ବହୁ ବର୍ଷ ଆଗରୁ ବାପା ବିଦା ହୋଇଥିଲେ...ହେଲେ ଶେଷରେ ପୁଅ ଙ୍କୁ କୋଳେଇ ନେଲେ...
Mar 8, 2024, 09:54 IST
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପପ୍ରତ୍ୟେକ ସମୟ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ।
ଆଜିକାଲି ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ରହୁଛନ୍ତି।କେତେବେଳେ ଏହି ସୋସିଆଲ ମିଡ଼ିଆ ସମାଜ ଉପରେ ଭଲ ପ୍ରଭାଵ ପକାଉଛି ତ ଆଉ କେତେବେଳେ ଏହା ସମାଜ ଉପରେ ମଧ୍ଯ ଖରାପ୍ ପ୍ରଭାଵ ପକାଉଛି।
ଆଜିକାଲି ସୋସିଆଲ ମିଡିଆ ପାଇଁ କିଛି ଘଟଣା ଅଛପା ହୋଇ ରହୁନାହିଁ। ଯାହା କିଛି ଘଟୁଛି ତାହା କ୍ଷଣିକ ମଧ୍ୟରେ ହିଁ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗବ ବାପା ବିଜୟ ମହାପାତ୍ର ବିଜେଡ଼ିରୁ ବିଦାୟ ହେବାର ୨୪ ବର୍ଷ ପରେ ପୁଣି ସେଇ ନିର୍ବାଚନ ପୂର୍ବରୁ ନବୀନ ନିବାସରେ ଶଙ୍ଖ ଧରିଲେ ପୁଅ ଅରବିନ୍ଦ ମହାପାତ୍ର।
ଅରବିନ୍ଦ ଆଗ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସଂଗଠନିକ ସମ୍ପାଦକ କେନ୍ଦ୍ରାପଡ଼ା ଜିଲ୍ଳାର ତୁଙ୍ଗ ନେତା ଓ କର୍ମୀଙ୍କ ଗ୍ରହଣରେ ଅରବିନ୍ଦଙ୍କ କାନ୍ଦରେ ଦଳୀୟ ଉତଳନ ପକାଇଲେ।
ଦଳକୁ ଅରବିନ୍ଦଙ୍କୁ ସ୍ବାଗତ କଲେ ମୁଖ୍ୟମନ୍ତ୍ରୀ। ଏହାପରେ ଶଙ୍ଖ ଭବନକୁ ଯାଇ ସାମ୍ବାଦିକ ସମ୍ମିଳନୀରେ ପାଟକୁରା ବାସୀଙ୍କ ପରାମର୍ଶ କ୍ରମେ। ବାପାଙ୍କ ଆଶୀର୍ବାଦକ୍ରମେ ବିଜେଡିରେ ମିଶିବାକୁ ନିଷ୍ପତି ନେଲେ।
୧୯୮୦ ରୁ ୨୦୦୦ ମସିହା ଯାଏଁ ବିଜୟଙ୍କ ଗଡିଥିଲା ପାଟକୁରା। ଲଗାତାର ୪ ଥର ଜିତିବା ପରେ ତୃତୀୟ ପାଳିରେ ବିଜୁ ବାବୁଙ୍କୁ ମୁଖ୍ୟମନ୍ତ୍ରୀତ୍ୱ କାଳରେ ଜଳସେଚନ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିଲେ ବିଜୟ।
ଏପରିକି ଗଲାଥର ବିଜେପି ଟିକେଟରେ ପାଟକୁରାରୁ ଲେଢିଥିଲେ ବି ହାରିବା ପରଠୁ ନିର୍ବାଚନମଣ୍ଡଳୀରେ ପୁଅ ଅରବିନ୍ଦଙ୍କୁ ସଂଗଠନ ଗଢୁଥିବା ଦେଖିବାକୁ ମିଳିଛି।

