Movie prime

ନିର୍ବାଚନ ସମୟ ରେ ଆସିଗଲା ନୂଆ ନୂଆ କଥା...ନିର୍ବାଚନ ଜିତିଲେ ମୁ ୧୦୦ ଦିନ ଭିତରେ ନୂଆ ଚିନିକଳ କରିଦେବି..

 
Yy
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ନୟାଗଡ଼ ରେ ହୋଲି ଉତ୍ସବ ପାଳିଲେ ସମ୍ବିତ ପାତ୍ର।କର୍ମୀ ମାନଙ୍କୁ ରଙ୍ଗ ଲଗାଇ ଥିଲେ।ଏବଂ ୧୦୦ ଦିନ ରେ ଚିନିକଳ ଚାଲିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।ଏହି ଖବର ଟି ବର୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି।
ସେଠାରେ ଅନେକ କର୍ମଚାରୀ ମାନେ ଉପସ୍ଥିତ ଥିଲେ।ଏବଂ ହୋଲି ଉତ୍ସବ ବହୁତ ହସଖୁଶି ରେ ମିଳିମିଶି ପାଳନ କରିଥିଲେ।ସମ୍ବିତ ପାତ୍ର ବର୍ତମାନ ଏକ ବହୁତ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି।
Hh
ସେ କହିଛନ୍ତି ଯେ ସେ ଯଦି ଜିତିବେ ତାହେଲେ ୧୦୦ ଦିନ ଭିତରେ ଚିନିକଳ ଚାଲିବ।ଏହାଶୁଣି ଲୋକମାନେ ବହୁତ ଖୁସି ହୋଇଛନ୍ତି ଏବଂ ସମ୍ବିତ ପାତ୍ର ଙ୍କ କଥା ଶୁଣି ସେଠାରେ ଉପସ୍ଥିତ ଥିବା ଲୋକମାନେ ତାଳି କରୁଥିବାର ଦେଖିବାକୁ ମିଳିଛି।
କିନ୍ତୁ ଏତେ ବଡ ଯୁଦ୍ଧ ରେ ଏକୁଟିଆ ଲଢ଼ିବାର ନାହିଁ ବୋଲି ସମ୍ବିତ ପାତ୍ର କହିଛନ୍ତି।ଆହୁରି ମଧ୍ୟ କହିଛନ୍ତି ଯେ ଏହି ରଣ କ୍ଷେତ୍ର ରେ ଆମେ କେବଳ ଗୋଟିଏ ସାଧାରଣ କର୍ମୀ ଅଟନ୍ତି।
କିନ୍ତୁ ସମସ୍ତ କର୍ମୀ ମାନେ ଯେତେବେଳେ ମିଶିଯିବେ ଆଉ ଗୋଟିଏ ଉଦ୍ଧେଶ୍ୟ ନେଇ ମିଶିଜିବେ ତାହେଲେ ନିଶ୍ଚୟ ଜିତିବା ବୋଲି ସମ୍ବିତ ପାତ୍ର କହିଛନ୍ତି।ଏଭଳି କଥା ଶୁଣି ଲୋକମାନେ ବହୁତ ଖୁସି ହୋଇଥିଲେ।
Gh
ଜାତୀୟ ଗଣମାଧ୍ୟମ ର ପରଦା ରେ ସମ୍ବିତ ପାତ୍ର ଙ୍କୁ ଆପଣମାନେ ନିଶ୍ଚୟ ଭାବରେ ଦେଖିଥିବେ।କିନ୍ତୁ ସୁଟ ବୁଟ୍ ରେ ଦେଖିଥିବେ।ଦେଶ ବଦଳିଛି,ବେଶ ମଧ୍ୟ ବଦଳିଛି।
ପୁରୀ ରୁ ବିଜେପି ର ଲୋକସଭା ପ୍ରାର୍ଥୀ,ବିଜେପି ଦଳ ଜାତୀୟ ତୁଣ୍ଡ ସମ୍ବିତ ପାତ୍ର।ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।
ଯେତେବେଳେ ସମ୍ବିତ ପାତ୍ର ୧୦୦ ଦିନ ଭିତରେ ଚିନିକଳ ଚାଲିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଏହା ଶୁଣି ଲୋକ ମାନେ ବେଶ ଖୁସି ହୋଇଥିବା ବେଳେ ଦର୍ଶକ ମାନେ ଅନେକ ମନ୍ତବ୍ୟ ଦେବାରେ ଲାଗିଛନ୍ତି।

Around The Web