ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଅନୁଭବ ରାଜିଥିଲେ ବର୍ଷା ମନା କଲେ
Updated: Mar 16, 2025, 10:31 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଓଲିଉଡ ଜଗତକୁ ନେଇ ଆସୁଥିବା ଖବର ବିଷୟରେ ସୂଚନା ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ନେଇ ଆସୁଥିବା ଖବର ସବୁ ପାଇ ପାରୁଛନ୍ତି । ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରେମ ବିବାହ କରିଥିଲେ ।

ସେମାନେ ଏବେ ଅଲଗା ହୋଇ ଯାଇଛନ୍ତି । ଏବେ ଅଭିନେତା ଆଉ ଅଭିନେତ୍ରୀଙ୍କ ଛାଡ଼ପତ୍ର ହୋଇ ଯାଇଛି । ଆଉ ଏବେ ଏହି ଦୁଇଜଣ ଅଲଗା ହୋଇଯିବା ପରେ ଅନୁଭବ ମହାନ୍ତି ଦ୍ଵିତୀୟ ବିବାହ କରିଛନ୍ତି । ଆଉ ସେ ତାଙ୍କ ବାନ୍ଧବୀ ଜାଗ୍ରତୀ ଶୁକ୍ଳାଙ୍କୁ ପ୍ରେମ ବିବାହ କରିଛନ୍ତି । ଆଉ ଏହି ବିବାହକୁ ନେଇ ଏବେ ଅନେକ କଥା ଆସୁଛି । ଏହି ବିବାହକୁ ନେଇ ଏବଂ ବର୍ଷା ଆଉ ଅନୁଭବ ମହାନ୍ତିଙ୍କ ସମ୍ପର୍କକୁ ନେଇ ଏବେ ଜଣେ ବ୍ୟକ୍ତି କିଛି କଥା କହିଛନ୍ତି ।

ସେ କହିଛନ୍ତି, ଭଲପାଇବାର ମାନେ ହେଉଛି ତ୍ୟାଗ । ଆଉ ବର୍ଷା ପ୍ରିୟଦର୍ଶିନୀ ଭଲ ପାଉଥିଲେ ସେଥିପାଇଁ ସେ ତ୍ୟାଗ କରନ୍ତୁ । ବର୍ଷା ଆଉ ଅନୁଭବ ଅଲଗା ହୋଇ ଯାଇଛନ୍ତି । ଅନୁଭବ ମହାନ୍ତି ଜାଗ୍ରତୀଙ୍କୁ ବିବାହ କରିଛନ୍ତି ଆଉ ସେ ତାଙ୍କୁ ଭାଉଜ ଡାକିବେ । ଆଉ ଏଭଳି ବର୍ଷା ଯାହାକୁ ବିବାହ କରିବେ ତାଙ୍କୁ ମଧ୍ୟ ଭାଇନା ଡାକିବେ । ଏବେ ଅନେକ ଲୋକ ଅନେକ ପ୍ରକାରର କଥା କହିଛନ୍ତି । ଆଉ ବର୍ଷା ଏବେ ଦ୍ଵିତୀୟ ବିବାହ କରିବା ଉଚିତ୍ । ବର୍ଷା ଯେତେ ଜଲଦି ପାରିବେ ଦ୍ଵିତୀୟ ବିବାହ କରିପାରିବେ ।
ଜାଗ୍ରତୀ ଜଣେ ଭଲ ବ୍ୟକ୍ତିତ୍ଵ ଆଉ ତାଙ୍କୁ ବହୁତ ସମ୍ମାନ ଦିଅନ୍ତି ଏହି ବ୍ୟକ୍ତି ଜଣକ । ଯଦି ଜଣେ ଜଣଙ୍କ ସହିତ କଥା ମ୍ୟାଚ୍ କରିପାରିବ ନାହିଁ । ଆଉ ସେମାନେ ଅଲଗା ହୋଇଯିବା ଉଚିତ୍ । ଏହି ଅଭିନେତା ଅନୁଭବ ମହାନ୍ତି ଆଉ ଅଭିନେତ୍ରୀ ବର୍ଷା ଅଲଗା ହୋଇ ଯାଇଛନ୍ତି ତାଙ୍କ ଭିତରେ ଅନେକ କିଛି ଥିବା କାରଣରୁ ସେମାନେ ଅଲଗା ହୋଇ ଯାଇଛନ୍ତି । ଅନୁଭବ ମହାନ୍ତି ଏବେ ଭଲ ବୋଲି ତାଙ୍କୁ ବର୍ଷା କହି ତ୍ୟାଗ କରିଦେବା ଉଚିତ୍ । ଏଭଳି ଅନେକ କଥା ଅନୁଭବ ମହାନ୍ତି ଏବଂ ବରାଙ୍କୁ ନେଇ କହିଛନ୍ତି ତପି ।
Around The Web
Sun,16 Mar 2025
ମଣିଷ ଜୀବନ ପାଣି ଫୋଟକା ରାସ୍ତାରେ ଗଡିଲା ତିନି ମୁଣ୍ଡ
Sun,16 Mar 2025
ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବେ ଅନୁଭବ ରାଜିଥିଲେ ବର୍ଷା ମନା କଲେ
Sun,16 Mar 2025