ଶୁଭମନ ଙ୍କ ପାଇଁ ସତରେ ବହୁତ୍ ଖୁସି ଅଛନ୍ତି ସାରା.. ମୋ ବାପା ଙ୍କ ରେକର୍ଡ ମୋ ଶୁଭମନ ନିଶ୍ଚୟ ଭାଙ୍ଗିବ
Apr 9, 2024, 09:48 IST

ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ଆପଣ ମାନେ ବେଶ ଭଲ ଭାବରେ ସାରା ତେନ୍ଦୁଲକର ଙ୍କୁ ଜାଣିଥିବେ। ସେ ହେଉଛନ୍ତି ଭାରତୀୟ ଷ୍ଟାର କ୍ରିକେଟର ସଚିନ ତେନ୍ଦୁଲକର ଙ୍କ ଝିଅ।
ସଚିନ ତେନ୍ଦୁଲକର ଯେତିକି ଚର୍ଚ୍ଚାରେ ରୁହନ୍ତି ତା ଠାରୁ ଅଧିକ ତାଙ୍କର ଝିଅ ସାରା ତେନ୍ଦୁଲକର ଖୁବ ଚର୍ଚ୍ଚାରେ ରହି ଥାଆନ୍ତି।ଭାରତୀୟ କ୍ରିକେଟର ଶୁଭମନ୍ ଗିଲ ଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ପ୍ରାୟତଃ ସମୟରେ ସେ ଖୁବ ଚର୍ଚ୍ଚାରେ ରୁହନ୍ତି।

ଏବେ ବଡ଼ ଖବର ଆସି ପହଞ୍ଚିଛି କୁହା ଯାଉଛି କି ସାରା ତେନ୍ଦୁଲକର ଶୁଭମନ୍ ଗିଲ ଙ୍କ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ୍ କୁ ଯାଇଥିଲେ। ଏହାକୁ ନେଇ ଏବେ ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
କୁହା ଯାଉଛି କି ଗୁଜୁରାଟ ଟାଇଟନ୍ସ ମ୍ୟାଚ୍ କୁ ସାରା ତେନ୍ଦୁଲକର କେବଳ ଶୁଭମନ୍ ଗିଲ ଙ୍କ ପାଇଁ ହିଁ ଦେଖିବାକୁ ଯାଇଛନ୍ତି। କାରଣ ଷ୍ଟାଡିୟମ୍ ରୁ ତାଙ୍କର ଏକ ଫଟୋ ଏବେ ଖୁବ ଭାଇରାଲ ହେଉଛି।
ହେଲେ ଆମେ ଆପଣଙ୍କୁ ଏହା କହି ରଖିବାକୁ ଚାହୁଁଛୁ କି ଏହି କଥାରେ କୌଣସି ପ୍ରକାରର ସତ୍ୟତା ନାହିଁ। କାରଣ ଏହି ଫଟୋ ହେଉଛି ଗତ ବର୍ଷର। ଯେତେବେଳେ କି ସାରା ତେନ୍ଦୁଲକର ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜୁରାଟ ଟାଇଟନ୍ସ ର ମ୍ୟାଚ୍ ଦେଖିବାକୁ ଆସିଥିଲେ।

ସେହି ସମୟରେ ହିଁ ତାଙ୍କର ଏହି ଫଟୋ ଉଠା ଯାଇଥିଲା। ଆଉ ସେହି ଫଟୋ ଗୁଡିକୁ ଏବେ ଭାଇରାଲ କରା ଯାଉଛି ଯେତେବେଳେ କି ସାରା ତେନ୍ଦୁଲକର ଆଦୌ ମ୍ୟାଚ୍ ଦେଖିବାକୁ ଆସି ନାହାନ୍ତି।
ଏହି ଫଟୋ କୁ ନେଇ ଅନେକ ଲୋକ ମାନଙ୍କ ସନ୍ଦେହ ଥିବା ବେଳେ ସୋସିଆଲ ମିଡ଼ିଆ ରେ ଏହା ଖୁବ୍ ଭାଇରାଲ୍ ହେବାରେ ଲାଗିଥିଲା। ଏହାକୁ ନେଇ ଲୋକମାନେ ମଧ୍ୟ ଭିନ୍ନ ଭିନ୍ନ ପ୍ରକାରର କଥା ସବୁ କହିଥିଲେ।
ହେଲେ ଏହି ଫଟୋ ଗତ ବର୍ଷର ବୋଲି ଜଣା ପଡ଼ିବା ପରେ ସବୁ ସତ ଏବେ ସାମ୍ନା କୁ ଆସି ଯାଇଛି। ତେବେ ଏହାକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।