ଦି ମରିଗଲା ସ୍ବାମୀ
Mon,7 Apr 2025
ବଙ୍ଗୋପସାଗରରେ ‘ବାତ୍ୟା’ ଏହି ତାରିଖରୁ ଓଡ଼ିଶାକୁ ବିପଦ !
Mon,7 Apr 2025
ବିଜେଡିକୁ ଜାଣିଶୁଣି ଭାଙ୍ଗୁଛନ୍ତି ପାଣ୍ଡିଆନ୍ ! କାରଣ ସୁଜାତା...
Mon,7 Apr 2025