Movie prime

ପ୍ରବଳ ବର୍ଷା ସହ ମାଡ଼ି ଆସିଲାଣି ଲଘୁଚାପ.. କାଲି ସକାଳ ସୁଦ୍ଧା ଆସିଯିବ ପ୍ରବଳ ବର୍ଷା..

 
Cf
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଏଭଳି କିଛି ଖବର ଯାହା ପାଣିପାଗକୁ ନେଇ ଆସିଛି ତାହା ଜାଣିପାରିବେ । ଏବେ ପାଣିପାଗ ସମ୍ବନ୍ଧୀୟ ଖବର ଆପଣମାନେ ପାଇପାରିବେ । ନଭେମ୍ବର ମାସରେ ପୁଣି ଘାରିଲାଣି ବାତ୍ୟା ଭୟ । ଏବେ ବଡ ବାତ୍ୟା ମାଡ଼ି ଆସୁଛି । ବାତ୍ୟା ତାର ତାଣ୍ଡବ ଦେଖାଇବ ବୋଲି ଏବେ ଆସୁଛି ଖବର । ଆସନ୍ତାକାଲି ବାତ୍ୟା ତାର ତାଣ୍ଡବ ରଚିବ ବୋଲି ସୂଚନା ମିଳିଛି । 
  Gg
ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ରହିବ ୨୧୫ କିମି । ଏହି ବାତ୍ୟାର ନାମ ହେଉଛି ମାନ - ଇ । କେଉଁ ଜିଲ୍ଲାରେ ଏହି ବାତ୍ୟା ମାନ - ଇ ମାଡ଼ ହେବ ସେହି ବିଷୟରେ ମଧ୍ୟ ଆସୁଛି ଖବର । ଆସନ୍ତା ୧୭ ଆଉ ୧୮ ତାରିଖ ଦୁଇଦିନ ଧରି ଘାଣ୍ଟିବ ବାତ୍ୟା । ବନ୍ୟା ଏବଂ ଭୂସ୍ଖଳନ ହୋଇପାରେ ବୋଲି ସୂଚନା ମିଳିଛି । ଏବେ ଆଶଙ୍କା କରାଯାଉଛି କି ବନ୍ୟା ଆଉ ଭୂସ୍ଖଳନ ହୋଇପାରେ । ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି । ନଭେମ୍ବର ମାସରେ ବାତ୍ୟା ହେବ ବୋଲି ଆସୁଛି ଖବର । ଅକ୍ଟୋବର ମାସରେ ବାତ୍ୟା ଦାନା ଆସିଥିଲା । 
Vv
ଆଉ ଏବେ ବାତ୍ୟା ମାନ - ଇ ଆସିବାକୁ ଯାଉଛି । ନଭେମ୍ବର ଦ୍ଵିତୀୟ ସପ୍ତାହରେ ବାତ୍ୟା ହେବ ବୋଲି ସୂଚନା ମିଳିଛି । ଅକ୍ଟୋବର ମାସରେ ଆସିଥିବା ବାତ୍ୟା ଦାନାର ପ୍ରଭାବ ବାଲେଶ୍ଵର, ଭଦ୍ରକ ଆଉ କେନ୍ଦ୍ରାପଡ଼ା ଜିଲ୍ଲାରେ ପଡ଼ିଥିଲା । ଆଉ ଏହି ତିନି ଜିଲ୍ଲାରେ କରାଳ ରୂପ ଦେଖିବାକୁ ମିଳିଥିଲା । ଆସନ୍ତାକାଲି ବାତ୍ୟା ମାନ - ଇ ତାଣ୍ଡବ ରଚିବ ବୋଲି ଏବେ ଆସୁଛି ଖବର । ବାତ୍ୟା ମାନ - ଇରେ ୨୧୫ କିମି ବେଗରେ ପବନ ବହିବ । ଆଉ ଏହା ପ୍ରଭାବରେ କଣ ସବୁ କ୍ଷତି ହେବ ତାହା କହିବା ଅସମ୍ଭବ । 
ଲ୍ୟାଣ୍ଡଫଲ୍ ବେଳେ ପବନର ବେଗ ୨୧୫ କିମି ରହିବ । ବାତ୍ୟା ଦାନା ଠାରୁ ଏହାର ପ୍ରଭାବ ଅଧିକ ହେଲେ କଣ ହେବ ତାହା ଅନୁମାନ କରାଯାଉଛି । ଏହି ବାତ୍ୟା ଆସନ୍ତା ସୋମବାର ଦିନ ଦିଲ୍ଲୀ ଫାଇନ୍ସରେ ଲ୍ୟାଣ୍ଡଫଲ୍ କରିବ । ଆଉ ଲ୍ୟାଣ୍ଡଫଲ୍ ବେଳେ ୨୧୫ କିମି ବେଗରେ ପବନ ବହିପାରେ ବୋଲି ସୂଚନା ମିଳିଛି । ଏବେ ବାତ୍ୟା ମାନ - ଇ ବାତ୍ୟା ଦାନା ଠାରୁ ଅଧିକ ଶକ୍ତିଶାଳୀ ହେଲେ ଅନେକ କିଛି କ୍ଷତି ହୋଇପାରେ ବୋଲି ସୂଚନା ମିଳିଛି । ଏବେ ଏହି ବାତ୍ୟାକୁ ନେଇ ଏସବୁ ପୂର୍ବାନୁମାନ କରି କହିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏବେ ଏହାକୁ ନେଇ ଚର୍ଚ୍ଚା ହେଉଛି ।J

Around The Web