Movie prime

ପେଟ କାଟିଲା ମେଡିକାଲ ଗଲେ ଜନ୍ମ ହେଇଗଲା ଝିଅ ଦେଖନ୍ତୁ ଏହି ଆଶ୍ଚର୍ଯ୍ୟ ଜନକ ଘଟଣା

 
Hhh
ନମସ୍କାର ପାଠକ ବନ୍ଧୁ। ବନ୍ଧୁଗଣ ସୋସିଆଲ ମିଡିଆରେ ପ୍ରତ୍ୟେକ ସମୟରେ କିଛି ନା କିଛି ଖବର ବା ଭିଡିଓ ଦେଖିବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମ ସମାଜରେ ଯାହାବି କିଛି ଘଟଣା ଗୁଡିକ ହୋଇଥାଏ ତାହାକୁ ଆମେ ସୋସିଆଲ ମିଡିଆ ମାଧ୍ୟମରେ ଜାଣିପାରୁ। ବନ୍ଧୁଗଣ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ଦେଖିବାକୁ ମିଳିଛି ଯେ, ଜଣେ ଯୁବତୀଙ୍କ ପେଟ କାଟିବାରୁ ସେ କାନ୍ଦି କାନ୍ଦି ତଳେ ଗଡ଼ି ଯାଇଥିଲେ ତା'ପରେ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ନେଇ ଯାଇଥିଲେ। 
Gg
ହେଲେ ମେଡ଼ିକାଲ ଯିବା ପରେ ଜାଣିବାକୁ ପାଇଥିଲେ ଯେ ସେ ଗ-ର୍ଭ-ବ-ତୀ ଅଛନ୍ତି ବୋଲି। ତା'ପରେ ଯୁବତୀ ଜଣଙ୍କ ସଙ୍ଗେ ସଙ୍ଗେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଏହି ଘଟଣାଟି ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁସାରେ ରାକ୍ଷୀ ପୂର୍ଣିମା ଦିନ ଦେଖିବାକୁ ମିଳିଛି ଏକ ଲଜ୍ୟାଜନକ ଘଟଣା। ଜଣେ ଯୁବତୀ ବର୍ତ୍ତମାନ ଗୋଟେ କନ୍ୟା ସନ୍ତାନକୁ ପ୍ରସବ କରିଥିବା ଘଟଣା ଦଶମନ୍ତପୂର୍ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। 
Gt
ତେବେ ଯୁବତୀ ଜଣଙ୍କ ପେଟ କାଟୁଥିବାରୁ ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଦଶମନ୍ତପୂର୍ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ନେଇ ଯାଇଥିଲେ। ହେଲେ ଚିକିତ୍ସା କରୁଥିବା ଡ଼ାକ୍ତର ଜଣଙ୍କ ଜାଣିବାକୁ ପାଇଥିଲେ ଯେ, "ଯୁବତୀ ଜଣଙ୍କ ଗ-ର୍ଭ-ବ-ତୀ ଅଛନ୍ତି"। ଯାହାକୁ ନେଇ ଥାନା ଅଧିକାରୀ ସୁକ୍ମାହସ୍ତା ଡାକ୍ତରଖାନାକୁ ଯାଇ ଯୁବତୀ ଜଣଙ୍କୁ ପଚରାଉଚରା କରିଥିଲେ। ସେପଟେ ଘଟଣାକୁ ନେଇ ମୁଁହ ଖୋଲିଛନ୍ତି ଅଭିଯୁକ୍ତଙ୍କ ବାପା। 
ତାଙ୍କ ପୁଅ ବିରୋଧରେ ମା ଓ ଝିଅ ଆଣିଥିବା ଅଭିଯୋଗ ମିଥ୍ୟା ବୋଲି ସେ ପ୍ରକାଶ କରିଛନ୍ତି। ଏମିତିକି ତାଙ୍କ ପୁଅର ଡାକ୍ତରୀମଇନା କରି ପରୀକ୍ଷା କରାଯାଉ ବୋଲି ସେ ପୁରା ଆତ୍ମବିଶ୍ବାସର ସହ କହିଛନ୍ତି। ତେବେ ଏହି ଘଟଣା ତଦନ୍ତ ପରିସରକୁ ଅଣାଯାଉ ତାଙ୍କର ବି ଡାକ୍ତରୀମଇନା କରାଯାଉ ବୋଲି ଅଭିଯୁକ୍ତଙ୍କ ବାପା ପ୍ରକାଶ କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ପ୍ରସବ ଶିଶୁଟି ତା ବାପାର ସଠିକ୍ ପରିଚୟ ପାଇ ପାରୁଛି କି ନାହିଁ।

Around The Web