ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଏମିତି କହିଲେ ଯୁବତୀ ପୋଲିସ୍ ବାଲା ମୋ ସାର୍ଟ ଚିରିଦେଲେ ଆଉ ତାପରେ
Mar 28, 2025, 09:10 IST

ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ କଂଗ୍ରେସ କର୍ମୀ ଙ୍କ କେଉଁଭଳି ଭାବରେ ଆନ୍ଦୋଳନ ଚାଲିଛି। ଏହାରି ମଧ୍ୟରେ ଏକ ଏଭଳି ଦୃଶ୍ୟ ସାମ୍ନା କୁ ଆସିଛି ଯାହାକୁ ଦେଖିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ। କାରଣ ଜଣେ କଂଗ୍ରେସ କର୍ମୀ ମହିଳା ଏହି ଆନ୍ଦୋଳନ ରେ ଅଂଶ ଗ୍ରହଣ କରିଥିଲେ ଆଉ ପୋଲିସ ତାଙ୍କୁ ସନ୍ତୁଳନ ରେ ରଖି ନପାରି ତାଙ୍କର ଡ୍ରେସ୍ ଚିରି ଦେଇଥିବା କଥା କହିଛନ୍ତି।

ମହିଳା ଜଣକ କହିଥିଲେ କି ସେ ଜାଣିଥିଲେ ତାଙ୍କ ସହ ଏଭଳି କିଛି ଘଟିବ ବୋଲି କାରଣ ତାଙ୍କର ଆଗରୁ ସନ୍ଦେହ ଥିଲେ ସେଥିପାଇଁ ସେ ତାଙ୍କର ସୁରକ୍ଷା ପାଇଁ ସାଙ୍ଗରେ ଆଉ ଏକ ଓଢଣି ନେଇ ଆସିଛନ୍ତି ବୋଲି କହିଥିଲେ। ଏହା କେତେଦୂର ନ୍ୟାୟ ବୋଲି ସେ ପ୍ରଶ୍ନ କରିବା ସହ ମହିଳା ସୁରକ୍ଷା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। ମହିଳା କର୍ମୀ ଜଣକ ମଧ୍ୟ ଖୁବ ଜୋରେ ରାଗି ଯାଇ ଥିବାର ଦେଖିବାକୁ ମିଳିଥିଲା।

ଆଉ ପୋଲିସ ବାବୁ ମାନେ କଣ ଏଭଳି ଭାବରେ ମହିଳା ସୁରକ୍ଷା କରୁଛନ୍ତି ବୋଲି ସେ ପ୍ରଶ୍ନ କରିଥିଲେ। ମହିଳାଙ୍କ ସେଠାରେ ଆହୁରି ଅନେକ ବିକ୍ଷୋଭ କାରୀ ମାନେ ମଧ୍ୟ ସାମିଲ ଥିଲେ ଯେଉଁ ମାନେ କି ଆନ୍ଦୋଳନ କରୁଥିଲେ। ଆଉ ତାଙ୍କୁ ସେଠାରେ ଅଟକାଇବା ପାଇଁ ଅନେକ ପୋଲିସ ମାନେ ମଧ୍ୟ ଉପସ୍ଥିତ ଥିଲେ। ଯେଉଁ ମାନେ ଏହି ଆନ୍ଦୋଳନକାରୀ ମାନଙ୍କୁ ନିଜ ଆୟତରେ ରଖିବା ପାଇଁ ବାରମ୍ବାର ଚେଷ୍ଟା କରୁଥିଲେ।
ହେଲେ ବର୍ତ୍ତମାନ ଏହି ମହିଳାଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ନେଇ ବର୍ତ୍ତମାନ ସମୟରେ ଖୁବ୍ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଛି। ଲୋକମାନେ ଏହାକୁ ନେଇ ନିଜର ମତାମତ ମଧ୍ୟ ଦେଇଛନ୍ତି ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।