ରେଳ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର ଦେଖନ୍ତୁ ଏବେ ମିଳିବ ଏହିସବୁ ସୁବିଧା
Sep 29, 2024, 18:32 IST
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆ ଦ୍ଵାରା ଅନେକ କିଛି ଖବର ପାଇ ପାରୁଛନ୍ତି । ଏବେ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଅନେକ କିଛି ଖବର ଜାଣିବା ସହ ଅନେକ ବିଷୟରେ ଆପଣଙ୍କୁ ଜଣାଇ ଦିଆଯିବ । ଏବେ ଏହି ଖବର ରେଳଯାତ୍ରୀଙ୍କ ପାଇଁ ଆସିଛି । ଏହି ଖବର ଶୁଣିବା ପରେ ଯେଉଁମାନେ ଟ୍ରେନରେ ଯାତ୍ରା କରନ୍ତି ସେମାନେ ଖୁସି ହୋଇଯିବେ । ଏବେ ପାର୍ବଣ ଋତୁ ପୂର୍ବରୁ ରେଳ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର ।
ଏବେ ଏହି ଖବର ଶୁଣି ସମସ୍ତେ ବହୁତ ଖୁସି ଅଛନ୍ତି । ଲୋକମାନେ ଟିକେଟ ପାଇଁ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇ ରହିଥାନ୍ତି ଆଉ ଟିକେଟ କରିଥାନ୍ତି କିନ୍ତୁ ଏବେ ଏହା ଆଉ ହେବ ନାହିଁ । ଏବେ ଆଉ ଲୋକମାନେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବେ ନାହିଁ ଆଉ ଫଟାଫଟ ହାତକୁ ଆସିବ ଟିକେଟ । ଏବେ ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏହି ବିଷୟରେ ସୂଚନା ଦେଇଛନ୍ତି । ଯଦି ଆପଣ ରାଜ୍ୟ ବାହାରେ ଅଛନ୍ତି ଆଉ ପର୍ବପର୍ବାଣୀରେ ଘରକୁ ଆସିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଆଉ ରେଳ ଟିକେଟ ନେଇ ଚିନ୍ତା ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ ।
ଏବେ ଯାତ୍ରୀଙ୍କ ପାଇଁ ଆସିଲା ବଡ ଖବର । ଆଉ ଟିକେଟ ପାଇଁ ଘଣ୍ଟା ଘଣ୍ଟା ଧରି ଛିଡ଼ା ହେବାକୁ ପଡ଼ିବ ନାହିଁ ଆଉ ଫଟାଫଟ ଟିକେଟ ହାତକୁ ଆସିବ । ଆଗାମୀ ଦିନରେ ଦଶହରା ଆସିବ ଆଉ ଏହି ପର୍ବରେ ବାହାରେ କାମ କରୁଥିବା ଲୋକମାନେ ଘରକୁ ଆସିବାକୁ ଚାହିଁ ଥାଆନ୍ତି । ଏବେ ସେମାନଙ୍କ ପାଇଁ ଏକ ସ୍ପେଶିଆଲ ଟ୍ରେନ ଆସୁଛି । ଅକ୍ଟୋବର ମାସ ୮ ତାରିଖରୁ ନଭେମ୍ବର ମାସ ୮ ତାରିଖ ଯାଏଁ ଏକ ସ୍ପେଶିଆଲ୍ ଟ୍ରେନ ଚଳାଚଳ କରିବ । ଏବେ ଯାତ୍ରୀଙ୍କ ଭିଡ଼କୁ ନଜରରେ ରଖି ଏହି ବ୍ୟବସ୍ଥା କରାଯାଇଛି ।
ଏବେ ଏହିସବୁ ବ୍ୟବସ୍ଥା ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଟୁଇଟ କରି କହିଛନ୍ତି । ଗତ ବର୍ଷ ୪୪୨୯ଟି ସ୍ପେଶିଆଲ ଟ୍ରେନ ଚାଲିଥିବା ବେଳେ ଏଥର ୬ ହଜାର ସ୍ପେସିଆଲ ଟ୍ରେନ ଚଳାଚଳ କରାଯିବ ବୋଲି ସୂଚନା ମିଳିଛି । ଏହା ଦ୍ବାରା ଯାତ୍ରୀଙ୍କୁ ଟିକେଟ ମିଳିବାରେ ସହଜ ହେବ । ଯାତ୍ରୀଙ୍କ ଭିଡ଼କୁ ମଧ୍ୟ ନିୟନ୍ତ୍ରିତ କରିବା ପାଇଁ ଅନେକ କିଛି ବ୍ୟବସ୍ଥା କରାଯାଇଛି । ଏବେ ଯାତ୍ରୀମାନେ ଆଉ ଅସୁବିଧା ଭୋଗ କରିବେ ନାହିଁ । ଆଉ ଯାତ୍ରୀମାନେ ଏବେ ଏହିସବୁ ସୁବିଧା ପାଇବେ । ଯାତ୍ରୀମାନେ ଏବେ ଆଉ ହଇରାଣ ହେବେ ନାହିଁ । ଏବେ ରେଳ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି ।