ସ୍ତ୍ରୀର ମୁଣ୍ଡକୁ କୁରାଢ଼ିରେ ହାଣି ଠୋ ଠୋ ହୋଇ ହସୁଛି ସ୍ବାମୀ ଆଉ ତାପରେ
Apr 3, 2025, 10:04 IST

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ସ୍ଵାମୀ ସ୍ତ୍ରୀର ସମ୍ପର୍କ ବହୁତ ମଧୁର ଆଉ ସୁନ୍ଦର ହୋଇଥାଏ କିନ୍ତୁ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଏଭଳି କିଛି ବିଷୟରେ ଜାଣିପାରିବେ ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଘଟଣା ହେଉଛି ଯେଉଁ ସ୍ଵାମୀ ଦିନେ ସ୍ତ୍ରୀ ମଥାରେ ସିନ୍ଦୂର ପିନ୍ଧାଇଥିଲା । ସେ ଆଜି ଏଭଳି କାମ କରିଛି । ଏହି ସ୍ତ୍ରୀ ଜଣଙ୍କୁ ସାତ ଜନ୍ମରେ ସାଥୀ କରିବା ପାଇଁ ଭାବିଥିଲା କିନ୍ତୁ ଏହି ସ୍ଵାମୀ ଜଣକ କରିଥିଲା ଏଭଳି କାମ । ଗୋଟିଏ ସ୍ତ୍ରୀ ଅନେକ କଥା ଭାବି ଥାଏ ଆଉ ଅନେକ ଆଶା ନେଇ ବିବାହ କରିଥାଏ ।

କିନ୍ତୁ ଏହି ସ୍ତ୍ରୀ ଜଣକ ସହ ସବୁବେଳେ ମଦ ପିଇ ଝଗଡ଼ା କରୁଥିଲା ସ୍ଵାମୀ । ଆଉ ସବୁଦିନ ଭଳି ସେହିଦିନ ମଧ୍ୟ ମଦ ପିଇ କରି ଆସିଥିଲା । ଆଉ ମଦ ପିଇ ଆସି ସ୍ତ୍ରୀ ସହ ଝଗଡ଼ା କରିଥିଲା । ଏହି ଝଗଡ଼ା ଏଭଳି ରୂପ ନେବ ବୋଲି କେହି ଜାଣିନଥିଲେ । ସାତ ଜନ୍ମର ସାଥି ହୋଇ ରହିଥିଲେ ଆଉ ଭଲରେ ରହୁଥିଲେ । ସ୍ଵାମୀ ଜଣକ ଯାହାକୁ ସାତ ଜନ୍ମର ସାଥୀ କରି ଘରକୁ ଆଣିଥିଲା ତାସହ ଏଭଳି କାମ କରିଲା । ଏହି ସ୍ତ୍ରୀ ଜଣଙ୍କୁ ଯେଉଁ ହାତରେ ସିନ୍ଦୂର ଦେଇଥିଲା ଆଜି ସେହି ହାତରେ ହାଣି ଦେଲା ପିଶାଚ ସ୍ଵାମୀ ।

ପିଶାଚ ସ୍ଵାମୀ ଜଣକ ସ୍ତ୍ରୀକୁ ହାଣି ଦେଇଛି । ଏବେ ଏହି ସ୍ଵାମୀ ଜଣକ ଏଭଳି କାମ କରି ଏବେ ପୋଲିସ ଆଗରେ ନାଟକ କରୁଛି । ଏହି ଘଟଣା ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଞ୍ଚଳରେ ଦେଖିବାକୁ ମିଳିଛି । ଅନ୍ତରା ଗାଁର ଗୌତମ ବିଶ୍ଵାଳ ଏଭଳି କାଣ୍ଡ କରିଛି । ଏହି ବ୍ୟକ୍ତି ଜଣକ ରାତିରେ ଅତ୍ୟଧିକ ମଦ୍ୟପାନ କରି ଘରକୁ ଆସିଥିଲା । ଆଉ ଘରକୁ ଆସି ସ୍ତ୍ରୀ ଅମୂଲ୍ୟ ବିଶ୍ଵାଳଙ୍କ ସହ ଝଗଡ଼ା କରିଥିଲା । ଆଉ ଝଗଡ଼ା ବଢିବା ପରେ ତାର ଜୀବନ ନେଇ ଯାଇଥିଲା ।
ଏହି ସ୍ଵାମୀ ଜଣକ ରାଗି ଯାଇ ଘରୁ କୁରାଢି ଆଣି ସ୍ତ୍ରୀକୁ ହାଣି ଦେଇଥିଲା । ଏହି ସ୍ଵାମୀ ଜଣକ ରାଗି ଯାଇ ସ୍ତ୍ରୀକୁ ମାରିବା ଦ୍ଵାରା ଘଟଣା ସ୍ଥଳରେ ସ୍ତ୍ରୀର ମୃ-ତ୍ୟୁ ହୋଇ ଯାଇଛି । ଏବେ ଏହି ସ୍ତ୍ରୀ ଜଣକ ସହ ଏଭଳି କାମ କରିଛି । ଏବେ ଏହି ଘଟଣାକୁ ପୋଲିସ ତଦନ୍ତ କରୁଛି । ଆଉ ତଦନ୍ତ ପରେ ଅନେକ କଥା ସାମ୍ନାକୁ ଆସିଥିବା ବେଳେ ଅନେକ କିଛି କଥା ଶୁଣିବାକୁ ମିଳୁଛି । ଏବେ ପୋଲିସ ଏହି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Around The Web
Mon,7 Apr 2025
ସ୍ତ୍ରୀ ପଚାରିଲା ‘ତୁ ଏଯାଏଁ ମରିନୁ ?’କାନ୍ଦି କାନ୍ଦି ମରିଗଲା ସ୍ବାମୀ
Mon,7 Apr 2025
ବଙ୍ଗୋପସାଗରରେ ‘ବାତ୍ୟା’ ଏହି ତାରିଖରୁ ଓଡ଼ିଶାକୁ ବିପଦ !
Mon,7 Apr 2025
ବିଜେଡିକୁ ଜାଣିଶୁଣି ଭାଙ୍ଗୁଛନ୍ତି ପାଣ୍ଡିଆନ୍ ! କାରଣ ସୁଜାତା...
Mon,7 Apr 2025