Movie prime

ଦେଖନ୍ତୁ ପ୍ରଥମ ଥର ଆପଣଙ୍କ ପ୍ରିୟ ଲୋକପ୍ରିୟ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଙ୍କ ପୁଅ ଝିଅ ଏବଂ ପରିବାର

 
Special Report
ନମସ୍କାର ବନ୍ଧୁଗଣ। ବନ୍ଧୁଗଣ ଆପଣ ମାନେ ତ ଓଲିଉଡ଼ ଇଣ୍ଡଷ୍ଟ୍ରିର କଣ୍ଠଶିଳ୍ପୀ ନମିତା ଅଗ୍ରୱାଲଙ୍କୁ ଜାଣିଥିବେ ସେ ନିଜର ଗୀତ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ। ଆସନ୍ତୁ ନମିତା ଅଗ୍ରୱାଲଙ୍କ ଘର ପରିବାର ଓ ତାଙ୍କର ପର୍ଶୋନାଲ ଲାଇଫ ବିଷୟରେ ଏବଂ ତାଙ୍କର ପୁଅ ଝିଅ ବିଷୟରେ ଜାଣିବା। ନମିତା ଅଗ୍ରୱାଲ ଫେବଆରୀ 1 ତାରିଖ 1969 ମସିହାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଡାକ ନାମ ହେଉଛି ନମିତା। 
ପିଲାଟି ଦିନରୁ ହିଁ ତାଙ୍କର ସଂଗୀତ ପ୍ରତି ବହୁତ ଆଗ୍ରହ ଥିଲା। ସେଥିପାଇଁ ସେ ପିଲାଟି ଦିନରୁ ହିଁ ସଂଗୀତ ଶିକ୍ଷା ଆରମ୍ଭ କରିଦେଇଥିଲେ। 1986 ମସିହାରେ ସେ ପ୍ରଥମ ଥର ପାଇଁ ଆକାଶ ବାଣୀରେ କାର୍ଯ୍ୟ କରିଥିଲେ ଏବଂ ଏହା ପରେ ସେ 1992 ମସିହାରେ ତାଙ୍କର ପ୍ରଥମ ଅଡିଓ କ୍ୟାସେଟ ରିଲିଜ କରିଥିଲେ, ଯାହା ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା। ଏହା ପରେ ସେ ଓଡ଼ିଆ ଏବଂ ହିନ୍ଦୀରେ ଅନେକ ଗୀତରେ କଣ୍ଠ ଦାନ କରିଥିଲେ। 
ସେ ସୀତା ରାମ ଅଗ୍ରୱାଲଙ୍କୁ ବିବାହ କରିଥିଲେ ଯାହାଙ୍କୁ ଆପଣ ସମସ୍ତେ ବହୁତ ଭଲ ଭାବରେ ଜାଣିଥିବେ। ସୀତାରାମ ଅଗ୍ରୱାଲଙ୍କ ଘର ପୁରୀ ଜିଲ୍ଲାରେ। ସେ ସିଦ୍ଧାର୍ଥ ମ୍ୟୁଜିକ ଏବଂ ସିଦ୍ଧାର୍ଥ ଚ୍ୟାନେଲର ମାଲିକ ଅଟନ୍ତି। ତାଙ୍କ ପୁଅଙ୍କ ନାମ ଆପଣ ସମସ୍ତେ ଜାଣିଥିବେ ସିଦ୍ଧାର୍ଥ ଅଗ୍ରୱାଲ। ବର୍ତ୍ତମାନ ନମିତା ଅଗ୍ରୱାଲ ନିଜ ମ୍ୟୁଜିକ୍ ଚ୍ୟାନେଲ ସାର୍ଥକ ଜି ମ୍ୟୁଜିକକୁ ବିକ୍ରି କରିସାରିବା ପରେ ସେ ନିଜ ଜି ମ୍ୟୁଜିକ କମ୍ପାନୀ ଦ୍ୱାରା ଅନେକ ଗୀତ ରିଲିଜ କରୁଛନ୍ତି। 
ଏହା ବ୍ୟତୀତ ତାଙ୍କର ଅନେକ ୟୁଟୁବ ଚ୍ୟାନେଲ ରହିଛି ଯାହା ଓଡିଶାର ନମ୍ବର ୱାନ ୟୁଟୁବ ଚ୍ୟାନେଲ ଭାବେ କାର୍ଯ୍ୟ କରେ। ବର୍ତ୍ତମାନ ସମୟ ରେ ନମିତା ଅଗ୍ରୱାଲଙ୍କୁ ୫୨ ବର୍ଷ ହୋଇଗଲାଣି ଓ ତାଙ୍କ ଦୁଇଟି ପୁଅ। ସାନ ପୁଅ ପାଠ ପଢା ଜାରି ରଖିଥିବା ସମୟରେ ବଡ ପୁଅ ବାପାଙ୍କ ସହିତ ସାର୍ଥକ କମ୍ପାନୀରେ କାମ କରୁଛନ୍ତି।

Around The Web

// Implements a "scroll to top" button that appears after the user scrolls down 100px. // Displays an interstitial ad (a full-screen or popup ad) once per session.