Movie prime

ଖୋଲୁଛି ଧୀରେ ଧୀରେ ଗୁମର ଦେଖନ୍ତୁ ପୁଣି ସାମ୍ନାକୁ ଆସିଲା ଏହି ସତ

 
Bb
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓରେ କୋଲକାତା ସହରର ଘଟଣା ବିଷୟରେ ଜାଣିଥିବେ । କୋଲକାତା ସହରର RG ମେଡିକାଲ କଲେଜରେ ଏହି ଘଟଣା ଘଟିଛି । ଏହି କଲେଜର ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ସହିତ ଦୁ-ଷ୍କ-ର୍ମ କରି ତାଙ୍କୁ ହତ୍ୟା କରାଯାଇଛି । ଆଉ ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚା ହେଉଛି ।
Bb
ଏବେ ଏହି ଘଟଣାକୁ ନେଇ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ କିଛି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏବେ ଏହି ମେଡିକାଲ କଲେଜର ପ୍ରିନ୍ସିପାଲଙ୍କ କଳା ସତ ସାମ୍ନାକୁ ଆସିଛି । ରୋଗୀ ସେବା ନାଁରେ ଏଠାରେ ଚାଲିଥିଲା ଦେହ ବେପାର । କଲେଜ୍ ଭିତର ଷ୍ଟୁଡିଓରୁ ମିଳିଲା ଚାଞ୍ଚଲ୍ୟକର ତଥ୍ୟ । ବାହାରୁ ଝିଅ ମଗେଇ ଏଇଠାରେ କରୁଥିଲେ ଅ-ଶ୍ଳୀ-ଳ ଭିଡିଓ । ମେଡ଼ିକାଲର ମହିଳା କର୍ମୀଙ୍କୁ ବି ବାଧ୍ୟ କରାଯାଉଥିଲା । ବଡ ବଡ ଲୋକ ଏଠାକୁ ଆସୁଥିଲେ । ସନ୍ଧ୍ୟା ହେଲେ ମେଡ଼ିକାଲରେ ଦାମି ଗାଡ଼ି ଲାଗୁଥିଲା ।
Bb
ଏହି ଘଟଣାରେ ସଞ୍ଜୟ ରାୟ ଗିରଫ ହୋଇଥିଲେ ଆଉ ତାଙ୍କ ଠାରୁ ମଧ୍ୟ ଆହୁରି ଅଧିକ ଭୟଙ୍କର ଥିଲା ଏହି କଲେଜର ପ୍ରିନ୍ସିପାଲ୍ ସନ୍ଦୀପ ଘୋଷ । ଏହି ବ୍ୟକ୍ତି ଜଣକ ବାରମ୍ବାର ଏଭଳି କାମ କରୁଥିଲେ । ଦୁଇ ଦୁଇଥର ଏହି କଲେଜରୁ ଟ୍ରାନ୍ସଫର୍ ହେବା ପରେ ମଧ୍ୟ ସେ ଏହି କଲେଜକୁ ଆସୁଥିଲେ । ସେ ଯିବାର କିଛି ଘଣ୍ଟା ପରେ ପୁଣି କରୁଥିଲା ରିଜାଇନ । କିଛି ଅମାନୁଷିକ ବ୍ୟକ୍ତି ଏବଂ ଶିକ୍ଷକ ଆଉ ଛାତ୍ରଙ୍କୁ ନେଇ ହେଉଥିଲା ଏଭଳି କାମ । ଏଠାରେ ଏଭଳି କଳା ଧନ୍ଦା ହେଉଥିଲା । 
ଏହି ସନ୍ଦୀପ ସାର ବଙ୍ଗଳା ଝିଅଙ୍କୁ ମଧ୍ୟ ଏଠାରେ ରଖୁଥିଲେ । ଆଉ ବଡ ବଡ ଲୋକଙ୍କୁ ପରଷି ଦେଉଥିଲେ । ଏହି ରାକେଟରେ ସଂପୃକ୍ତ ଛାତ୍ର ଆଉ ଶିକ୍ଷକ ମାନେ ଏହି ବଡ ବଡ ଲୋକଙ୍କୁ ସନ୍ଧ୍ୟା ହେଲେ ପାଛୋଟି ନେଉଥିଲେ । ଏହି କଲେଜ ଭିତରେ ଏଭଳି ଅ-ଶ୍ଳୀ-ଳ ଭିଡିଓ ବନା ଯାଉଥିଲା ଆଉ ଏହାର ପ୍ରମାଣ ମଧ୍ୟ ମିଳିଛି । ଏହାସହ ମୃତ ଦେହ ସହିତ ଦୁ-ଷ୍କ-ର୍ମ କରାଯାଉଥିଲା ବୋଲି ଅଭିଯୋଗ ଆସିଛି । ଅଗଷ୍ଟ ୮ ତାରିଖରେ ଏହି ମମିତା ଘଟଣା ଘଟିଥିଲା ଆଉ ପୁଣି ୧୨ ତାରିଖରେ ପ୍ରିନ୍ସିପାଲ ସନ୍ଦୀପ ଘୋଷ ବଦଳି ହୋଇଥିଲେ । ଏବେ ଏହିସବୁ ତଥ୍ୟକୁ ନେଇ ଗୁମର ଖୋଲୁଛି ।

Around The Web