Movie prime

ସୁ ସୁ ଗର୍ଜନ କଲାଣି ପବନ ଆଜି ରାତି ପାଇଁ ବଡ଼ ବିପଦ

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ପାଣିପାଗ ବିଷୟରେ ଖବର ପାଇପାରିବେ । ଏବେ ପାଣିପାଗ ସମ୍ବନ୍ଧୀୟ ଆସିଥିବା ଖବର ସାମ୍ନାକୁ ଆସୁଛି । ଆରମ୍ଭ ହୋଇଗଲା ଝଡ, ପବନ ଆଉ ବର୍ଷା । ଝଡ, ପବନ ବର୍ଷା ଏବେ ହେବ ବୋଲି ଖବର ଆସୁଛି । ଏହି ଖବର ପାଇ ଏବେ ଲୋକମାନେ ଅନେକ ବିଷୟରେ ଜାଣିବା ସହ ଅନେକ ବାର୍ତ୍ତା ପାଇବେ ।
Gg
ଖରା ଏବେ ପୁଣି ଅନୁଭୂତ ହେଉଛି । ଆଉ ଏବେ ଖରା ହେଉଥିଲେ ମଧ୍ୟ ମାଡ଼ି ଆସିବ କଳାହାଣ୍ଡିଆ ମେଘ । ଏବେ ଖବର ଆସିଛି ଆଉ ଏହି ଖବର ଅନୁସାରେ ରାତି ଯାକ ବର୍ଷିବ ବର୍ଷା । ରାତି ଯାକ ତାଣ୍ଡବ ରଚିବ କାଳବୈଶାଖୀ । ଆଜି ରାତିରେ କିଛି ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଏବେ ତାଣ୍ଡବ ରଚିବା ପାଇଁ ବଳ ଏକଜୁଟ କରିଲାଣି କାଳବୈଶାଖୀ । କାଳବୈଶାଖୀ ପ୍ରଭାବରେ ରାତିରେ ବର୍ଷା ହେବ ବୋଲି ସୂଚନା ମିଳିଛି । ଖରା ପ୍ରବଳ ହେଉଛି ଦିନ ସମୟରେ ଆଉ ଏବେ ଖବର ଆସିଛି ରାତି ସମୟରେ ବର୍ଷା ହେବ ।
Gg
ରାତି ସମୟରେ ବର୍ଷା ହେବ ବୋଲି ଏବେ ପାଣିପାଗ ବିଭାଗ ସୂଚନା ଦେଇଛି । ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁସାରେ ୬ଟି ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଛି । ଝଡ ପବନ ସହ ବର୍ଷା ହେବ ବୋଲି ସୂଚନା ମିଳିଛି । ଯଦି ଆପଣମାନେ ବାହାରକୁ ଯିବେ ବୋଲି ଭାବୁଛନ୍ତି ତାହେଲେ ଯାଆନ୍ତୁ ନାହିଁ ।କାଳବୈଶାଖୀ ପ୍ରଭାବରେ ୬ ଜିଲ୍ଲା ଯଥା ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ , ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । 
ଏହି ଜିଲ୍ଲାରେ କୁଆପଥର ବର୍ଷା ହେବ ବୋଲି ସୂଚନା ମିଳିଛି । ଆସନ୍ତା ଚାରି ପାଞ୍ଚ ଦିନ ପରେ ପୁଣି ତାତି ବଢିବ । ୨୫ ତାରିଖ ପରେ ପାଗରେ ପରିବର୍ତ୍ତନ ଆସିବା ସହ କେତେ ସ୍ଥାନରେ ବର୍ଷା ହୋଇପାରେ ବୋଲି ସୂଚନା ମିଳିଛି । ବିଭିନ୍ନ ଜିଲ୍ଲାରେ ବର୍ଷା ଆଃ କୁଆପଥର ମାଡ ହୋଇଥିବାରୁ ଧାନ ଜମି କ୍ଷତି ହୋଇଛି । ଏହି କାରଣରୁ ଚାଷୀମାନେ ଦୁଃଖ ପ୍ରକାଶ କରିଛନ୍ତି । ଏବେ ଏହି ଛଅଟି ଜିଲ୍ଲାରେ ବର୍ଷା ହେବ ବୋଲି ସୂଚନା ମିଳିଛି । ସେଥିପାଇଁ ଏହି ୬ ଜିଲ୍ଲାକୁ ଆର୍ଲଟ ଜାରି କରାଯାଇଛି ।

Around The Web