ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ବଦଳିଲା ଭୁବନେଶ୍ବର ପାଗ ଏହି ସମୟରୁ ବର୍ଷିବ
Apr 5, 2025, 10:21 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ ଆସିଥିବା କିଛି ଖବର ପାଇପାରିବେ । ଏବେ ପାଣିପାଗ ବିଷୟରେ ଅନେକ ସୂଚନା ଆସୁଛି । ଏବେ ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ଦେଖିବାକୁ ମିଳୁଛି । ରାଜ୍ୟର ସବୁ ଜିଲ୍ଲାର ଖରାର ପ୍ରଭାବ ବହୁତ ଅଧିକ । ଆଉ ଏବେ ଏହି ଖରାରୁ ଆଶ୍ୱସ୍ତି ମିଳିପାରେ ବୋଲି ସୂଚନା ମିଳିଛି ।

ଏବେ ଏନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର । ଏବେ ରାଜଧାନୀ ପାଗ ବଦଳିଲା ବୋଲି ଖବର ଆସିଛି । ଖରା ବଦଳରେ ପାଗ କୋହଲା ହୋଇଛି । ଆଉ ମାତ୍ର କିଛି ମାସ ପରେ ଆରମ୍ଭ ହୋଇଯିବ ବର୍ଷା । ଆଉ ଏହି ବର୍ଷାରେ ସଜାଗ ରହିବାକୁ କୁହାଯାଇଛି । ଏବେ ବର୍ଷା ନେଇ ଆସିଛି ଏହି ଖବର । ଏବେ ରାଜଧାନୀ ଭୁବନେଶ୍ୱରରେ ପାଗ କୋହଲା ହୋଇଛି । ଆଉ ବର୍ଷା ହେବ ବୋଲି ସୂଚନା ମଧ୍ୟ ମିଳିଛି । ଏବେ ଖରାରୁ ମିଳିବ ଆଶ୍ୱସ୍ତି ।

ଏବେ ଲୋକମାନେ ଆଉ ଖରାରେ ହନ୍ତସନ୍ତ ହେବେ ନାହିଁ ଆଉ ଖରାରେ ଛଟପଟ ହେଉଥିବା ଲୋକଙ୍କ ପାଇଁ ଏହି ଖୁସି ଖବର ଆସିଛି । ଗତ ୨୪ ଘଣ୍ଟା ଭିତରେ ବରଗଡ଼, ଦେବଗଡ଼, ନୂଆପଡ଼ା, ଫୁଲବାଣୀ, ହୀରାକୁଦ, କେନ୍ଦୁଝର ଏବଂ ଝାରସୁଗୁଡ଼ା ଆଦି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଛି । ଅନେକ ସ୍ଥାନରେ ଉପୁଡ଼ି ପଡ଼ିଛି ବଡ ବଡ ଗଛ । ଏହି କାଳବୈଶାଖୀ ବର୍ଷାର ପ୍ରଭାବ ଆଗାମୀ କିଛିଦିନ ପାଇଁ ରହିବ ବୋଲି ଆଶା କରାଯାଉଛି ।
ଆଜି ଭୁବନେଶ୍ୱର ପାଗରେ ପରିବର୍ତ୍ତନ ହେବା ସହ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ଏବେ ପାଗରେ ପରିବର୍ତ୍ତନ ହୋଇଛି । କେତେକ ସ୍ଥାନରେ କାଳବୈଶାଖୀ ହେବ ବୋଲି ଖବର ଆସିଛି । ଆଜି ଢେଙ୍କାନାଳ, ମାଲକାନଗିରି, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ବୌଦ୍ଧ ଏବଂ କେନ୍ଦୁଝର, ସୁନ୍ଦରଗଡ଼ ଆଉ ଏହି ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଆଜି ରାତିରେ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ବର୍ଷା ହୋଇପାରେ । ଆଉ କାଳବୈଶାଖୀ ବର୍ଷା ହୋଇପାରେ ସେଥିପାଇଁ ସମସ୍ତେ ସତର୍କ ରୁହନ୍ତୁ ।
Around The Web
Fri,11 Apr 2025
ଆସୁଛି ବଡ଼ ବର୍ଷା ଭୟଙ୍କର କାଳବୈଶାଖୀ
Fri,11 Apr 2025