Movie prime

ଆଜ୍ଞା ଆମେ ସ୍କୁଟି EMI ଭରିବୁ ନା ଦରମା ପଇସା ରେ ଚଳିବୁ..ଛି ସରକାର, ତମେ ଏତେ ଖରାପ ...

 
Bb
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଜଣେ ମହିଳା ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ ୯ ତାରିଖ ରେ ସରକାର ଦରମା ଦେବା ପାଇଁ ଯେଉଁ ନିଷ୍ପତି ଶୁଣାଇଛନ୍ତି ସେଥିପାଇଁ ସମସ୍ତେ ଓଡ଼ିଶା ସି ଆର ପି ସଂଘ ତରଫରୁ ସି ଆର ପି ଭଉଣୀ ମାନେ ସମସ୍ତେ ସରକାର ଙ୍କୁ ଶ୍ରୀଯୁକ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଶ୍ରୀଯୁକ୍ତ 5T ସଚିବ ପାଣ୍ଡିଆନ ଙ୍କୁ ହୃଦୟ ର ସହିତ ଓଡ଼ିଶା ସି ଆର ପି ସଂଘ ତରଫରୁ ମହିଳା ମାନେ ନମସ୍କାର ଜଣାଇଛନ୍ତି।
କିନ୍ତୁ ସେମାନଙ୍କର କେତେ ଗୁଡିଏ ଦାବି ପରିପୂର୍ଣ୍ଣ ହୋଇନାହିଁ।ସେ ଗୁଡିକ କିପରି ପରିପୂର୍ଣ୍ଣ ହେବ ସେଥି ପାଇଁ ସି ଆର ପି ଭଉଣୀ ମାନେ ଲିଖିତ ଆକାର ରେ ମଧ୍ୟ ଦେଇଛନ୍ତି।
Nn
ଯାହାବି ଦରମା ପାଇଁ ନିଷ୍ପତି ନିଆଯାଇଛି,୬୧୦୦ ଟଙ୍କା ପ୍ରକୃତ ରେ କହିବାକୁ ଗଲେ ସି ଆର ପି ଭଉଣୀ ମାନେ ଯେତିକି ଦାବି କରିଥିଲେ ସେଥି ମଧ୍ୟରୁ ପୂରଣ ହୋଇନାହିଁ।
କାରଣ ଜଣେ ମା ଙ୍କୁ ଘର ରୁ ବାହାର କୁ ଆଣି ତାଙ୍କୁ ସଶକ୍ତିକରଣ ରେ ପରିଣତ କରିବାକୁ ହେଲେ କେବଳ ସି ଆର ପି ହିଁ ଏସବୁ କାମ କରି ପାରିଛି।କିନ୍ତୁ ଦରମା ପାଇଁ ସରକାର ଯେଉଁ ନିଷ୍ପତି ନେଇଛନ୍ତି ସେହି ଦରମା ରେ ସି ଆର ପି ଭଉଣୀ ମାନେ ସନ୍ତୁଷ୍ଟ ନୁହଁନ୍ତି।
Hh
ଆଉ ବର୍ତମାନ ସମୟରେ ସେମାନେ ଦାବି କରିଛନ୍ତି ଯେ ଯେଉଁ ଲୋନ ଲେଖୁଛନ୍ତି ସେଥିପାଇଁ ତିନି ହଜାର ଟଙ୍କା ଦିଆଯାଉ।ଏବଂ ସେମାନଙ୍କ ଯାତାୟାତ ପାଇଁ ଦୁଇ ହଜାର ଟଙ୍କା ଦିଆଯାଉ। ଆଗରୁ ୬୧୦୦ ଟଙ୍କା କରିଥିଲେ।
ଏହି ପାଞ୍ଚ ହଜାର ଟଙ୍କା ଯୋଡ଼ିକି ସେମାନଙ୍କ ର ଦରମା ଯଦି ସରକାର ଘୋଷଣା କରିବେ ତେବେ ଚିର ଉପକୃତ ହେବେ ବୋଲି ସି ଆର ପି ଭଉଣୀ ମାନେ କହିଛନ୍ତି।ତାଙ୍କ ପାଖରେ ସବୁବେଳେ ରୁଣି ହୋଇ ରହିବେ।
ପ୍ରକୃତ ରେ କହିବାକୁ ଗଲେ ଯେଉଁ ସ୍କୁଟି ଗୋଟେ ଗୋଟେ ସମସ୍ତଙ୍କୁ ଦିଆଯାଇଛି ତାର ଇ ଏମ ଆଇ ଭରୁଛନ୍ତି ଏବଂ ପ୍ରତ୍ୟେକ ମାସ ରେ ୧୫୦୦ ଯାତାୟାତ ଖର୍ଚ୍ଚ ମଧ୍ୟ ଚାଲି ଯାଉଛି ବୋଲି କହିଛନ୍ତି।

Around The Web