ପୁଣି ପାଖରେ ବସାଇ ଦୁଃଖ ଶୁଣିଲେ ମୋହନ ବାବୁ ଦେଖନ୍ତୁ କଣ କଲେ ସମାଧାନ
Jul 15, 2024, 18:25 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆସିଥିବା ଖବର ବିଷୟରେ ଜାଣିପାରିବେ । ଆପଣମାନେ ସମସ୍ତେ ତ ଓଡ଼ିଶାରେ ବିଜେପି ସରକାର ଶାସନ ଭାର ସମ୍ଭାଳି ଥିବା ଖବର ଜାଣିଥିବେ । ଏବେ ଓଡ଼ିଶାରେ ମୋହନ ସରକାରଙ୍କ ଶାସନ ଚାଲିଛି । ଆଉ ଏବେ ଅନେକ କିଛି ପରିବର୍ତ୍ତନ ହେଉଛି ।
ମୋହନ ସରକାର ଅନେକ କିଛି ପରିବର୍ତ୍ତନ କରିଛନ୍ତି । ମୋହନ ସରକାରଙ୍କୁ ନେଇ ଏବେ ଚର୍ଚ୍ଚା ହେଉଛି । ମୋହନ ସରକାର ଏବେ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି । ସେ ଲୋକଙ୍କ ଅଭିଯୋଗ ଶୁଣି ସଙ୍ଗେ ସଙ୍ଗେ ତାହାର ସମାଧାନ କରୁଛନ୍ତି । ମୋହନ ସରକାର ଏବେ ପୁଣି ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଶୁଣିଛନ୍ତି । ଆଉ ସଙ୍ଗେ ସଙ୍ଗେ ତାଙ୍କର ଅଭିଯୋଗର ସମାଧାନ କରି ଦେଇଛନ୍ତି । ଅଭିଯୋଗ ପ୍ରକୋଷ୍ଠରେ ଏବେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଉ ସେଠାରେ ଲୋକମାନଙ୍କର ଭିଡ ଲାଗୁଛି ।
ଏହି ମୁଖ୍ୟମନ୍ତ୍ରୀ ଜଣକ ହେଉଛନ୍ତି ଏଭଳି ଜଣେ ମୁଖ୍ୟମନ୍ତ୍ରୀ ଯାହାଙ୍କ ପରି କେହି ନାହାନ୍ତି । ସେ ସବୁବେଳେ ଲୋକମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି । ସେ ସବୁବେଳେ ଲୋକଙ୍କ ପାଇଁ କାମ କରୁଛନ୍ତି । ଆଉ ଲୋକଙ୍କ ସେବା କରିବାକୁ ସେ ସବୁବେଳେ ତତ୍ପର ଅଛନ୍ତି । ସେ ଲୋକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆଉ ସେ ଲୋକମାନଙ୍କ ସେବା କରିବେ । ଲୋକମାନଙ୍କ ଅସୁବିଧାର ସାମ୍ନା କରି ସମାଧାନ କରିବା ତାଙ୍କର କାମ । ଓଡ଼ିଶାରେ ଭାଜପା ସରକାର ଆସିବା ପରେ ଅନେକ ପରିବର୍ତ୍ତନ ଆଶା କରାଯାଇଛି ।
ଅନେକ ପରିବର୍ତ୍ତନ ଆସିବା ଚଳିତ ମାସ ୧ ତାରିଖ ଦିନ ପ୍ରଥମେ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ । କିନ୍ତୁ ରଥଯାତ୍ରା ପାଇଁ ଅଭିଯୋଗ ଶୁଣାଣି ବନ୍ଦ ରହିଥିଲା ଆଉ ଏହା ୮ ତାରିଖରେ ଶୁଣାଣି ହେବ ବୋଲି ଜଣା ପଡ଼ିଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଲୋକମାନେ ତାଙ୍କ ଅଭିଯୋଗ କହୁଛନ୍ତି । ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟାନ୍ୟ ମନ୍ତ୍ରୀ ଏହି ଅଭିଯୋଗ ପ୍ରକୋଷ୍ଠରେ ଉପସ୍ଥିତ ରହିଥାନ୍ତି । ଏବେ ଜନସାଧାରଣଙ୍କ ସମସ୍ୟା ଶୁଣି ଏହାର ସମାଧାନ କରାଯାଉଛି । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।