Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ରାତି ୧ ଟାରେ ଖଣ୍ତା ଓ ଚାପୁଡ଼ାରେ ଲିକୁନାକୁ ହାଣିଦେଲେ

 
Vv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ୨୦୨୨ ମସିହାରେ ହୋଇଥିବା ଘଟଣା ବିଷୟରେ ତ ଅନେକ ଖବର ଆସୁଥିବାର ଦେଖିଥିବେ । ୨୦୨୨ ମସିହା ଅଗଷ୍ଟ ମାସ ୩୦ ତାରିଖରେ ଦୁଇଟି ମାରଣାସ୍ତ୍ରରେ ସଂଘବଦ୍ଧ ଭାବରେ ଆକ୍ରମଣ କରି ଜଣେ ପାନ ଦୋକାନୀଙ୍କୁ ଜୀବନରୁ ମାରି ଦେଇଥିବା ଘଟଣା ସାମ୍ନାକୁ ଆସିଥିଲା । ଏହି ଘଟଣା ଏଭଳି ସ୍ଥାନରେ ହୋଇଥିଲା ଯାହା ଯେ କେହି ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବ । ଡିସିପି ଅଫିସ ସାମ୍ନାରେ ଏହି ଘଟଣା ଘଟିଥିଲା । 
Hhh
ଯିଏ ନ୍ୟାୟର ମନ୍ଦିର ତାଙ୍କ ଅଫିସ ସାମ୍ନାରେ ପାନ ଦୋକାନ ଦେଇ ପେଟ ପୋଷଣ କରିଥିଲେ ଯୁବକ ଜଣକ । ଆଉ ତାଙ୍କୁ ୨୦୨୨ ମସିହା ଅଗଷ୍ଟ ମାସ ୩୦ ତାରିଖରେ ରାତି ୧ଟା ସମୟରେ ହ-ତ୍ୟା କରି ଦେଇଥିଲେ । ସେ କଲ୍ୟାଣୀ ଜୁଏଲର୍ଶକୁ ପାଣି ଆଣିବାକୁ ଯାଇଥିଲେ ଆଉ ଏହି ସମୟରେ ତାଙ୍କୁ ଆକ୍ରମଣ କରିଥିଲେ ଏହି ଯୁବକମାନେ । ଦୁଇଟି ମାରଣାସ୍ତ୍ର ଧରି ତାଙ୍କୁ ଆକ୍ରମଣ କରି ମାରି ଦେଇଥିଲେ । ଏହାପରେ ଏହି ଦୋକାନୀ ସୌମ୍ୟରଞ୍ଜନ ଟୁଡୁ ବା ଲିକୁନାଙ୍କୁ ଗୁରୁତର ଅବସ୍ଥାରେ ପାଖ ମେଡ଼ିକାଲକୁ ନେଇଥିଲେ ।
Vv
ଆଉ ସେଠାରେ ତାଙ୍କୁ ଡାକ୍ତର ମୃ-ତ ବୋଲି ଘୋଷଣା କରିଥିଲେ । ଏବେ ଏହି ଘଟଣାର ଶୁଣାଣି ହୋଇଛି । ଏହି ଘଟଣା ୨ ବର୍ଷ ୬ ମାସ ଧରି କୋର୍ଟରେ ଚାଲିଥିଲା । ଆଉ ଏବେ ଏହି ଘଟଣାରେ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଦଣ୍ଡ ଦେଇଛି କୋର୍ଟ ବୋଲି ସୂଚନା ମିଳିଛି । ଏହି ଘଟଣା ଏକ ବଡ ଚ୍ୟାଲେଞ୍ଜ ଥିଲା ବୋଲି ଏହି ଘଟଣାରେ ଓକିଲ କହିଛନ୍ତି । ଏହି ଦୋକାନୀ ଜଣଙ୍କୁ ଦୁଇଜଣ ଆସାମୀ ମାରି ଦେଇଛନ୍ତି । ଏହି ଘଟଣା ଦେଖି ଲୋକମାନେ ଭୟଭୀତ ହୋଇ ଯାଇଛନ୍ତି । 
ଏହି ଘଟଣାର ଏବେ ତଦନ୍ତ ହୋଇ କୋର୍ଟ ରାୟ ଶୁଣାଇଛି । କୋର୍ଟ ରାୟ ଦେଇଛି ଏହି ଅଭିଯୁକ୍ତ ଦୁଇଜଣଙ୍କୁ ଦଣ୍ଡ ମିଳିବ । ଏହି ଘଟଣା ୨୦୨୨ ମସିହା ଅଗଷ୍ଟ ମାସ ୩୦ ତାରିଖରେ ଘଟିଥିବା ବେଳେ ଆଜି ଏହି ଘଟଣାରେ ରାୟ ଶୁଣା ଯାଇଛି । ଦୀର୍ଘ ଅଢେଇ ବର୍ଷର ସଂଘର୍ଷ ପରେ ସମସ୍ତ ସାକ୍ଷ୍ୟ ପ୍ରମାଣ ଦେବା ପରେ କୋର୍ଟ ଏହି ଘଟଣାର ରାୟ ଶୁଣାଇଛି । ଏହି ଘଟଣାରେ ସମସ୍ତ ପ୍ରମାଣ ଓକିଲଙ୍କ ପାଖରେ ଅଛି ବୋଲି ସେ କହିଛନ୍ତି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି । ଏହି ଘଟଣାରେ ରାୟ ମିଳିଥିବାରୁ ସମସ୍ତେ ଆଶ୍ୱସ୍ତି ହୋଇଛନ୍ତି ।

Around The Web