ଏଣିକି ରାସ୍ତା କଡ଼ ଭିକାରୀ ବି ରହିବେ..ନବୀନ ବାବୁ ତିଆରି କରିଥିବା ବିଶାଳକାୟ ଆପାର୍ଟମେଣ୍ଟ
Mar 12, 2024, 09:47 IST

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଆପଣମାନେ ସମସ୍ତେ ଜାଣିଥିବେ ଯେ କିଛି ଦିନ ପୂର୍ବରୁ ବସ୍ତୀ ବାସିନ୍ଦା ଙ୍କ ପାଇଁ ରାଜ୍ୟ ସରକାର ଗୋଟିଏ ଯୋଜନା ଆଣିଥିଲେ।ଯୋଜନା ଟି ର ନାମ ହେଉଛି ମୋ ଜାଗା ଯୋଜନା।
ଯେଉଁ ମାନଙ୍କୁ କି ଏହି ଯୋଜନା ମାଧ୍ୟମରେ ଜମି ପଟା ଏବଂ ଘର ମିଳିବା କଥା କୁହାଯାଇଥିଲା।ତେବେ ନିଶ୍ଚିନ୍ତ ଭାବରେ ଏହାକୁ ସମସ୍ତେ ଅପେକ୍ଷା କରି ରହିଥିଲେ।ଏଥିରେ ପାନୀୟ ଜଳ ପାଇବେ,ଘର ପାଇବେ ଏଥିପ୍ରତି ଧ୍ୟାନ ଦିଆ ଯାଇଥିଲା।ବସ୍ତୀ ବାସିନ୍ଦା ଅନେକ ସୁବିଧା ପାଇଛନ୍ତି।

ଜଣେ ମହିଳା କହିଛନ୍ତି ଯେ ଏଥିପାଇଁ ସେ ବହୁତ ଖୁସି ଅଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାର ଙ୍କ ପାଇଁ ଏସବୁ ସମ୍ଭବ ହୋଇ ପାରିଛି।ଯେଉଁ କାମ କୁ ସେମାନେ ଅସମ୍ଭବ ଭାବୁଥିଲେ ସେହି କାମ କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ଭବ କରି ଦେଖାଇଛନ୍ତି।
ମହିଳା ଜଣଙ୍କ ୨୨ ବର୍ଷ ହୋଇଗଲାଣି ଭୁବନେଶ୍ୱର ରେ ରହି ଆସୁଛନ୍ତି। ମିଡିଲ କ୍ଲାସ ଲୋକଙ୍କ ପାଇଁ ଏକ ଘର କରିବା ଅସମ୍ଭବ ହୋଇଥାଏ।୨୨ ବର୍ଷ ପରେ ଏକ ଘର ପାଇ ବହୁତ ଖୁସି ଅଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ବସ୍ତୀ ବାସିନ୍ଦା ଙ୍କୁ ଜାଗା ଦେବେ ତା ସହିତ ଘର ମଧ୍ୟ ଦେବେ।ବର୍ତମାନ ଏସବୁ କିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରଣ କରିଛନ୍ତି।ଅନେକ ଲୋକ ମାନେ ପାଇଲେଣି।
ଜଣେ ମହିଳା କହିଛନ୍ତି ଯେ ସମସ୍ତେ ଯେହେତୁ ବସ୍ତି ରେ ସବୁ ଧରଣ ର ଲୋକ ମାନେ ରହୁଛନ୍ତି।ବହୁତ ନିମ୍ନ ଶ୍ରେଣୀର ଲୋକମାନେ ମଧ୍ୟ ରହୁଛନ୍ତି।ସେମାନେ ଭୁବନେଶ୍ୱର ରେ ଜାଗା ଗୋଟେ କିଣି ଘର କରିବା ପାଇଁ ତାଙ୍କୁ ବହୁତ କଷ୍ଟକର ହୋଇଥାନ୍ତା।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଯୋଜନା କରିବା ଦ୍ଵାରା ଲୋକମାନେ ବହୁତ ଉପକୃତ ହୋଇଛନ୍ତି,ଏବଂ ଖୁସି ମଧ୍ୟ ହୋଇଛନ୍ତି।ଏହି ଖବରଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।