ସ୍ବାର୍ଥପର ଅଧିନାୟକ ଡାକିବାରୁ..ରାଗରେ ନିଆଁ ହେଇଗଲା ପାଣ୍ଡିଆ
Updated: Apr 1, 2024, 10:45 IST

ବର୍ତମାନ ଏକ ବଡ଼ ଖବର ସାମ୍ନାକୁ ଆସିଛି। ହାର୍ଦ୍ଧିକ ପାଣ୍ଡିଆ ଙ୍କ ଟ୍ରୋଲିଂ କୁ ନେଇ ଅଶ୍ଵିନୀ ଏକ ବଡ଼ ବୟାନ ଦେଇଛନ୍ତି।ଟ୍ରୋଲିଂ ରେ କିଛି କରି ପାରିବେନି ଫ୍ରାଞ୍ଚାଇଯ।ପୁରା ମାମଲା କେବଳ ପ୍ରଶଂସକ ଙ୍କ ହାତ ରେ ରହିଛି।
ହାର୍ଦ୍ଧିକ ପାଣ୍ଡିଆ ମୁମ୍ବାଇ ଇଣ୍ଡିଆନ୍ ର ଅଧିନାୟକ ଅଟନ୍ତି।ତାଙ୍କର ଅଧିନାୟକତ୍ୱ ରେ ଦୁଇଟି ମ୍ୟାଚ୍ ହାରିଛି ଟିମ୍।କିନ୍ତୁ ଏହାଠାରୁ ଅଧିକ ଚର୍ଚ୍ଚା ରେ ରହିଛି ହାର୍ଦ୍ଧିକ ପାଣ୍ଡିଆ ଙ୍କ ଟ୍ରୋଲିଂ।

ମୁମ୍ବାଇ ର ଅଧିନାୟକତ୍ୱ ପଦ ମିଳିବା ପରେ ହିଁ ହାର୍ଦ୍ଧିକ ପାଣ୍ଡିଆ ଙ୍କ ଉପରେ ଖପା ଅଛନ୍ତି ପ୍ରଶଂସକ। ହାର୍ଦ୍ଧିକ କ୍ରମାଗତ ଭାବରେ ପ୍ରଶଂସକ ଙ୍କ ଟାର୍ଗେଟ ରେ ଅଛନ୍ତି।ହାର୍ଦ୍ଧିକ ପାଣ୍ଡିଆ ଯେଉଁ ଆଡେ ଯାଉଛନ୍ତି ତାଙ୍କୁ ପରିହାସ କରିବା ସହିତ ତାଙ୍କ ବିରୋଧ ରେ କରାଯାଇଛି ନାରାବାଜି।
ହାର୍ଦ୍ଧିକ ପାଣ୍ଡିଆ ଙ୍କ ଟ୍ରୋଲିଂ ଙ୍କୁ ନେଇ କିଛି ଲୋକ ଙ୍କ ର କହିବା କଥା ଯେ ଫ୍ରାଞ୍ଚାଇଯ କିଛି କରିବା ଆବଶ୍ୟକ।କିନ୍ତୁ ରବି ଚନ୍ଦ୍ର ଅଶ୍ଵିନୀ ଙ୍କୁ ଏକଥା ଠିକ୍ ଲାଗୁନି।ଏହାକୁ ନେଇ ମନ୍ତବ୍ୟ ଦେଇଛନ୍ତି ରାଜସ୍ଥାନ ପ୍ଲେୟାର ରବି ଚନ୍ଦ୍ର ଅଶ୍ଵିନୀ।

ଅଶ୍ଵିନୀ ନିଜ ୟୁ ଟ୍ୟୁବ୍ ଚ୍ୟାନେଲ ରେ କହିଛନ୍ତି ଯେ ଏଥିରେ କାହାର କିଛି ବି ଭୂମିକା ନାହିଁ।ଫ୍ରାଞ୍ଚାଇଯ କିମ୍ବା ଖେଳାଳି ଏ ପ୍ରସଙ୍ଗ ରେ କିଛି କରି ପାରିବେ ନାହିଁ।ତାଙ୍କ ମତରେ ଏହାର ପୁରା ଦାୟିତ୍ଵ ପ୍ରଶଂସକ ଙ୍କ ର।
ଆପଣ ଏପରି ଅନ୍ୟ କୌଣସି ଦେଶରେ ହେଉଥିବା ଦେଖିଛନ୍ତି କି?ସେ ଏହା ଅନେକ ଥର କହିଛନ୍ତି ଯେ ଏହା ହେଉଛି କ୍ରିକେଟ।ପ୍ରଶଂସକ ମାନଙ୍କ ମଧ୍ୟରେ ଝଗଡ଼ା ଏପରି ଖରାପ ରାସ୍ତା କୁ ଯିବା ଉଚିତ ନୁହେଁ।ସମସ୍ତେ ମନେ ରଖିବା ଉଚିତ ଯେ ଏହି ଖେଳାଳି ମାନେ ଦେଶ ପାଇଁ ଖେଳନ୍ତି।
କ୍ରିକେଟର ଙ୍କୁ ଟ୍ରୋଲ କରିବାର ଅର୍ଥ କଣ?ଏହି ଖବରଟି ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ବହୁ ମାତ୍ରାରେ ଜଣଙ୍କ ମୋବାଇଲ ରୁ ଅନ୍ୟ ଜଣଙ୍କ ମୋବାଇଲ କୁ ଘୁରି ବୁଲୁଛି