Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଏମିତି କହିଲେ ସୁର ପାଣ୍ତିଆନ ଦୋମୁହାଁ ନୀତି ବନ୍ଦ କର ଆଉ ତାପରେ

 
Vg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ କି ରାଜନୀତି କଣ ହେଉଛି । ଏବେ ରାଜନୀତିକୁ ନେଇ କିଛି କଥା କହିଛନ୍ତି କଂଗ୍ରେସ ଦଳର ବିଧାୟକ ସୁର ରାଉତରାୟ । କଂଗ୍ରେସ ବିଧାୟକ ସୁର ରାଉତରାୟ କିଛି କଥା କହିଛନ୍ତି ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା ହେଉଛି । ଏବେ ଏହି ନେତା ଜଣକ ନବୀନ ପଟ୍ଟନାୟକଙ୍କୁ ନେଇ କିଛି କଥା କହିଛନ୍ତି।
Cc
ସୁର ରାଉତରାୟ ବିଜେଡି ନେତା ନବୀନ ପଟ୍ଟନାୟକଙ୍କ ନାଁରେ ଆଣିଛନ୍ତି କିଛି କଥା । ସେ କହିଛନ୍ତି, ସନ୍ଧ୍ୟା ସମୟରେ ଗୋଟିଏ ମନ୍ତବ୍ୟ ଦେଉଛନ୍ତି ଆଉ ସକାଳ ସମୟରେ ଗୋଟିଏ ମନ୍ତବ୍ୟ ଦେଉଛନ୍ତି ନବୀନ ପଟ୍ଟନା । ଆଉ ନବୀନ ପଟ୍ଟନାୟକ ଏଭଳି କିଛି କରିବା ପଛରେ ଅନେକ କିଛି କାରଣ ରହିଛି । ଏହାସହ ସେମାନେ ପାଣ୍ଡିଆନଙ୍କୁ ନେଇ ମଧ୍ୟ କିଛି କଥା କହିଛନ୍ତି । ପାଣ୍ଡିଆନ ଆଉ ନବୀନ ପଟ୍ଟନାୟକ ଏବେବି ଏକାଠି ଅଛନ୍ତି । ଆଉ ଏହାସହ ସୁର ରାଉତରାୟ କାହାକୁ ଭାଇ ଭାଇ ବୋଲି ମଧ୍ୟ କହିଛନ୍ତି । 
Vg
କଂଗ୍ରେସ ନେତା କହିଛନ୍ତି କଂଗ୍ରେସ ଏବେ ନାରୀମାନଙ୍କ ଉପରେ ହେଉଥିବା ଅନେକ ଅତ୍ୟାଚାର ବିଷୟରେ କହିଛନ୍ତି । ନାରୀମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଏବେ ସେ ବିରୋଧ କରିଛନ୍ତି । ସେ କହିଛନ୍ତି ନବୀନ ବାବୁ ଯେଉଁଆଡେ ହେବ ଗୋଟିଏ ଆଡ଼େ ହୁଅ । ଏଭଳି କିଛି କାମ କରନାହିଁ । ନବୀନ ବାବୁ ଓଡ଼ିଶା ପାଇଁ ଅନେକ କିଛି କରିଛନ୍ତି ଆଉ ଓଡ଼ିଶାରେ ସେ ସବୁବେଳେ ସବୁକିଛି କାମ କରନ୍ତି । ଆଉ ସେ ସେଥିପାଇଁ ସମ୍ମାନର ଯୋଗ୍ୟ କିନ୍ତୁ ଏବେ ସେ ଗୋଟିଏ ଗୋଟିଏ କଥା ବଦଳାଇ ଦେଉଛନ୍ତି ।
ପାଣ୍ଡିଆନ କି ବୁଦ୍ଧି ଦେଉଛନ୍ତି ସନ୍ଧ୍ୟା ସମୟରେ ବିଜେପି ଦଳକୁ ବିରୋଧ କରୁଥିବା ବେଳେ ସକାଳ ସମୟରେ ବିଜେପି ଦଳକୁ ସମର୍ଥନ କରୁଛ । ଏହି ବୁଦ୍ଧି ଠିକ୍ ନୁହେଁ । ଏହି ଦୋ ମୁହଁ ନୀତି ବନ୍ଦ କର । ଅନେକ ନାରୀଙ୍କୁ ନିର୍ଯ୍ୟାତନା ଦେଉଛନ୍ତି, ଅନେକ ମହିଳାଙ୍କୁ ମାରି ଦେଉଛନ୍ତି । ଏବେ ନବୀନ ପଟ୍ଟନାୟକ ଏପଟେ ଅଧା ସେପଟେ ଅଧା ହେଉଛନ୍ତି । ସେ ହେଉଛନ୍ତି ବିଜୁ ପଟ୍ଟନାୟକଙ୍କ ପୁଅ ହିମାଳୟ ଭଳି । ତାଙ୍କର ଏହି ଦୁଇ ପ୍ରକାରର ନୀତିକୁ ସୁର ରାଉତରାୟ ପସନ୍ଦ କରୁ ନାହାନ୍ତି ବୋଲି କହିଛନ୍ତି ।

Around The Web