Movie prime

୩୦ ବର୍ଷ ଆଗରୁ ବାପା ଙ୍କୁ ଦେଇଥିବା ପ୍ରତିଶ୍ରୁତି ରଖିଲେ ନବୀନ,୨୫ ବର୍ଷ ଧରି ଓଡ଼ିଶା ବାସୀ ଙ୍କ ସେବା ରେ ନବୀନ

 
Vv
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସାକାର ହେଉଛି ବିଜୁ ବାବୁ ଙ୍କ ସ୍ବପ୍ନ।ଗାଁ ରୁ ସହର ରୁ ଯୋଡ଼ିଛି ବିଜୁ ସେତୁ,ଲକ୍ଷ୍ମୀ ବସ୍।ଗାଁ ଗାଁ ରେ ଖୋଲିଛି 'ଆମ ବ୍ୟାଙ୍କ୍ ' ଦୁଆରେ ଭତା ମିଳୁଛି।
ଗ୍ରାମାଞ୍ଚଳ ଏବଂ ଗ୍ରାମ ପଞ୍ଚାୟତ ର ସଶକ୍ତିକରଣ ପାଇଁ ନିଜ ମୁଖ୍ୟମନ୍ତ୍ରୀତ୍ଵ ସମୟରେ ବିଜୁ ବାବୁ ବ୍ୟାପକ ପଦକ୍ଷେପ ନେଇଥିବା ବେଳେ ତାଙ୍କ ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗ୍ରାମ ପଞ୍ଚାୟତ ର ବିକାଶ କୁ ଏକ ନୂଆ ଉଚ୍ଚତା ରେ ପହଞ୍ଚାଇଛନ୍ତି।
Hj
ପଞ୍ଚାୟତ ରେ ବର୍ତମାନ ଡିଜିଟାଲ ଭିତ୍ତିଭୂମି ର ସୁଦୃଢ କରଣ କୁ ଗୁରୁତ୍ଵ ଦିଆଯାଉଥିଲା ବେଳେ ଗାଁ ଗାଁ ରେ ଏବେ ବ୍ୟାଙ୍କିଙ୍ଗ ସୁବିଧା ମିଳୁଛି।ରାଜ୍ୟ ବ୍ୟାପୀ ଗ୍ରାମ ପଞ୍ଚାୟତ ବିକାଶ ଏବଂ ରୂପାନ୍ତରଣ ଆରମ୍ଭ ହୋଇଛି।
ଏବଂ ନୂଆ ଓଡ଼ିଶା ଗଠନ ର ସ୍ବପ୍ନ ପୂରଣ ହେବାକୁ ଯାଉଛି।ଏକଦା ସର୍ବନିମ୍ନ ସୁବିଧା ସୁଯୋଗ ରୁ ବଞ୍ଚିତ ଗ୍ରାମାଞ୍ଚଳ ର ଲୋକମାନେ ଯେପରି ବିକାଶ ର ଗ୍ୟାରେଣ୍ଟି ପାଇବେ ତାହା ହିଁ ରାଜ୍ୟ ସରକାର ଙ୍କ ପ୍ରମୁଖ ଲକ୍ଷ୍ୟ ରହିଛି।
Ghh
ଏକଦା ପଞ୍ଚାୟତ ସ୍ତର ରେ ସାଧାରଣ ଲୋକ ମୌଳିକ ସୁବିଧା ସୁଯୋଗ ରୁ ବଞ୍ଚିତ ହେଉଥିଲେ।ଗ୍ରାମପଞ୍ଚାୟତ ଏହାର ପ୍ରମୁଖ ଉତ୍ସ କେବଳ ଗୋରୁ ହାଟ, ପୋଖରୀ ନିଲାମ ଆଦିରେ ସୀମିତ ଥିଲା।ପଞ୍ଚାୟତ ସ୍ତର ରେ ସରକାରି ଯୋଜନା କୁ କାର୍ଯ୍ୟକାରୀ କରିବା ପାଇଁ ପଞ୍ଚାୟତ ସମ୍ପାଦକ ଙ୍କୁ ଛାଡ଼ି ଦେଲେ ଆଉ କୌଣସି ପଦବି ନଥିଲା।
ଇଣ୍ଟରନେଟ ଅଭାବ,ବ୍ୟାଙ୍କିଙ୍ଗ ସେବାର ଅନୁପସ୍ଥିତ ଯୋଗାଯୋଗ ବ୍ୟବସ୍ଥା ,ଶିକ୍ଷା, ସ୍ବାସ୍ଥ୍ୟ ଏବଂ ଅନ୍ୟ ମୌଳିକ ସେବା ସଠିକ୍ ଭାବରେ ମିଳୁ ନଥିଲା।ତେବେ ୨୦୦୦ ମସିହା ର ଶାସନ କ୍ଷମତା କୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତ ଗୁଡ଼ିକୁ ସସକ୍ତ ଏବଂ ଆତ୍ମ ନିର୍ଭର ଭାବରେ ଗଢି ତୋଳିବା ପାଇଁ ପଣ କରିଛନ୍ତି।
ଏହା ବର୍ତମାନ ସୋସିଆଲ ମିଡିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.