Movie prime

ଏହି ତାରିଖରେ ମିଳିବ ସୁଭଦ୍ରା ଯୋହୋନା ଟଙ୍କା ଆସିଲା ବହୁତ୍ ବଡ଼ ଅପଡେଟ

 
Hh
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କିଛି କଥା କହିଛନ୍ତି । ଆପଣମାନେ ସମସ୍ତେ ତ ଅନେକ କଥା ଭାବିଥିବେ । ବିଜେପି ସରକାର ଅନେକ ଯୋଜନା କରିଛନ୍ତି । ଆଉ ସେ ନୂଆ ନୂଆ ଯୋଜନା କରିବାକୁ ଏବେ ଯୋଜନା କରୁଛନ୍ତି । 
Vb
ଆପଣମାନେ ସମସ୍ତେ ତ ସୁଭଦ୍ରା ଯୋଜନା ବିଷୟରେ ଅନେକ କଥା ଜାଣିଥିବେ । ବିଜେପି ସରକାର ସୁଭଦ୍ରା ଯୋଜନା ବାହାର କରିଛନ୍ତି । ଆଉ ଏହି ଯୋଜନା କେବେ ବାହାର କରିବେ ବୋଲି ଲୋକମାନଙ୍କ ଭିତରେ ଅନେକ ପ୍ରଶ୍ନ ଆସୁଛି । ଏବେ ଏହାକୁ ନେଇ କିଛି କଥା କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏନେଇ ଅନେକ କଥା କହିଛନ୍ତି । ସେ କହିଛନ୍ତି ଆଗାମୀ ୧୫ ତାରିଖ ସୁଦ୍ଧା ସୁଭଦ୍ରା ଯୋଜନାର ସବୁ କାମ ସରିଯିବ । ଆଉ ସେପ୍ଟେମ୍ବର ୧୭ ତାରିଖରେ ସୁଭଦ୍ରା ଯୋଜନା ମିଳିବ ।
Bh
ଏହାସହ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କିଛି କଥା କହିଛନ୍ତି । ସେ କହିଛନ୍ତି, ଅଗଷ୍ଟ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ବିଶ୍ଵ ସ୍ତନ୍ୟପାନ ଦିବସ ରୂପେ ପାଳନ କରାଯାଉଛି । ଏହା ବିଶ୍ଵ ସ୍ତରରେ ପାଳନ କରାଯାଇଥାଏ । ଏହି କାର୍ଯ୍ୟକ୍ରମକୁ ମହିଳା ଆଉ ଶିଶୁ ବିଭାଗ ସମାଜ କଲ୍ୟାଣ କ୍ୟାମ୍ପସରେ ପାଳନ କରୁଛନ୍ତି । ଆଜି ସମାଜ ଶିଶୁର ସ୍ତନ୍ୟପାନ ପାଇଁ ଚିନ୍ତା କରୁଛି । ଶିଶୁର ସ୍ତନ୍ୟପାନ ଏବେ ଗୋଟେ ସାମାଜିକ ସମସ୍ୟା ପାଲଟି ଯାଇଛି । ଆଜିକାଲି ଆଧୁନିକ ମାଆମାନେ ଶିଶୁକୁ ସ୍ତନ୍ୟପାନ କରାଉ ନାହାଁନ୍ତି ।
ଏବେ ଆଧୁନିକ ମାଆମାନେ ଏହି କାମରେ ପଛାଇ ଯାଉଛନ୍ତି । ଆଉ ଏହାକୁ କରିବା ପାଇଁ ଏବେ ଜାତୀୟ ସ୍ତରରେ ଚେଷ୍ଟା କରାଯାଉଛି । ସବୁ ସ୍ଥାନରେ ଏହି ସ୍ତନ୍ୟପାନ ଦିବସ ପାଳନ କରାଯିବ ବିଲ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି । ମାଆମାନଙ୍କ ପାଇଁ ସ୍ତନ୍ୟପାନ କେନ୍ଦ୍ର କରାଯିବ । ବସଷ୍ଟପ ଆଦି ସ୍ଥାନରେ ଏହା ପାଇଁ ବ୍ୟବସ୍ଥା କରାଯିବ । ଆଉ ଆମ ରାଜ୍ୟରେ ୭୪ ହଜାର ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି ଦିବସ ପାଳନ କରାଯିବ । ଶିଶୁର ଅଧିକାର ହେଉଛି ସ୍ତନ୍ୟପାନ କରିବା ଆଉ ଏନେଇ ସବୁ କଥା କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ । ଏଭଳି ଅନେକ କଥା ଏହି ମନ୍ତ୍ରୀ ଜଣକ କହିଛନ୍ତି ।