ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ମହୁଲ ଗଛ ତଳେ ୫ ବର୍ଷର କୁନି ଝିଅକୁ ଝୁଣି ଖାଇଗଲା
Mar 17, 2025, 19:24 IST

ଆଜିକାଲି ଦୁନିଆରେ ଏଭଳି ଘଟଣା ଘଟୁଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜିକାଲି ସମାଜରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ଦେହ ସୁଖ ମେଣ୍ଟାଇବା ପାଇଁ ଏଭଳି କିଛି କରୁଛନ୍ତି ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଆଜିକାଲି ଲୋକମାନେ ଏଭଳି ସବୁ କାମ କରିବା ପୂର୍ବରୁ ଭାବିବା ଉଚିତ । ମହୁଲ ଗଛ ମୂଳରେ ଏଭଳି ଘଟଣା ଘଟିଛି ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ମହୁଲ ଗଛ ମୂଳରେ ଘଟିଛି କିଛି ଏଭଳି ଘଟଣା ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ ।

ଏହି ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ସମସ୍ତଙ୍କ ଲୋମ ମୂଳ ଟାଙ୍କୁରି ଉଠୁଛି । ରକ୍ତ ଜୁଡୁବୁଡୁ ହୋଇ ପଡ଼ିଛି ପାଞ୍ଚ ବର୍ଷର କୁନି ଝିଅର ଶବ । ଆଉ ଏହି କୁନି ଝିଅର ଅର୍ଦ୍ଧ ନଗ୍ନ ଦେହ ସେହି ଗଛ ପାଖରେ ପଡ଼ିଛି । ଆଉ ଏହି ଝିଅର ଦେହର କାନରେ ଆଉ ଅନେକ ସ୍ଥାନରେ ମଣିଷ କାମୁଡ଼ା ଚିହ୍ନ ରହିଛି । ପୁରା ଗାଁ ସ୍ତବ୍ଧ ହୋଇଯାଇଛି ଏହି ଦୃଶ୍ୟ ଦେଖି । ହୋଲି ପର୍ବରେ ଏଭଳି ଘଟଣା ଘଟିଛି । ହୋଲି ଭଳି ପବିତ୍ର ପର୍ବରେ ଏଭଳି ଘଟଣା ଘଟିଛି ।

ଏହି କୁନି ଝିଅର ବାପା ମାଆ ଝିଅ ନିଖୋଜ ଅଛନ୍ତି ବୋଲି ଥାନାରେ ଅଭିଯୋଗ କରିଥିଲେ । ଆଉ ମହୁଲ ଗଛ ତଳେ ଏଭଳି ଘଟଣା ଘଟିଛି ବୋଲି ଖବର ପାଇଥିଲା ପୋଲିସ । ପୋଲିସ ଏହି ଘଟଣା ବିଷୟରେ ଜାଣିବା ପରେ ସେଠାରେ ପହଞ୍ଚିଥିଲା । ଆଉ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହି କୁନି ଝିଅକୁ ଦେଖି କାନ୍ଦି ପକାଇଥିଲା । କୁନି ଝିଅର ଅବସ୍ଥା ଏଭଳି କରିଥିଲେ ନୃଶଂସମାନେ ଯାହା ଏହି ସମାଜ ପାଇଁ ନିନ୍ଦନୀୟ ଅଟେ । ଏହି ଝିଅ ଜଣକ ଘରେ ନଥିଲେ ଆଉ ତାର ବାପା ମାଆ ଝିଅକୁ ଅନେକ ଖୋଜୁଥିଲେ ।
ଆଉ ଝିଅକୁ ଖୋଜି ଖୋଜି ଥାନାରେ ଅଭିଯୋଗ ଦେବା ପରେ ଏବେ ପୋଲିସ ଏହି ଘଟଣାକୁ ନେଇ ତଦନ୍ତ କରୁଛି । ଏହି ନୃଶଂସ ଲୋକମାନେ କୁନି ଝିଅ ସହ ଦୁ-ଷ୍କ-ର୍ମ କରି ତାକୁ ହତ୍ୟା କରିଦେଇଛି । ଆଉ ଏହି ଘଟଣାରେ ଏବେ ଅନେକ କିଛି ଖବର ସାମ୍ନାକୁ ଆସିଛି । ଏହି ଘଟଣା ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳର ଅଞ୍ଚଳରେ । ଶୁକ୍ରବାର ଦିନ ଝିଅ ହଜି ଯାଇଛି ବୋଲି ବାପା ମାଆ ଅଭିଯୋଗ କରିଥିଲେ । ଆଉ ହୋଲି ଦିନ ଘର ଠାରୁ ୧୦୦ ମିଟର ଦୂରରେ ମହୁଲ ଗଛ ମୂଳରେ ଏହି ଝିଅର ଶବ ମିଳିଥିଲା । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।
Around The Web
Tue,18 Mar 2025
ଓ କି ଭୟଙ୍କର ଦୃଶ୍ୟ ଚଢ଼ିଗଲା ରକ୍ତମୁଖା ପିକଅପ୍ ବାହାରିଗଲା ଅନ୍ତବୁଜୁଳା
Tue,18 Mar 2025