ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଛଟପଟ ହେଉଥିଲା ନନା ବୋହି ଯାଉଥିଲା ର-କ୍ତ
Updated: Mar 15, 2025, 14:05 IST

ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ସୋସିଆଲ ମିଡିଆରେ ଲୋକମାନେ ଅନେକ ସ୍ଥାନର ଖବର ପାଇ ପାରୁଛନ୍ତି । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ପାଇବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଦୁନିଆରେ ଏଭଳି ସବୁ ଲୋକ ଅଛନ୍ତି ଯେଉଁମାନେ କାହାକୁ ମାରିବାକୁ ବି ପଛାଉ ନାହାନ୍ତି । ଏବେ ଏଭଳି କିଛି ଖବର ଆସିଛି ।

ଆପଣମାନେ ସମସ୍ତେ ତ ଏହି ଭିଡିଓରେ ଦେଖିପାରିବେ ଜଣେ ବ୍ୟକ୍ତିଙ୍କ ବେକକୁ କେହି ଜଣେ ଦୃର୍ବୁତ୍ତ କାଟି ଦେଇଛି । ଏହି ଦୁବୃର୍ତ୍ତ ଏବେ ଧରା ପଡିନାହିଁ । ଏବେ ଜଣେ ମହିଳା କାନ୍ଦି କାନ୍ଦି ଅନେକ କଥା କହିଛନ୍ତି । ଏହି ବ୍ୟକ୍ତି ଜଣଙ୍କୁ କିଏ ଆଉ କାହିଁକି ମାରିଲା ତାହା ଜଣାପଡ଼ି ନାହିଁ । ଏହି ବ୍ୟକ୍ତି ଜଣକ ପାଖକୁ ଯାଇ ଜଣେ ବ୍ୟକ୍ତି ସୁଦାମ ବାବୁଙ୍କ ନମ୍ବର ମାଗିଲା । ଆଉ ସେହି ସମୟରେ ଏଭଳି କିଛି କରିଦେଲା । ସେହି ସମୟରେ ଏହି ବ୍ୟକ୍ତି ଜଣକ ରୁଟି ଖାଉଥିଲେ ।

ଖାଇବା ଅବସ୍ଥାରେ ତାଙ୍କୁ କେହି ଜଣେ ଛୁରୀ ମାରି ତାଙ୍କ ତଣ୍ଟି କାଟି ଦେଇଛି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି । ଏହି ମହିଳା ଜଣକ କହିଛନ୍ତି ତାଙ୍କୁ କେହି ମାରି ଦେଇଛନ୍ତି । ଏହି ବ୍ୟକ୍ତି ଜଣଙ୍କ ସେହି ମହିଳା ଜଣଙ୍କର ନନା ହେବେ । ଆଉ ସେ ଏବେ ନନାଙ୍କୁ ମାରିଦେଲେ କହି ରାସ୍ତାରେ କାନ୍ଦୁଛନ୍ତି। ରାସ୍ତାରେ ଅନେକ ଲୋକ ରୁଣ୍ଡ ହୋଇ ଯାଇଛନ୍ତି । ଏବେ ଏହି ମହିଳା ଜଣକ ଏହି ଦୃଶ୍ୟ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏବେ ଏହି ଘଟଣାକୁ ନେଇ ସବୁଠି ଚର୍ଚ୍ଚା ହେଉଛି ।
ଏହି ଘଟଣାକୁ ନେଇ ଏବେ ଅନେକ କଥା ଆସୁଛି । ଏହି ଘଟଣା କିଏ ଆଉ କାହିଁକି କରିଲା ଏବେ ଏହା ସବୁଠାରୁ ବଡ ପ୍ରଶ୍ନ ଅଟେ । ଏବେ ଏହି ମହିଳା ଜଣକ ଏହିସବୁ ଦେଖିଛନ୍ତି ଆଉ ଏହି ମହିଳା ଜଣକ ଏହିସବୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହି ଘଟଣା ସତରେ ବହୁତ ହୃଦୟ ବିଦାରକ ଅଟେ । ଏବେ ଏହାକୁ ନେଇ ସବୁଠି ଅନେକ କଥା ଆସୁଥିବା ବେଳେ ସ୍ଥାନୀୟ ଲୋକମାନେ ଏହିସବୁକୁ ନେଇ ଅନେକ କଥା କହିଛନ୍ତି । ଏବେ ଏହି ଘଟଣାର ତଦନ୍ତ ଚାଲିଛି ।
Around The Web
Sun,16 Mar 2025
ମଣିଷ ଜୀବନ ପାଣି ଫୋଟକା ରାସ୍ତାରେ ଗଡିଲା ତିନି ମୁଣ୍ଡ
Sun,16 Mar 2025
ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଅନୁଭବ ରାଜିଥିଲେ ବର୍ଷା ମନା କଲେ
Sun,16 Mar 2025