ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ହୋଲି ଖେଳିଲେ ଶ୍ବଶୁର ଜ୍ବାଇଁ ଆଉ ତାପରେ
Mar 16, 2025, 10:24 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ରାଜନୀତିକୁ ନେଇ ଯାହା ଖବର ଆସୁଛି ତାହା ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ । ଆପଣମାନେ ସମସ୍ତେ ତ ରାଜନେତା ପ୍ରସାଦ ହରିଚନ୍ଦନଙ୍କୁ ଜାଣିଥିବେ । ସେ ବହୁତ ଭଲ ବ୍ୟକ୍ତିତ୍ଵ ଅଟନ୍ତି । ସେ ସବୁବେଳେ ଲୋକମାନଙ୍କୁ ସାହାଯ୍ୟ କରିଥାନ୍ତି । ଆଉ ତାଙ୍କ କାମକୁ ନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଏବେ ହୋଲି ଉତ୍ସବ ସବୁଆଡେ ପାଳନ ହେଉଛି ।

ନେତା ପ୍ରସାଦ ହରିଚନ୍ଦନ ଏବେ ହୋଲି ଉତ୍ସବ ପାଳନ କରୁଛନ୍ତି । ଆଉ ତାଙ୍କୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ । ରାଜନେତା ପ୍ରସାଦ ହରିଚନ୍ଦନ ହୋଲି ଉତ୍ସବ ପାଳନ କରୁଥିବାର ଏବେ ନଜର ଆସିଛନ୍ତି । ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ଗଣମାଧ୍ୟମ ଆଗରେ ଅନେକ କଥା ମଧ୍ୟ କହିଛନ୍ତି । ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ ପିଲାମାନଙ୍କ ସହ ମିଶି ହୋଲି ପାଳନ କରିଛନ୍ତି । ଆଉ ଏବେ ହୋଲି ବିଷୟରେ ଅନେକ କିଛି କଥା କହିଥିବାର ନଜର ଆସିଛନ୍ତି ।

ଏବେ ଏହି ଭିଡିଓରେ ଶୁଣିବାକୁ ମିଳୁଛି ପୂର୍ବତନ ବିଧାୟକ ପ୍ରସାଦ ହରିଚନ୍ଦନ କହିଛନ୍ତି ଏହି ହୋଲି ଉତ୍ସବ ଗୀତଗୋବିନ୍ଦ କାଳରୁ ରହିଛି । ଆଉ ଏହି ଗୀତଗୋବିନ୍ଦ ଯୁଗରେ ଭଗବାନ କୃଷ୍ଣଙ୍କୁ ଗୋପୀମାନେ ରଙ୍ଗ ଲଗାଇ ଦେଉଥିଲେ । ଅଭିର, ଅଧିର, ଚନ୍ଦନ ଆଦି ଗୋପୀ ମାନେ ଭଗବାନଙ୍କୁ ଲଗାଇ ଦେଉଥିଲେ । ସେହି ସ୍ପର୍ଶରେ ପୁଷ୍ପ ଶିହରିତ ହେଉଥିଲା । ରାଧା କୃଷ୍ଣଙ୍କ ରାସଲୀଳା ହେଉଛି ଦୋଳ ପୂର୍ଣ୍ଣିମା । ଆଉ ଏହି ପର୍ବରେ ଲୋକମାନେ ବହୁତ ଖୁସି ହେଉଛନ୍ତି ।
ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟକୁ ଯାଇ ଏହି ରାଜନେତା ଜଣକ ହୋଲି ଖେଳିଥାନ୍ତି । ଏହାସହ ଆଉ ଏକ ସ୍କୁଲକୁ ଯାଇ ମଧ୍ଯ ପିଲାଙ୍କ ସହ ହୋଲି ଖେଳି ଥାଆନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ରାଜନେତା ପ୍ରସାଦ ହରିଚନ୍ଦନ କିଭଳି ପିଲାଙ୍କ ସହ ହୋଲି ଖେଳୁଛନ୍ତି ତାହା ଦେଖିପାରିବେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ସେ ଦୀର୍ଘ ୨୫ ବର୍ଷ ହେଲା ଏଭଳି ହୋଲି ଖେଳୁଛନ୍ତି ବୋଲି କହିଛନ୍ତି । ଏହାସହ ସେ ଏଭଳି ହୋଲି ଉତ୍ସବକୁ ନେଇ ଅନେକ କଥା କହିଛନ୍ତି ।
Around The Web
Sun,16 Mar 2025
ମଣିଷ ଜୀବନ ପାଣି ଫୋଟକା ରାସ୍ତାରେ ଗଡିଲା ତିନି ମୁଣ୍ଡ
Sun,16 Mar 2025
ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଅନୁଭବ ରାଜିଥିଲେ ବର୍ଷା ମନା କଲେ
Sun,16 Mar 2025