Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଏମିତି କହିଲେ ଯୁବକ କେମିତି ଗୋଡ଼େଇ ଗୋଡ଼େଇ ହାଣିଲେ ମୁଁ ଦେଖିଛି

 
Fg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ରାସ୍ତାରେ ଏଭଳି କିଛି ଘଟଣା ଘଟୁଛି ଯାହା ଶୁଣିଲେ ଯେ କେହିବି ଅନେକ କଥା ଭାବିବ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଦେଖିପାରିବେ କି ଜଣେ ବ୍ୟକ୍ତି ଘଟିଥିବା ଘଟଣା ବିଷୟରେ କହିଛନ୍ତି । ଏହି ବ୍ୟକ୍ତି ଜଣକ କହିଛନ୍ତି ସେ ଡ୍ୟୁଟି କରି ଆସିଥିଲେ ।
Gg
ଆଉ ସେହି ସମୟରେ ଏଭଳି ଦୁର୍ଘଟଣା ଘଟିଥିଲା । ଆଉ ଏହି ଦୁର୍ଘଟଣା ବିଷୟରେ ବ୍ୟକ୍ତି ଜଣକ କହିଛନ୍ତି । ସେ କହିଛନ୍ତି, ସେ ଡ୍ୟୁଟିରେ ଥିଲେ । ପାଣି ଲୋଡିଂ ଚାଲୁଥିଲା ସେ ପାଣି ଭରୁଥିଲେ । ସେ ପମ୍ପ ହାଉସ ଭିତରେ ଥିଲେ । ଏହି ସମୟରେ ଦେଖିଥିଲେ କି ଚାରିଜଣ ଲୋକ ଆସିଥିଲେ । ଆଉ ସେମାନେ ଜଣେ ବ୍ୟକ୍ତିଙ୍କୁ ମାଡ ମାରିଲେ । ଏହି ବ୍ୟକ୍ତି ଜଣଙ୍କୁ ସେହି ବ୍ୟକ୍ତିମାନେ ଖଣ୍ଡା ଧରି ମାଡ ମାରିଥିଲେ । ଏହି ବ୍ୟକ୍ତି ଜଣକ ସବୁ ଦେଖିଥିଲେ ।
Gg
ଏହି ବ୍ୟକ୍ତି ଜଣକ ତାଙ୍କୁ ଦେଖିଥିଲେ କିନ୍ତୁ ଉଦ୍ଧାର କରିନଥିଲେ । କାରଣ ଏହି ଚାରିଜଣ ଯୁବକଙ୍କ ପାଖରେ ମାରଣାସ୍ତ୍ର ଥିଲା । ଏହି ଘଟଣା ସମୟରେ ସେଠାରେ ଅନ୍ଧାର ଥିଲା । ଆଉ ସେ କାହାକୁ ଚିହ୍ନି ନାହାନ୍ତି । ଏହି ବ୍ୟକ୍ତି ଜଣକ ୧ ବର୍ଷ ହେବ ସେଠାରେ ରହିଛନ୍ତି । ସେ ପୂର୍ବରୁ ଅନେକ କିଛି ଘଟଣା ଦେଖିଥିଲେ କିନ୍ତୁ ଏଭଳି କିଛି ଘଟଣା ଦେଖିନଥିଲେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏହି ଘଟଣା ବିଷୟରେ ଅଧିକ ଶୁଣିପାରିବେ । 
ଏହି ସ୍ଥାନରେ ପୋଲିସ ପହଞ୍ଚି ଯାଉଛି କିନ୍ତୁ ସେ ଏଭଳି କିଛି କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁ ନାହିଁ । ପୋଲିସ ଏହି ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ଘଟଣାରେ ନ୍ୟାୟ ମିଳିବା ଦରକାର । ଏହି ଘଟଣାକୁ ନେଇ ଏହି ବ୍ୟକ୍ତି ଜଣକ ଭୟଭୀତ ହୋଇ ଯାଇଛନ୍ତି । ଆଉ ପୋଲିସ ପେଟ୍ରୋଲିୟମ କରିବା ଉଚିତ୍ । ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ କରିବା ପରେ ଅନେକ କିଛି ସାମ୍ନାକୁ ଆସିବ । ଏବେ ଏହି ଘଟଣା ବିଷୟରେ ଆପଣମାନେ ଏହି ବ୍ୟକ୍ତିଙ୍କ ଠାରୁ ଅନେକ କିଛି ଜାଣିପାରିଲେ ।

Around The Web