ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଧମକ ଦେଇଛନ୍ତି ତୋତେ କିଏ ବଞ୍ଚେଇବ ଦେଖିବି
Updated: Apr 2, 2025, 11:23 IST

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜଣେ ଯାତ୍ରା ଜଗତର ହାସ୍ୟ ଅଭିନେତା କିଛି ଅଭିଯୋଗ ଆଣିଛନ୍ତି । ଏବେ ଏହି ଭିଡିଓ ମାଧ୍ୟମରେ ସେ ଯାହା କହିଛନ୍ତି ତାହା ଆପଣମାନେ ଜାଣିପାରିବେ । ଏହି ବ୍ୟକ୍ତି ଜଣକ ହେଉଛନ୍ତି ନରି ପଣ୍ଡା । ନରି ପଣ୍ଡା ତୁଳସୀ ଗଣନାଟ୍ୟରେ କାମ କରିଥାନ୍ତି । ଆଉ ସେ ସେହି ଯାତ୍ରାରୁ ୧୦ ଲକ୍ଷ ଟଙ୍କା ପାଇବାକୁ ଥିଲା । ତାଙ୍କୁ ସେହି ଗଣନାଟ୍ୟ ୫ ଲକ୍ଷ ଟଙ୍କା ଦେଇଥିଲେ ।

ଆଉ ଏହାପରେ ତାଙ୍କୁ ଆଉ ୫ ଲକ୍ଷ ଦେବାକୁ କହିଥିଲେ କିନ୍ତୁ ସେ ଏହି ଟଙ୍କା ପାଇବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ଯାତ୍ରା ପାର୍ଟିର ମାଲିକ ନାଣ୍ଡୁ ବାବୁ । ଏହି ବ୍ୟକ୍ତି ଜଣକ ତାଙ୍କୁ ଟଙ୍କା ଦେଲେ ନାହିଁ । ଆଉ ସେ ଟଙ୍କା ଦେଇ ଦେଇଛନ୍ତି ବୋଲି କହିଲେ ଏଭଳି ଅନେକ ଥର ନରି ପଣ୍ଡା ତାଙ୍କ ଟଙ୍କା ମାଗିଛନ୍ତି । ସେ ତାଙ୍କୁ ଟଙ୍କା ଦେଲେ ନାହିଁ । ଏହି ବ୍ୟକ୍ତି ଜଣକ ଟଙ୍କା ପାଇଲେ ନାହିଁ ଆଉ ଏହି ବ୍ୟକ୍ତି ଜଣକ ତୁଳସୀ ଗଣନାଟ୍ୟର ଏହି ମୁଖ୍ୟ ଲୋକ ଜଣଙ୍କୁ କଲ୍ କରିଥିଲେ । କିନ୍ତୁ ତାଙ୍କୁ ଟଙ୍କା କଥା କହିବାରୁ ସେ ଆଉ ତାଙ୍କ କଲ୍ ଉଠାଇ ନଥିଲେ ।

ଏହାପରେ ନରି ପଣ୍ଡା ତାଙ୍କ ସ୍ତ୍ରୀଙ୍କୁ ସେହି ନାଣ୍ଡୁ ବାବୁଙ୍କ ନମ୍ବର ଦେଇଥିଲେ କିନ୍ତୁ ସେ ତାଙ୍କ କଲ୍ ଉଠାଇଲେ କିନ୍ତୁ କାହିଁକି ଏଠାକୁ କଲ୍ କରିଛନ୍ତି ବୋଲି ପ୍ରଶ୍ନ ପଚାରିଥିଲେ । ଆଉ ଥରେ ତାଙ୍କୁ ଟଙ୍କା ଦେବେ ବୋଲି କହିଥିଲେ । ସେହି ସମୟରେ ସେହି ଗଣନାଟ୍ୟର ମୁଖ୍ୟ ନରି ପଣ୍ଡାଙ୍କୁ ସେଠାକୁ ଡ଼ାକି ମାଡ ମାରିଥିଲେ । ଗୋଇଠା, ଚାପୁଡ଼ା ଆଦି ମାରିଥିଲେ । ଏହାସହ ତାଙ୍କ ଠାରୁ ଗୋଟିଏ ପେପରରେ ସବୁ କହି ଲେଖି ନେଇଥିଲେ । ଏହି ବ୍ୟକ୍ତି ଜଣଙ୍କୁ ସେ ମାରିଦେବେ ବୋଲି ଧମକ ବି ଦେଇଥିଲେ ।
ଏହି ବ୍ୟକ୍ତି ଜଣଙ୍କ ମାଡ଼ରେ ଭୟଭୀତ ହୋଇ ଯାହା କହିଲେ ସେହି ଅନୁସାରେ ସବୁକିଛି ଲେଖି ଦେଇଥିଲେ । ତାଙ୍କୁ ଅନେକ ଟର୍ଚର କରିଥିଲେ। ଏହି ବ୍ୟକ୍ତି ଜଣକ ବହୁତ ଦୁଃଖରେ ଥିଲେ ମଧ୍ୟ କିଛି କହୁ ନଥିଲେ । ଆଉ ସେଠାରୁ ସେ ବହୁତ କଷ୍ଟରେ ଖସି ଆସିଥିଲେ । ଆଉ ଏହି ଘଟଣା ସବୁ ନେଇ ବ୍ୟକ୍ତି ଜଣକ ଥାନାରେ ଅଭିଯୋଗ କରିଛନ୍ତି । ଥାନାରେ ଅଭିଯୋଗ କରି ଏବେ ଏହି ଘଟଣାର ତଦନ୍ତ କରାଯାଉଛି । ଏବେ ତାଙ୍କୁ ସେହି ଟଙ୍କା ଦିଅନ୍ତୁ ବୋଲି ନରି ପଣ୍ଡା କାନ୍ଦି କାନ୍ଦି କହିଛନ୍ତି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି।
Around The Web
Mon,7 Apr 2025
ସ୍ତ୍ରୀ ପଚାରିଲା ‘ତୁ ଏଯାଏଁ ମରିନୁ ?’କାନ୍ଦି କାନ୍ଦି ମରିଗଲା ସ୍ବାମୀ
Mon,7 Apr 2025
ବଙ୍ଗୋପସାଗରରେ ‘ବାତ୍ୟା’ ଏହି ତାରିଖରୁ ଓଡ଼ିଶାକୁ ବିପଦ !
Mon,7 Apr 2025
ବିଜେଡିକୁ ଜାଣିଶୁଣି ଭାଙ୍ଗୁଛନ୍ତି ପାଣ୍ଡିଆନ୍ ! କାରଣ ସୁଜାତା...
Mon,7 Apr 2025