Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ପାଣ୍ଡିଆନଙ୍କ ପାଖରେ ୧୬୦ କୋଟି ଟଙ୍କାର ଲୁଟେରା ରାଜା

 
Vv
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇ ପାରୁଛନ୍ତି । ଏବେ ବିଜେଡି ଦଳର ଜଣେ ମୁଖ୍ୟ ନେତା ଯିଏ କି 5T ର ଅଧ୍ୟକ୍ଷ ଥିଲେ ତାଙ୍କୁ ନେଇ ଏବେ ଖବର ଆସିଛି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ଭି କେ ପାଣ୍ଡିଆନ । ଭି କେ ପାଣ୍ଡିଆନ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଏବେ ଭି କେ ପାଣ୍ଡିଆନଙ୍କ ପାଖରେ ୧୬୦ କୋଟି ଟଙ୍କାର ଲୁଟେରା ରହିଛନ୍ତି । ପଣ୍ଡିଆନଙ୍କ ଛତ୍ରଛାୟା ତଳେ ରହୁଥିଲେ ଏହି ବ୍ୟକ୍ତି ଜଣକ । ଏବେ ଏହି ବିଷୟରେ ଆସିଛି ଅନେକ ଖବର ।
Gg
ଏହି ବ୍ୟକ୍ତି ଜଣକ ହେଉଛନ୍ତି ରାଜା । ଆଉ ତାଙ୍କୁ ଛତ୍ରଛାୟା ଦେଉଥିଲେ ପାଣ୍ଡିଆନ । ଆଉ କଳା ସାମ୍ରାଜ୍ୟ ଗଢୁଥିଲେ ରାଜା । ଏହି ବ୍ୟକ୍ତି ଜଣକ ପ୍ରଥମେ ବସ୍ ହକର ଥିଲେ ଆଉ ଏବେ ସେ ବିଜେଡି ଦଳର ନେତା ହୋଇ ଯାଇଛନ୍ତି । ସେ ପାଣ୍ଡିଆନଙ୍କ ପାଖରେ ଥିଲେ ଆଉ ସେଥିପାଇଁ ଲୋକମାନେ ତାଙ୍କୁ ଡରୁଥିଲେ । ଆଉ ଏବେ ଏହି ଫଟୋ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଏବେ ଏହି ଫଟୋକୁ ନେଇ ଅନେକ ଲୋକ ଅନେକ କଥା କହିଛନ୍ତି ।
Gy
ଏବେ ପାଣ୍ଡିଆନଙ୍କ ସହିତ ଏହି ୧୬୦ କୋଟି ଟଙ୍କାର ଲୁଟେରା ରାଜା ମିଶିଥିଲେ । ତାଙ୍କ ଠାରୁ ପାଣ୍ଡିଆନ କୋଟି କୋଟି ଟଙ୍କା ନେଉଥିଲେ । ଆଉ ତାଙ୍କୁ ସୁରକ୍ଷା ଦେଉଥିଲେ । ଏହି ଲୁଟେରା ଜଣଙ୍କ ସହ ପାଣ୍ଡିଆନଙ୍କ ଫଟୋ ଏବେ ସାମ୍ନାକୁ ଆସିବା ପରେ ଅନେକ ଲୋକ ଅନେକ କଥା କହିଛନ୍ତି । ଏବେ ଏହି ବ୍ୟକ୍ତି ଜଣଙ୍କ କଥାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ପାଣ୍ଡିଆନ ଶାସନରେ ଥିବା ବେଳେ ଏହି ଲୁଟେରା ଜଣକ ସୁରକ୍ଷା ପାଇ ଯାଉଥିଲେ କିନ୍ତୁ ଏବେ ସରକାର ବଦଳି ଯାଇଛି ।
ଆଉ ଏବେ ପାଣ୍ଡିଆନ କରିବେ କଣ ବୋଲି ପ୍ରଶ୍ନ ଆସୁଛି । ଏବେ ଜଣଙ୍କ ପରେ ଜଣେ ଦଲାଲ ନେତା ପୋଲିସ ହାତରେ ଧରା ପଡିଛନ୍ତି । ପାଣ୍ଡିଆନଙ୍କ ଛତ୍ରଛାୟା ଯୋଗୁଁ ଏହି ରାଜା ଚକ୍ର ନାମକ ଲୁଟେରା ଅନେକ ଉନ୍ନତି କରିଛି । ଗନ୍ଧମାର୍ଦ୍ଦନ ଲୋଡ଼ିଂ ଅଜେନ୍ସିରେ କ୍ରାଇମବ୍ରାଞ୍ଚ୍ ଏବେ ଏହି ରାଜା ନାମକ ବିଜେଡି ନେତାଙ୍କୁ ଗିରଫ କରିଛି । ଏବେ କ୍ରାଇମବ୍ରାଞ୍ଚ୍ ହାତରେ ଅନେକ କିଛି ତଥ୍ୟ ଲାଗିଛି । ଆଉ ଏହି ତଥ୍ୟ ଆଧାରରେ ପଣ୍ଡିଆନଙ୍କୁ ଅନେକ କିଛି ପ୍ରଶ୍ନ ପଚରା ଯାଇପାରେ ବୋଲି ସୂଚନା ମିଳିଛି ।

Around The Web