Movie prime

ନବୀନ ଙ୍କ ବିଜୁ ସ୍ବାସ୍ଥ୍ୟ କାର୍ଡ ଗରିବ ଙ୍କ ପାଇଁ ସଂଜୀବନୀ...ଓଡ଼ିଶା ର ପ୍ରତିଟି ଗରିବ ଏହା ର ଫାଇଦା ଉଠାଉଛି..

 
Vg
ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି।ଆଜିଠାରୁ ବୀଏସକେୱାଇ ନବୀନ କାର୍ଡ ବଣ୍ଟନ।କାର୍ଡ ବଣ୍ଟନ ର ଶୁଭାରମ୍ଭ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ପ୍ରଥମ ପର୍ଯ୍ୟାୟ ରେ ଖୋର୍ଦ୍ଧା,ସମ୍ବଲପୁର ବାସୀ ଙ୍କୁ ସୁଯୋଗ।
ମାର୍ଚ୍ଚ ୬ ତାରିଖ ରୁ ବୀଏସକେୱାଇ ନବୀନ କାର୍ଡ ର ଲାଭ ପାଇବେ ହିତାଧିକାରୀ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନା ର ଶୁଭାରମ୍ଭ କରିଛନ୍ତି।
Hh
ପ୍ରଥମ ପର୍ଯ୍ୟାୟ ରେ ଖୋର୍ଦ୍ଧା ଓ ସମ୍ବଲପୁର ର ହିତାଧିକାରୀ ଙ୍କୁ ଏହି କାର୍ଡ ବଣ୍ଟନ କରାଯିବ,ପରେ ସବୁ ଜିଲ୍ଲା ରେ କାର୍ଯ୍ୟକାରୀ ହେବ। ଏଥିରେ ରାଜ୍ୟ ର ୯୦ ପ୍ରତିଶତ ଲୋକ ଉପକୃତ ହେବେ।
ବୀଏସକେୱାଇ ନବୀନ କାର୍ଡ ର ଏହି ତୃତୀୟ ପର୍ଯ୍ୟାୟ ରେ ଗ୍ରାମାଞ୍ଚଳ ଲୋକଙ୍କୁ ଜଟିଳ ରୋଗ ପାଇଁ ମିଳିବ ମାଗଣା ଚିକିତ୍ସା।ରାଜ୍ୟ ର ପ୍ରତ୍ୟେକ ବ୍ଲକ ସ୍ତର ରେ ୧୦୦ ଟି ଲେଖାଁଏ କାର୍ଡ ବଣ୍ଟା ଯିବ। ଏଥି ପାଇଁ ବ୍ୟବସ୍ଥା କରାଯାଇଛି।
Gh
ଏହି କାର୍ଡ ପାଇଁ ବର୍ତମାନ ସୁଦ୍ଧା ୪ ଲକ୍ଷ ୮୧ ହଜାର ଚାରି ସହ ୮୧ ହିତାଧିକାରୀ ଆବେଦନ କରିଛନ୍ତି।ସେମାନଙ୍କ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି।ଚୟନ ହୋଇଥିବା ହିତାଧିକାରୀ ଙ୍କ ପରିଚୟ ପତ୍ର ଯାଞ୍ଚ କରିବା ପରେ କାର୍ଡ ବଣ୍ଟନ କରାଯିବ।
ଏହି କାର୍ଡ ଦ୍ଵାରା ତାଲିକା ଭୁକ୍ତ ହୋଇଥିବା ଘରୋଇ ଚିକିତ୍ସାଳୟ ରେ ପରିବାର ର ସବୁ ସଦସ୍ୟ ଙ୍କ ପାଇଁ ବର୍ଷ କୁ ପାଞ୍ଚ ଲକ୍ଷ ଟଙ୍କା ଏବଂ ମହିଳା ଙ୍କ ପାଇଁ ବର୍ଷ କୁ ୧୦ ଲକ୍ଷ ଟଙ୍କା ର ଚିକିତ୍ସା ସହାୟତା ରହିଛି।ରାଜ୍ୟ ର ଅର୍ଥ ଅଭାବ ରୁ କେହି ବି ଉତ୍ତମ ଚିକିତ୍ସା ରୁ ବଞ୍ଚିତ ହେବେ ନାହିଁ।
ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଛନ୍ତି।ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରୁ ବଞ୍ଚିତ ହୋଇଥିବା ଗାଁ ଗହଳି ର ଲୋକଙ୍କୁ ଏହି ପର୍ଯ୍ୟାୟ ରେ ବୀଏସକେୱାଇ ନବୀନ କାର୍ଡ ମାଧ୍ୟମରେ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲ ରେ କ୍ୟାଶ ଲେଶ ଚିକିତ୍ସା ଯୋଗାଇ ଦିଆଯିବ।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.