ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ EMI ଶୁଝିବା ପାଇଁ ବାଧ୍ୟ ହେଇକି ଖୋଲୁଛନ୍ତି ନିଶା-ସାହୁ ଭାଉଜ
Mar 31, 2025, 19:32 IST

ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଆଇଟମ ଗାର୍ଲ୍ ନିଶା ମହାରଣା ଆଉ ସାହୁ ଭାଉଜଙ୍କ ବିଷୟରେ ଜାଣିପାରିବେ । ଆପଣମାନେ ସମସ୍ତେ ତ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଅଭିନେତ୍ରୀଙ୍କୁ ନେଇ ଆସିଛି କିଛି ଖବର । ଯାତ୍ରାରେ ଆଇଟମ ଗାର୍ଲ୍ ନାଚ କରନ୍ତି । ଆଉ ଏହି ଆଇଟମ ଗାର୍ଲ୍ ଭିତରୁ ନିଶା ମହାରଣା ଆଉ ସାହୁ ଭାଉଜ ସବୁଠାରୁ ଅଲଗା ଥିଲେ । ଏହି ଦୁଇଜଣ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି।

ଦୁଇଜଣ ଆଇଟମ ଗାର୍ଲ୍ ନିଜର ପୋଷାକ ଖୋଲି ନାଚ କରନ୍ତି । ଆଉ ସେମାନେ ନାଚ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି । ସେମାନେ ସବୁବେଳେ ନିଜ ଦେହ ଦେଖାଇ ନାଚ କରିଥାନ୍ତି। ଏବେ ତାଙ୍କୁ ନେଇ ଆସିଛି କିଛି ଖବର । ଏବେ ଏହି ଦୁଇଜଣ ଆଇଟମ ଗାର୍ଲଙ୍କୁ ନେଇ କିଛି ମନ୍ତବ୍ୟ ଦେଇଛନ୍ତି ୟୁଟ୍ୟୁବର ଗଜପତି । ସେ କହିଛନ୍ତି ଏବେ ନିଶା ମହାରଣା ଆଉ ସାହୁ ଭାଉଜ ତାଙ୍କ ନାଚରେ ସାଳିନତା ଆଣିଛନ୍ତି । କିନ୍ତୁ ଏବେ ପୁରୁଣା କଥାକୁ ନେଇ ଲୋକମାନେ ଭୁଲି ପାରୁ ନାହାନ୍ତି । ଏହି ଆଇଟମ ଗାର୍ଲ୍ ଏବେ ଭଲ ହୋଇଗଲେଣି ।

ଏହି ଆଇଟମ ଗାର୍ଲ୍ ମାନେ ଇଏମଆଇରେ ଅନେକ କିଛି ଜିନିଷ କରିଛନ୍ତି । ଆଉ ଏହିସବୁ କଥା ପାଇଁ ସେମାନେ ଏଭଳି ନାଚ କରୁଛନ୍ତି । ସେମାନେ ଏହି ସବୁ ଟଙ୍କା ଦେବା ପାଇଁ ତାଙ୍କ ଦେହ ଦେଖାଉଛନ୍ତି । ଏବେ ନିଶା ମହାରଣା ଆଉ ସାହୁ ଭାଉଜଙ୍କୁ ସୋଦିବା ଆଉ ଠିକ୍ ନୁହେଁ । ତାଙ୍କୁ ଗାଳି କରି କରି ଅନେକ କିଛି କ୍ଷତି ହୋଇଛି । ଆଉ ସେମାନେ ସୁଧୁରୁ ନାହାଁନ୍ତି। ଏହି ଅଭିନେତ୍ରୀ ମାନେ ଏଭଳି ଡ୍ରେସ୍ ଖୋଲି ନାଚ କରୁଛନ୍ତି ଆଉ ସେମାନେ ନାଚ କରିବା ପରେ ଏଭଳି କିଛି ହୋଇଥିଲା ।
ଆଉ ଏହି ଆଇଟମ ଗାର୍ଲ୍ ମାନଙ୍କର ନାଚ ଦେଖି ଯୁବକମାନେ ମଧ୍ଯ ଏଭଳି ହୋଇଥାନ୍ତି । କିଛି ଯୁବକ ମାନେ ଅଛନ୍ତି ଯେଉଁମାନେ ଏହି ଅଭିନେତ୍ରୀଙ୍କ ନାଚ ଦେଖିବାକୁ ବହୁତ ପସନ୍ଦ କରନ୍ତି । ଏହି ଅଭିନେତ୍ରୀ ମାନେ ଏହି ଏହିଭଳି ଅନେକ କଥା ଶୁଣି ଏବେ ଟିକେ ସୁଧୁରି ଯାଇଛନ୍ତି । ଏହି ଅଭିନେତ୍ରୀ ମାନେ ଏବେ ନିଜର ନାଚ ଉପରେ ଶାଳୀନତା ରକ୍ଷା କରୁଛନ୍ତି । ଆଉ ଏହି ସବୁକୁ ନେଇ ଏବେ ଏଭଳି ମନ୍ତବ୍ୟ ଦେଇଛନ୍ତି ଏହି ବ୍ୟକ୍ତି ଜଣକ । ଏବେ ଏହାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।
Around The Web
Wed,2 Apr 2025
ଭଲ ପାଇ ବାହା ହେଲେ ଗାଆଁ ମଶାଣୀରେ ଶ-ବ ପୋଡ଼ିବା ମନା
Wed,2 Apr 2025