Movie prime

ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଏହି ମନ୍ଦିର ଆଗରେ ହଠାତ୍ ବାଜିଲା ଡେଙ୍ଗୁରା ଗାଁ ଲୋକ ଆଶ୍ଚର୍ଯ୍ୟ

 
Ggg
ଆମ ଓଡ଼ିଶାରେ ଅନେକ ଦେବଦେବୀଙ୍କ ମନ୍ଦିର ରହିଛି । ଓଡ଼ିଶାର କୋଣ ଅନୁକୋଣରେ ଅନେକ ଦେବାଦେବୀଙ୍କ ମନ୍ଦିର ରହିଛି । ପ୍ରତ୍ୟେକ ଜିଲ୍ଲାରେ ଆଉ ପ୍ରତ୍ୟେକ ଗାଁରେ ଅନେକ ଦେବଦେବୀ ପୂଜା ପାଉଛନ୍ତି । ଓଡ଼ିଆଙ୍କ ଘରେ ବାରମାସରେ ତେର ପର୍ବ । ଆଉ ଏହି ପର୍ବ ସବୁକୁ ଖୁସିରେ ଖୁସିରେ ଉପଭୋଗ କରନ୍ତି ସମସ୍ତେ । ଏବେ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଅଞ୍ଚଳରୁ ଆସିଛି କିଛି ଖବର । ବ୍ରହ୍ମପୁର ସହରରେ ଏବେ ମାଆ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି । ମାଆ ଏବେ ବାପଘରକୁ ଯାଇଛନ୍ତି ।
Bh
ଏବେ ଏହି ପର୍ବକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ପର୍ବ ଅନେକ ଦିନ ଧରି ଚାଲିବ । ଆରମ୍ଭ ହେଲା ପରମ୍ପରା ଆଉ ଖୁସିରେ ଝୁମିଲା ବ୍ରହ୍ମପୁର ସହର । ମାଆଙ୍କ ଆଗମନ ପାଇଁ ଡେଙ୍ଗୁରା ବାଜିଲା ଆଉ ଅପେକ୍ଷାର ଅନ୍ତ ଘଟିଲା । ମାଆ ଆଜି ଆସିବେ ଆଉ ସମସ୍ତଙ୍କୁ ଏହି ପରମ୍ପରାରେ ସାମିଲ ହେବା ପାଇଁ କରାଗଲା ନିମନ୍ତ୍ରଣ । ରାଜମେହେନ୍ଦିରୁ ଆସିଲା ଫୁଲ । ଏହି ଫୁଲରେ ମାଆଙ୍କ ଅସ୍ଥାୟୀ ମନ୍ଦିର ସଜାଯିବ । ଖୁସିରେ ନାଚିଲେ ବାପା ଜେ ସି ବେହେରା ଆଉ ଅଞ୍ଚଳବାସୀ । 
Bh
ଏବେ ଗଳି ଗଳିରେ ଖୁସିର ମାହୋଲ । ଏବେ ଆରମ୍ଭ ହୋଇଯିବ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା । ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ହେବ । ବାପାଙ୍କ ଘରେ ରହି ମାଆ ବୁଢ଼ୀ ଠାକୁରାଣୀ ଭକ୍ତଙ୍କୁ ଦର୍ଶନ ଦେବେ । ଆଜି ଠାରୁ ୨୮ ତାରିଖ ଯାଏଁ ଏହି ପର୍ବ ଚାଲିବ । ଆଉ ଏହି ପର୍ବରେ ଯୋଗ ଦେଇଛନ୍ତି ଅନେକ ଲୋକ । ଏହି ପର୍ବକୁ ଅଞ୍ଚଳବାସୀ ଅପେକ୍ଷା କରି ରହିଥାନ୍ତି । ବୁଢ଼ୀ ଠାକୁରାଣୀ ମାଆଙ୍କ ଏହି ଯାତ୍ରା ପାଇଁ ବ୍ରହ୍ମପୁରବାସୀ ବହୁତ ଖୁସି ଅଛନ୍ତି । ଆଉ ଲୋକମାନେ ବହୁତ ଖୁସିର ସହ ମାଆଙ୍କୁ ଆଣିଛନ୍ତି । 
ମାଆଙ୍କ ଶାଶୁଘରକୁ ଯାଇ ମାଆଙ୍କୁ ନେଇ ଆସିବେ ଭକ୍ତ । ଆଉ ଏବେ ମାଆ ବୁଢୀ ଠାକୁରାଣୀଙ୍କୁ ଆଣିବା ପାଇଁ ପାରମ୍ପରିକ ଭାବରେ ନୀତିନିୟମ ରହିଛି । ଆଉ ମାଆଙ୍କୁ ଆଣିବାକୁ ଯିବେ ଭକ୍ତ ଆଉ ପୁରୋହିତ । ମାଆ ବାପଘରକୁ ଆସି ସମସ୍ତଙ୍କୁ ଦର୍ଶନ ଦେବେ । ମାଆଙ୍କ ଯାତ୍ରା ପାଇଁ ସମସ୍ତେ ବହୁତ ଖୁସି ଅଛନ୍ତି । ମାଆଙ୍କ ସେବା କରିବାକୁ ମିଳିଥିବାରୁ ସମସ୍ତେ ବହୁତ ଖୁସି ଥିଲେ । ମାଆଙ୍କୁ ଡେଙ୍ଗୁରା ଦେଇ ମାଆଙ୍କୁ ବାପଘରକୁ ନେବେ ଆଉ ସେଠାରେ ଯାତ୍ରା ଆରମ୍ଭ ହେବ । ଏବେ ଏହି ପୂଜାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।

Around The Web