Movie prime

ନିର୍ବାଚନ ଆସିବା ଆଗରୁ ପୁଣି ଖୁସି ଖବର ଦେଲେ ପାଣ୍ଡିଆନ୍,ଏଣିକି ଆଶା କର୍ମୀ ମାନେ ହେବେ ମାଲାମାଲ

 
Hj
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଅନୁଗୁଳ ରେ ପାଞ୍ଚୋଟି ଅଧକ୍ଷ।ଖୁବ୍ ଶୀଘ୍ର ଖୁସି ଖବର ମିଳିବ ବୋଲି କୁହାଯାଇଛି।ଅଙ୍ଗନବାଡ଼ି ଦିଦି ଙ୍କ ପରେ ଆଶା ଙ୍କ ପାଳି।
ଅନୁଗୁଳ କିଶୋର ନଗର ବଡ଼ ପଡ଼ିଆରେ ସାଧାରଣ ସଭା କୁ ସମ୍ବୋଧିତ୍ କରୁଛନ୍ତି 5T ଚେୟର ମ୍ୟାନ ଭି କେ ପାଣ୍ଡିଆନ୍।ମିଳିଥିବା ଦରଖାସ୍ତ ଅଭିଯୋଗ ପତ୍ର ର ସନ୍ଧ୍ୟା ସୁଦ୍ଧା ଖୁସି ଖବର ପାଇବେ ବୋଲି 5T ଅଧକ୍ଷ କହିଛନ୍ତି।
Vv
ମନ୍ଦିର,ମସଜିଦ, କମ୍ୟୁନିଟି ସେଣ୍ଟର୍ ଉନ୍ନତି ପାଇଁ ଖୁସି ଖବର ପାଇବେ।ତେବେ ଖୁବ୍ ଶୀଘ୍ର ଅନୁମୋଦନ ଅର୍ଡର ଆସିବ।ପୂର୍ବ ରୁ ସାତ ଦିନ ରେ ଖୁସି ଖବର ମିଳୁଥିଲା।ଏବେ କିନ୍ତୁ ସନ୍ଧ୍ୟା ସୁଦ୍ଧା ଖୁସି ଖବର ମିଳିବ ବୋଲି 5T ଅଧକ୍ଷ କହିଛନ୍ତି।
ମିଳିଥିବା ଅର୍ଥ କୁ ସ୍ଵଚ୍ଛତାର ସହିତ ଖର୍ଚ୍ଚ କରିବାକୁ ସେ ଆହ୍ବାନ ଦେଇଛନ୍ତି।ସେହିପରି ଆଶା ଦିଦି ମାନେ ମଧ୍ୟ ଭଲ ଖବର ପାଇବାକୁ ଯାଉଛନ୍ତି।୯ ତାରିଖ ରେ ଖୁସି ଖବର ମିଳିବ।
Bb
୧୦ ଲକ୍ଷ ଯାଏଁ ଋଣ ପାଇବାକୁ ସରକାର ବ୍ୟବସ୍ଥା କରିଛନ୍ତି।ଅଙ୍ଗନବାଡ଼ି ଙ୍କ ଦରମା,ଗ-ର୍ଭ-ବ-ତୀ ମହିଳା ଙ୍କ ଭତ୍ତା ବଢ଼ିଛି।ସମସ୍ତେ ମିଶି ସଶକ୍ତ ଓଡ଼ିଶା ଗଢ଼ିବାକୁ ଏହି ଅବସର ରେ ଆହ୍ଵାନ ଦେଇଛନ୍ତି 5T ଅଧକ୍ଷ ଭି କେ ପାଣ୍ଡିଆନ।
ଏହା ପୂର୍ବରୁ ସାଧାରଣ ସଭା କୁ ସମ୍ବୋଧିତ କରିଥିଲେ ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।ଓଡ଼ିଶା କୁ ସସକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପଦକ୍ଷେପ ନେଇଛନ୍ତି ତାହାର ଆଜି ସୁଫଳ ମିଳୁଛି ବୋଲି କହିଥିଲେ ସାଂଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ।
ଦର୍ଶକ ମାନେ ଏହା ଦେଖିବା ପରେ ଅନେକ କଥା ଆଲୋଚନା କରିବାରେ ଲାଗିଛନ୍ତି।ଏବଂ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି।ଏହି ଖବର ଟି ବର୍ତମାନ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।ଦର୍ଶକ ମାନେ ଅନେକ ମନ୍ତବ୍ୟ ଦେବାରେ ଲାଗିଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.