Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ମହିଳା ଜହିଲେ ଏମିତି ମୋ ହାବୁଡ଼ରେ ପଡ଼ିଲେ ମୁଁ ତା ବେକକୁ...

 
Gt
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ତ ଯାତ୍ରା ଜଗତର ସବୁ ଖବର ସୋସିଆଲ ମିଡିଆରେ ପାଇ ପାରୁଛନ୍ତି । ଏବେ ଯାତ୍ରା ଜଗତକୁ ନେଇ ଆସିଛି କିଛି ଖବର । ଯାତ୍ରା ଜଗତର ଏବେ ଅନେକ କିଛି ଆଇଟମ ଗାର୍ଲ୍ ଅଛନ୍ତି ଯେଉଁମାନେ ଉନ୍ମାଦ ଅଟନ୍ତି ବୋଲି ସମାଜସେବୀ ପ୍ରଭାତୀ ପଟ୍ଟନାୟକ କହିଛନ୍ତି । ସେ ଅନେକ କିଛି ଏହିଭଳି ଅଭିନେତ୍ରୀଙ୍କ ବିଷୟରେ କହିଛନ୍ତି । ସେ କହିଛନ୍ତି, ସରକାର ଏଭଳି ଅ-ଶ୍ଳୀ-ଳ ନୃତ୍ୟ ଉପରେ ଯେଉଁ ଉତ୍ତମ ପଦକ୍ଷେପ ନେଇଛନ୍ତି ତାହା ଓଡ଼ିଶାର ସବୁ ସ୍ଥାନରେ ଲାଗୁ କରିବା କଥା କେବଳ ଖଣ୍ଡଗିରିରେ ନୁହେଁ ।
Tt
ସରକାର ଭଲ ନିଷ୍ପତ୍ତି ନେଇଛନ୍ତି । ମାଙ୍କଡ ମାନେ ଉଲଗ୍ନ ହୋଇ ବୁଲନ୍ତି । ଆଉ ଏହି ତିନି ଚାରିଜଣ ଅଭିନେତ୍ରୀ ସବୁବେଳେ ଲଙ୍ଗଳା ହେବେ ବୋଲି କହୁଛନ୍ତି । ଏହି ଆଇଟମ ଡ୍ୟାନ୍ସର ମାନେ ସବୁବେଳେ ଉଲଗ୍ନ ହେବାକୁ କହୁଛନ୍ତି । ସେମାନେ ହେଉଛନ୍ତି ମାଙ୍କଡ ସମ୍ପ୍ରଦାୟର ଲୋକ । ଅସଭ୍ୟ ଜିନିଷ କଣ ଏହା ପୁରୁଷ ଆଉ ନାରୀ ଜାଣିଛନ୍ତି । ଏଭଳି ଅ-ଶ୍ଳୀ-ଳ ନାଚ ଦେଖିବା ପାଇଁ ଲୋକମାନଙ୍କ ଭିଡ ହେଉଛି । ଭଦ୍ର ଲୋକମାନେ ଏହାକୁ ବିରୋଧ କରିବା ଉଚିତ୍ । ଏହି ଯାତ୍ରା ଆଇଟମ ଡ୍ୟାନ୍ସର ମାନେ ନିଶା ଖାଇ ଏଭଳି କାମ କରୁଛନ୍ତି ।
Vv
ଏହିଭଳି କାମ କରୁଥିବା ଆଇଟମ ଡ୍ୟାନ୍ସର ମାନଙ୍କୁ ନେଇ କାଉନସିଲିଂ କରିବା ଉଚିତ୍ । ପ୍ରଥମେ ନିଜେ ନିଜକୁ ସଂଶୋଧନ କରିବା ଉଚିତ୍ । ପ୍ରଥମେ ଜଣେ ଏଭଳି କାମ କରିବା ପୂର୍ବରୁ ଭାବିବା ଉଚିତ୍ । ଏହିଭଳି ନାଚ କରୁଥିବା ଯୁବତୀ ମାନଙ୍କୁ ଛିଡ଼ା କରିବା କଥା ତାଙ୍କୁ ଚେୟାରରେ ବସିବାକୁ ଦେବା କଥା ନୁହେଁ । ଯିଏ ଗୁରୁଜନ ଲୋକମାନଙ୍କୁ ସମ୍ମାନ ଦେଉନାହିଁ ଆଉ ଯିଏ ଏଭଳି ଅ-ଶ୍ଳୀ-ଳ ନାଚ ଆଉ ଭାଷା କହି ପାରୁଛି ଏଭଳି ଯୁବତୀମାନେ ସମାଜ ବିରୋଧୀ କାର୍ଯ୍ୟ କରୁଛନ୍ତି । ଏହି ଯୁବତୀ ମାନଙ୍କର ସଂଜମ ଶକ୍ତି ନାହିଁ ।
ବାପା ମାଆଙ୍କ ସାମ୍ନାକୁ ଝିଅମାନେ ବଡ ହେଲେ ଏଭଳି ଆସନ୍ତି ନାହିଁ କିନ୍ତୁ ଏହି ଯୁବତୀମାନେ ଏଭଳି ଅ-ଶ୍ଳୀ-ଳ ନାଚ କରୁଛନ୍ତି ଯାହା ସମାଜ ପାଇଁ ନିନ୍ଦନୀୟ ଅଟେ । ଯେଉଁ ଅଭିନେତ୍ରୀ ଏଭଳି ଅ-ଶ୍ଳୀ-ଳ ନାଚ କରିବ କହୁଛି ତାଙ୍କୁ ତଣ୍ଟିଆ ମାରି ଘରେ ବନ୍ଦ କରିଦେବା କଥା । ସରକାର ଏହିଭଳି ଯୁବତୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ । ଏବେ ଜଣେ ଅଭିନେତ୍ରୀ କହିଛି ସେ ଖଣ୍ଡଗିରିରେ ଉଲଗ୍ନ ହୋଇ ନାଚ କରିବ । ଏହି ଅଭିନେତ୍ରୀ ଜଣଙ୍କୁ ଗୋଟେ ଘରେ ବନ୍ଦ କରିଦେବା କଥା । 
ଏହି ସବୁ କାମ କରୁଥିବା ଯୁବତୀମାନଙ୍କର ଗୋଟିଏ ଗ୍ରୁପ ହେବା କଥା । ଏଭଳି ଅ-ଶ୍ଳୀ-ଳ ଅସାମାଜିକ ଦୁରାଚାରୀ ନାରୀମାନଙ୍କୁ କୌଣସି ଜାଗାରେ ସ୍ଥାନ ନ ଦିଆଯାଉ । ନାରୀ ହୋଇ ଏଭଳି ଭାଷା କହିବା ଉନ୍ମାଦର ଲକ୍ଷଣ । ଏଭଳି ନାରୀ ସମାଜକୁ କଳୁଷିତ କରୁଛନ୍ତି । ଏବେ ଏଭଳି ଅନେକ କଥା ଏହି ସମାଜସେବୀ କହିଛନ୍ତି ଯାହା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଏହାସହ ଏହି ନାରୀମାନେ ଏହି ସମାଜସେବୀଙ୍କ ହାବୁଡ଼ରେ ପଡ଼ିଲେ ସେ ତାଙ୍କୁ ତଣ୍ଟିଆ ମାରି ଗୋଡେଇ ଗୋଡେଇ ନେବେ ବୋଲି କହିଛନ୍ତି ।

Around The Web