ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଆସିଲା ଦଶମ ଶ୍ରେଣୀ ଝିଅର ଭିଡିଓ ହାତରେ ମୋବାଇଲ୍ ଧରି ଏମିତି କରୁଥିଲା ଝିଅ ଆଉ ତାପରେ
Mar 15, 2025, 09:27 IST

ଦଶମ ଶ୍ରେଣୀ ଝିଅକୁ ନେଇ ଏବେ ଆଉ ଏକ ଭିଡିଓ ସାମ୍ନା କୁ ଆସିଛି। ଯେଉଁ ଖବର ଶୁଣିଲେ ଆପଣ ମାନେ ମଧ୍ୟ ଏହା ଶୁଣି ନିଶ୍ଚିତ ଭାବରେ ଚମକି ପଡ଼ିବେ। ଏହି ଝିଅ ଆଜି ଏମିତି କିଛି କାଣ୍ଡ ଘଟାଇ ଦେଇଛି ଯେଉଁଥି ପାଇଁ ପୂରା ପରିବାର ଆଜି ଏହି ଝିଅ ପାଇଁ କାନ୍ଦିବାରେ ଲାଗିଛି। ଦଶମ ଶ୍ରେଣୀରେ ପାଠ ପଢ଼ୁଥିଲା ଆଉ ଦଶମ ପରୀକ୍ଷା ଦେଉଥିଲା ଆଉ ଝିଅ ସବୁକିଛି ସାରି ଦେଇଥିଲା। ଏହି ଝିଅର ନାମ ହେଉଛି ସାଇନା ସାହୁ।

ଯାହାର ବୟସ ହେବ ମାତ୍ର ୧୬ ରୁ ୧୭ ବର୍ଷ।ନାବାଳିକା ଝିଅ ଥିଲା ତଥାପି ଦଶମ ଶ୍ରେଣୀରେ ପାଠ ପଢ଼ୁପଢୁ ଝିଅ ଏମିତି କିଛି କରିଦେଲା ଯାହାକୁ ନେଇ ଏବେ ସାରା ଓଡ଼ିଶା ଉଠୁଛି ଆଉ ପଡ଼ୁଛି। ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଏହି ଝିଅ କୁଆଡେ ଅନଲାଇନ ରେ ଗେମ୍ ଖେଳୁଥିଲା। ଘର ଲୋକ ମନା କରୁଥିଲେ ହେଲେ ସେ ମୋବାଇଲ୍ ରେ ଗେମ୍ ଖେଳୁଥିଲା ଆଉ ମୋବାଇଲ୍ ମଧ୍ୟ ସେ ଚଳାଉ ଥିଲା।

ଏହି ଝିଅ କୁଆଡେ ଚାରି ଲକ୍ଷ ଟଙ୍କା ଜିତି ଯାଇଥିଲା। ଭାବିଥିଲା କି ସେ ଲକ୍ଷ୍ୟପତି ହୋଇଯିବ ବୋଲି ଆଉ ଚାରି ଲକ୍ଷ ଟଙ୍କା ଉଠେଇ ନେବା ସବୁକିଛି ମନମୁଖୀ ଖର୍ଚ୍ଚ କରିବ ବୋଲି।ଅନଲାଇନ ଗେମ୍ ଖେଳି ଝିଅ ନିଜକୁ ଧନୀ ବୋଲି ଭାବି ନେଇଥିଲା। ହେଲେ ଗେମ୍ ରୁ ଜିତି ଥିବା ଚାରି ଲକ୍ଷ ଟଙ୍କା କୁ ଝିଅ ଆଉ ଉଠାଇ ପାରି ନଥିଲା। ଏତେ ଟଙ୍କା ଜିତିବା ପରେ ବି ତାହାକୁ ଉଠାଇ ନପାରି ଝିଅ ଯେମିତି ପୁରା ପାଗଳୀ ଭଳି ହୋଇ ଯାଇଥିଲା।
ଏହାପରେ ଟଙ୍କା ନମିଳିବା ରୁ ଝିଅ ଶେଷରେ ଆ-ତ୍ମ-ହ-ତ୍ୟା କରି ଦେଇଥିଲା। ରାୟଗଡ଼ା ଜିଲ୍ଲାରେ ଏଭଳି ଏକ ଘଟଣା ଘଟି ଯାଇଛି ଯାହାକୁ ନେଇ ଏବେ ଖୁବ ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହାକୁ ନେଇ ଆପଣଙ୍କୁ କଣ ଲାଗୁଛି ଆଉ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ କଣ ତାହା ଆପଣ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ଯ ଯେମିତି ଭୁଲି ଯିବେ ନାହିଁ।
Around The Web
Sun,16 Mar 2025
ମଣିଷ ଜୀବନ ପାଣି ଫୋଟକା ରାସ୍ତାରେ ଗଡିଲା ତିନି ମୁଣ୍ଡ
Sun,16 Mar 2025
ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଅନୁଭବ ରାଜିଥିଲେ ବର୍ଷା ମନା କଲେ
Sun,16 Mar 2025