ରାତିରେ ସ୍ତ୍ରୀ ସହ ଶୋଇବାକୁ ଆସିଥିଲା ପ୍ରେମିକ ହଠାତ୍ ଧରି ପକାଇଲା ସ୍ବାମୀ ଆଉ ତାପରେ
Updated: Apr 3, 2025, 03:54 IST

ଅଧ ରାତିରେ ସ୍ତ୍ରୀ କୁ ଦେଖା କରିବାକୁ ତାର ପ୍ରେମିକ ଆସିଥିଲା। ହେଲେ ସ୍ତ୍ରୀ ଦେଖିବା ଆଗରୁ ହଠାତ୍ ସ୍ବାମୀ ଧରି ପକାଇ ଥିଲା। ପରେ ସ୍ତ୍ରୀ ର ପ୍ରେମିକର ଅବସ୍ଥା ଯାହା କିଛି ହୋଇଥିଲା ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ। ଏହି ଯୁବକ ଜଣକ ବିବାହିତା ମହିଳା ଉପରେ ଆଖି ପକାଉ ଥିଲା। ଆଉ ଫେସବୁକ୍ ରେ ମହିଳାଙ୍କ ସହ ପ୍ରେମ ଗପ ମଧ୍ୟ କରୁଥିଲା। ହେଲେ ସ୍ତ୍ରୀ କୁ ଦେଖା କରିବାକୁ ଆସିବା ବେଳେ ,

ତାର ସ୍ବାମୀ ହାତରେ ହିଁ ଧରା ପଡ଼ି ଯାଇଥିଲା। ତାକୁ ଦେଖିବା ପାଇଁ ସେଠାରେ ଅନେକ ଲୋକମାନେ ମଧ୍ଯ ରୁଣ୍ଡ ହୋଇ ଯାଇଥିଲେ। ପରେ ସେହି ଯୁବକକୁ ପଚାରିବାରୁ ଜଣା ପଡ଼ିଥିଲା କି ସେହି ଗ୍ରାମର ଏକ ବିବାହିତା ମହିକାକୁ ସେ ପ୍ରେମ କରୁଥିଲା ବୋଲି। ମହିଳାଙ୍କ ସହ ଫେସବୁକ୍ ରେ ଫେକ୍ ଆକାଉଣ୍ଟ ଖୋଲି ଏଣେତେଣେ ପ୍ରେମ ଗପ ସବୁ ଗପୁଥିଲା। ଯେତେବେଳେ ମହିଳାଙ୍କ ସହ ଦେଖା କରି ତାଙ୍କୁ ଦେଖା କରିବାକୁ ଆସିଥିଲା ସେତେବେଳେ ମହିଳାଙ୍କ ସ୍ୱାମୀ ହିଁ ତାଙ୍କୁ ଧରି ପକାଇ ଥିଲେ।

ପ୍ରେମିକ ଭାବିଥିଲା କେହି ଜାଣି ପାରିବେ ନାହିଁ ଆଉ ସେ ସିଧା ଯାଇ ମହିଳାଙ୍କ ସହ ଦେଖା କରିବ ବୋଲି। ହେଲେ ସେ ଜାଣି ନଥିଲା କି ତାର ଅବସ୍ଥା କିଛି ଏଭଳି ହୋଇଯିବ ବୋଲି। ମଝିରେ ପ୍ରେମିକକୁ ଚାରିଆଡ଼େ ଗାଁ ଲୋକମାନେ ଘେରି ପକାଇଛନ୍ତି। ଆଉ ସମସ୍ତେ ମୋବାଇଲ୍ ବାହାରକରି ସେହି ପ୍ରେମିକର ଭିଡିଓ ମଧ୍ୟ କରୁଛନ୍ତି। ପ୍ରେମିକର ନାଁ ଗାଁ ଠିକଣା ପଚାରି ତାଙ୍କୁ ମାଡ଼ ମାରି ଶେଷରେ ଦୌଡ଼ି ରେ ବାନ୍ଧି ପକାଇଛନ୍ତି।
କେନ୍ଦ୍ରାପଡା ଜିଲାର ଆଳି ଥାନା ଅନ୍ତର୍ଗତ ସୋରିଷଦା ଅଞ୍ଚଳର ଏହି ସୁଧୀର ଶର୍ମା ନାମକ ଯୁବକ ଜଣକ ଫେସବୁକ୍ ରେ ଏକ ଫେକ ଆକାଉଣ୍ଟ ଖୋଲିଥିଲେ। ଆଉ ସେହି ଆକାଉଣ୍ଟ ଦ୍ବାରା ଜଣେ ମହିଳାଙ୍କ ସହ ସେ ପ୍ରେମ ଗପ କରୁଥିଲେ। ଆଉ ଏବେ ଧରା ପଡ଼ିବା ପରେ ତାର ଅବସ୍ଥା ଏଭଳି ହୋଇଛି। ତେବେ ଏହା ଦେଖିବା ପରେ ଆପଣଙ୍କୁ କଣ ଲାଗୁଛି ଆଉ ଏହାକୁ ନେଇ ଆପଣଙ୍କ ମତାମତ କଣ ତାହା ଆପଣ ଆମକୁ ଜଣାଇବାକୁ ଆଦୌ ହେଲେ ମଧ୍ୟ ଭୁଲି ଯିବେ ନାହିଁ।
Around The Web
Mon,7 Apr 2025
ସ୍ତ୍ରୀ ପଚାରିଲା ‘ତୁ ଏଯାଏଁ ମରିନୁ ?’କାନ୍ଦି କାନ୍ଦି ମରିଗଲା ସ୍ବାମୀ
Mon,7 Apr 2025
ବଙ୍ଗୋପସାଗରରେ ‘ବାତ୍ୟା’ ଏହି ତାରିଖରୁ ଓଡ଼ିଶାକୁ ବିପଦ !
Mon,7 Apr 2025
ବିଜେଡିକୁ ଜାଣିଶୁଣି ଭାଙ୍ଗୁଛନ୍ତି ପାଣ୍ଡିଆନ୍ ! କାରଣ ସୁଜାତା...
Mon,7 Apr 2025