ଇତିହାସ ରଚିଲେ ନୀତିଶ କୁମାର ଦେଖନ୍ତୁ ଗୋଡ ନାହିଁ ତଥାପି ଆଣିଲେ ସ୍ଵର୍ଣ୍ଣ ପଦକ ଦେଖନ୍ତୁ Exclusive Visual
Updated: Sep 3, 2024, 16:46 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ଅନେକ ବିଷୟରେ ଜାଣିପାରିବେ । ଏବେ ଖେଳ ଜଗତକୁ ନେଇ ଆସିଛି କିଛି ଖବର । ଏବେ ଅଲମ୍ପିକ୍ସ ଖେଳକୁ ନେଇ ଆସିଛି କିଛି ଖବର । ଯାହା ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ ଏହା ସତ୍ୟ ଅଟେ ।
ଭାରତକୁ ଆଣି ଦେଇଛନ୍ତି ସ୍ଵର୍ଣ୍ଣ ପଦକ । ଏହି ବ୍ୟକ୍ତି ଜଣକ ସତରେ ମହାନ୍ କାମ କରିଛନ୍ତି । ଅଣ୍ଟା ତଳକୁ ବ୍ୟକ୍ତି ଜଣଙ୍କର ଗୋଡ଼ ନାହିଁ କିନ୍ତୁ ସେ ଆଜି ଆମ ଭାରତ ପାଇଁ ସ୍ଵର୍ଣ୍ଣପଦକ ଆଣିଛନ୍ତି । ଭାରତକୁ ଏହି ଖେଳାଳି ଜଣକ ଅଲମ୍ପିକ୍ସ ଖେଳରେ ଆଣିଦେଲେ ସ୍ଵର୍ଣ୍ଣପଦକ । ଏହି ଖେଳାଳି ଜଣଙ୍କର ଖେଳ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ସବୁ ଦର୍ଶକ । ଏହି ଖେଳାଳି ଜଣଙ୍କର ଗୋଟିଏ ଭଲ ଗୋଡ଼ ଏବଂ ଆଉ ଗୋଟିଏ ଅଣ୍ଟା ତଳକୁ ନାହିଁ । ଆଉ ଏହିଥୀରେ ମଧ୍ୟ ସେ ଏତେ ସୁନ୍ଦର ଖେଳ ପ୍ରଦର୍ଶନ କରୁଛନ୍ତି ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।
ଏହି ଖେଳାଳି ଜଣଙ୍କର ଏହି ଭଙ୍ଗା ଗୋଡ଼ ବଦଳରେ କୃତ୍ରିମ ଗୋଡ଼ ଲାଗିଛି । ଅଦମ୍ୟ ଚେଷ୍ଟା ଆଉ ଇଚ୍ଛାଶକ୍ତି ଯୋଗୁଁ ଆଜି ସେ ସ୍ଵର୍ଣ୍ଣପଦକ ହାସଲ କରିଛନ୍ତି । ଆଜି ସେ ପୁରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛନ୍ତି । ଏବେ ପ୍ୟାରିସ ଅଲମ୍ପିକ୍ସ ଚାଲିଛି ଆଉ ସେଥିରେ ଭାରତୀୟମାନେ କମାଲ କରୁଛନ୍ତି । ତେବେ ବ୍ୟାଡମିଣ୍ଟନ ସିଭିଲ ଏସ ଏ ସି ଫାଇନାଲରେ କମାଲ କରିଛନ୍ତି ନୀତେଶ କୁମାର । ସେ ଗ୍ରେଟ୍ ବ୍ରିଟେନର ଖେଳାଳିଙ୍କୁ ନାକରେ କନ୍ଦାଇ ଦେଇଛନ୍ତି । ସେ ନିଜ ଖେଳରେ ତାଙ୍କୁ ପରାସ୍ତ କରି ଦେଇଛନ୍ତି ।
ନୀତେଶ ଏହି ମେଡାଲ ପାଇଁ ବହୁତ୍ କଷ୍ଟ କରିଛନ୍ତି । ତାଙ୍କ ଗୋଡ଼ ଭଲ ଥିଲା । ଆଉ ୨୦୦୯ ମସିହାରେ ତାଙ୍କର ଟ୍ରେନ ଦୁର୍ଘଟଣା ହୋଇଥିଲା ଆଉ ଏଭଳି ହୋଇଥିଲା । କିନ୍ତୁ ସେ ହାର ମାନି ନଥିଲେ । ଆଜି ସେ ଖେଳ ଖେଳି ପାରଦର୍ଶିତା ଲାଭ କରିଛନ୍ତି । ତାଙ୍କ ଖେଳ ଆଗରେ ବ୍ରିଟେନ ଖେଳାଳୀ ଖରାପ ପ୍ରଦର୍ଶନ କରିଥିଲେ । ସେ ୨୧ ୧୮ ରେ ମ୍ୟାଚ୍ ଜିତି ଯାଇଥିଲେ । ତୃତୀୟ ସେଟରେ ସେ ଖେଳ ଜିତିବା ସହିତ ଅନେକ ପାରଦର୍ଶିତା ଲାଭ କରିଥିଲେ । ଏବେ ଏହି ଖେଳାଳି ଜଣଙ୍କର ଖେଳକୁ ନେଇ ଅନେକ ଚର୍ଚ୍ଚା ହେଉଛି ।