Movie prime

ଘରେ ଆଉ ରହିବେନି ଦିନେଶ ଙ୍କ ପରିବାର ! ଦେଖନ୍ତୁ ସାମ୍ନାକୁ ଆସି ମୁଁହ ଖୋଲିଲେ ଦୀପିକାଙ୍କ ଶାଶୁ

 
Special report
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆରେ ଲୋକମାନେ ସବୁବେଳେ ସବୁ ପ୍ରକାରର ଖବର ପାଇପାରିବେ ।
Special report
ଆପଣମାନେ ସମସ୍ତେ ବ୍ରହ୍ମପୁର ସହରରେ ଘଟିଥିବା ଘଟଣା ବିଷୟରେ ତ ଜାଣିଥିବେ । ଏହି ସହରରେ ଦୀପିକା ନାମକ ଯୁବତୀ ତାର ସ୍ବାମୀ ଘର ଆଗରେ ଧାରଣାରେ ବସିଛନ୍ତି । ଆଉ ଏବେ ଏହି ଘଟଣାକୁ ନେଇ ଅନେକ କଥା ଆସୁଛି । ଏହିସବୁ କଥା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବା ସହ ଅନେକ କଥା ଜାଣିପାରିବେ ।
ଦୀପିକା ଆଉ ଦିନେଶ ପରସ୍ପରକୁ ଭଲ ପାଉଥିଲେ ଆଉ ସେମାନଙ୍କର ଭଲପାଇବାରୁ ଏକ ସନ୍ତାନ ମଧ୍ୟ ଜନ୍ମ ନେଇଥିଲା । ଆଉ ଏହି ସନ୍ତାନକୁ ଏବେ ବାପାର ପରିଚୟ ଦେବାକୁ ପଛାଉଛନ୍ତି । ଏବେ ଦିନେଶ ଦୀପିକାଙ୍କୁ ନିଜର କରିବାକୁ ମନା କରୁଛନ୍ତି ।
Special report
ଦିନେଶ ଆଉ ଦୀପିକା ପରସ୍ପରକୁ ବହୁତ ଭଲ ପାଉଥିଲେ ମଧ୍ୟ ଦିନେଶ ଏହି ଛୁଆ ହେବା ହେବା ପରେ ଦିପିକାଙ୍କୁ ଦୂରେଇ ଦେଇଥିଲେ । ଦିନେଶଙ୍କର ବାହାଘର ମଧ୍ୟ ଠିକ୍ ହୋଇଥିଲା । ସେ ଦୀପିକାଙ୍କୁ ଛାଡ଼ି ଆଉ ଜଣଙ୍କୁ ବିବାହ କରିବା କଥା ଦୀପିକା ଜାଣି ପାରିଥିଲେ ।
ଆଉ ଏହାପରେ ଦିନେଶର ଘରକୁ ଆସି ସେ ତାଙ୍କ ଅଧିକାର ମାଗିଥିଲେ । କିନ୍ତୁ ତାଙ୍କ ଘରଲୋକେ ତାଙ୍କୁ ଘରୁ ବାହାର କରି ଦେଇଥିଲେ । ଆଉ ଏହାପରେ ସେ ଧାରଣାରେ ବସିଥିଲେ । ଆଉ ଧାରଣାରେ ବସିବା ପରେ ସେ ତାଙ୍କ ସ୍ତ୍ରୀ ହେବାର ଅଧିକାର ଏବଂ ତାଙ୍କ ପୁଅକୁ ବାପାର ପରିଚୟ ଦାବି କରିଥିଲେ କିନ୍ତୁ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳିନାହିଁ ।
Special report
ଆଉ ଏବେ ତାଙ୍କ ଶାଶୁ ଜିଲ୍ଲା ଥାନାକୁ ଯାଇ ଦୀପିକାଙ୍କ ନାଁରେ ଅଭିଯୋଗ କରିଥିଲେ । ଦୀପିକା ତାଙ୍କ ପରିବାରକୁ ଭଲରେ ରହିବାକୁ ଦେଉ ନାହାନ୍ତି । ଘରୁ ବାହାରିବାକୁ ଦେଉ ନାହାନ୍ତି ସବୁବେଳେ ଭିଡିଓ କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ ।
ଆଉ ଏବେ ଦୀପିକାଙ୍କ ଶାଶୁଙ୍କୁ ନେଇ କିଛି ଖବର ସାମ୍ନାକୁ ଆସିଛି । ଦିନେଶର ମାଆ ଏବେ ଦୀପିକାଙ୍କ ନାଁରେ ପୁଣି ଅଭିଯୋଗ ଆଣିଛନ୍ତି । ଆଉ ସେ ଏହି ଘରେ ରହିବେ ନାହିଁ ବୋଲି କହିଛନ୍ତି । ତାଙ୍କ ଘର ଆଗରେ ପୋଲିସ ମଧ୍ୟ ଅଛନ୍ତି । ପୋଲିସ ଏହି ସବୁ କଥା ଶୁଣୁଛନ୍ତି ।
ପୋଲିସଙ୍କ ସହିତ ଦିନେଶର ମାଆ ଯିବେ ବୋଲି ସେ ତାଙ୍କୁ କହୁଛନ୍ତି । ଏଭଳି ଅନେକ କଥା ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ଆଉ ଅନେକ କଥା ମଧ୍ୟ ଶୁଣି ପାରିବେ । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିଛି । ଆଉ ଲୋକମାନେ ଏହି ଭିଡିଓ ଦେଖି ଅନେକ କଥା ଜାଣିିପାରିବେ ।

Around The Web