ମୋଦୀ - ନବୀନ ଯଦି ମିଶିଯିବେ ତାହାଲେ...ଓଡ଼ିଶା ରୁ ବିରୋଧୀ ଙ୍କ ସତ୍ତା ଲିଭିଯିବ...
Mar 8, 2024, 08:34 IST
ମୋଦୀ - ନବୀନ ଯଦି ମିଶିଯିବେ ତାହାଲେ...ଓଡ଼ିଶା ରୁ ବିରୋଧୀ ଙ୍କ ସତ୍ତା ଲିଭିଯିବ...
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ସୋସିଆଲ ମିଡ଼ିଆ ସମସ୍ତଙ୍କ ପାଇଁ ଏକ ସୁବିଧା ଉପାୟ ହେଇଗଲାଣି ସେଥିରେ ସବୁ ଘଟଣା ସାମ୍ନାକୁ ପଳେଇ ଆସୁଛି।ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।
କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି। ବିଜେଡିରେ ଅସନ୍ତୋଷଙ୍କ ସଂଖ୍ୟା ବେଶ ଅଧିକ।ଏମାନଙ୍କୁ ମନେଇବା କଷ୍ଟକର ହୋଇପାରେ।
ପୁରୁଣା ମେନଣ୍ଟ ଫର୍ମୁଲା ବଦଳରେ ନୂଆ ଫର୍ମୁଲାରେ ଏଥର ମେନଣ୍ଟ ହେଉଥିବାରୁ ସବୁ ବିଗିଡି ପାରେ ବୋଲି ଆକଳନ କରିଛନ୍ତି ସମୀକ୍ଷକ। ମେନଣ୍ଟ ବିଜେପି ସରକାର କରିବ ଡବଲ ଇନଜିନ ନାର ସଫଳତା।
ଦଳ ଅଧିକ ସିଟ ପାଇବ। ଉଭୟ ଏନଡ଼ିଓ ସହ ଯେଉଁ ଟାର୍ଗେଟ ରଖିଛି ତାହା ହାସଲ ହେବାରେ ସହାୟକ ହେବ। ସେହିପରି ବିଜେଡି ପାଇଁ ମେନଣ୍ଟ ଫାଇଦା ହେବ।
ପ୍ରଥମ କଥା ହେଉଛି ଦଳର ଅସନ୍ତୋଷ ମ୍ୟାନେଜ କରିବାରେ ସକ୍ଷମ ହେବ ଦଳ। ଦଳ ଷଷ୍ଠ ଥର ଶାସନ କରିବ। ମୁଖ୍ୟ ବିରୋଧୀ ଦଳ ସହିତ ହାତ ମିଳାଇ ଦେଲା ଦଳ ଏକ ୱାକ ଓଭର ଭଳି କାମ ଦେବ ବୋଲି ସମୀକ୍ଷକ କହିଛନ୍ତି।
ନେତୃତ୍ୱ ସ୍ଥରରେ ନେତା ଯାହା ନେତୃତ୍ୱ ନେଉଛନ୍ତି ତାହା ମାନିବେ କି ନାଇଁ ତାକୁ ନେଇ ଏବେ ବଡ଼ ଚିନ୍ତା।

