Movie prime

ପ୍ରତି ମାସର ଏହି ତାରିଖରେ ଆକାଉଣ୍ଟକୁ ଆସିବ ୩୦୦୦ ଟଙ୍କା ଦେଖନ୍ତୁ ସରକାର ନେଲେ ଏହି ନିଷ୍ପତି

 
Gg
ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡ଼ିଆ ଦ୍ଵାରା ଲୋକମାନେ ସବୁ ପ୍ରକାରର ଖବର ପାଇପାରିବେ । ଆପଣମାନେ ସମସ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନେଇଥିବା ନିଷ୍ପତ୍ତି ଏବଂ ଅନେକ କିଛି ଯୋଜନା କରିଛନ୍ତି । ଏବେ ମୋହନ ସରକାର ବଡ ନିର୍ଦ୍ଦେଶ ଦେଇଛନ୍ତି । ଏଥର ମିଳିବ ୩ ହଜାର ଭତ୍ତା ଟଙ୍କା । ସରକାର ଆଣିଛନ୍ତି ବଡ ପଦକ୍ଷେପ ଆଉ ଏବେ ଏନେଇ ଆସୁଛି ଖବର ।
Vv
ସବୁ ମାସର ଏହି ତାରିଖରେ ମିଳିବ ୩ ହଜାର ଟଙ୍କା । ନିର୍ଦ୍ଧାରିତ ସମୟରେ ଭତ୍ତା ଟଙ୍କା ନ ମିଳିଲେ ଏନେଇ ସରକାର ବଡ ଆକ୍ସନ ନେବେ ବୋଲି କହିଛନ୍ତି । କୌଣସି ଗରିବ ହିତାଧିକାରୀ ଯେଭଳି ଏହି ସୁବିଧାରୁ ବାଦ୍ ନ ପଡ଼ିବେ ସେଥିପ୍ରତି ସରକାର ଦୃଷ୍ଟି ଦେବେ ବୋଲି ଖବର ଆସିଛି । ଏନେଇ ଅଫିସରମାନେ ତଦାରଖ କରିବେ । ହଜାର ହଜାର ଲୋକଙ୍କ ମୁହଁରେ ହସ ଫୁଟାଇବେ ମୋହନ ସରକାର । ଓଡ଼ିଶାରେ ବିଜେପି ସରକାର ଆସିବା ପୂର୍ବରୁ ଯାହା ଯାହା ସବୁ କହିଥିଲେ ତାହା ସେ ପୂରଣ କରୁଛନ୍ତି ।
Vg
ମୋହନ ସରକାର ଶାସନ ଭାର ସମ୍ଭାଳିବା ପରେ ପରେ ଅନେକ କିଛି ନୂଆ ଯୋଜନା ସହ ଅନେକ କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି । ଏବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସବୁକିଛିରେ ପରିବର୍ତ୍ତନ କରିବା ସହ ଘନଘନ ବୈଠକ କରି ସେ ଅଫିସରମାନଙ୍କୁ ତାଗିଦ୍ କରୁଛନ୍ତି । ଆଉ କୌଣସି କାମରେ ଖିଲାପ ହେଲେ ସଙ୍ଗେ ସଙ୍ଗେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଗରିବ ହିତାଧିକାରୀମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ଟଙ୍କା ଦିଆଯାଉଛି । ଆଉ ଏହି ଟଙ୍କା ବଢ଼ି ଯାଇଛି ।
ଏବେ ମଧୁବାବୁ ପେନସନ ଯୋଜନାରେ ମାସର ୨୦ ତାରିଖ ଭିତରେ ଗରିବ ହିତାଧିକାରୀମାନେ ୩ ହଜାର ଟଙ୍କା ପାଇବେ । ରାଜ୍ୟ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ସଚିବ ଦିପକ ରାଉତରାୟ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ । ମାସିକ ଭତ୍ତା ବିଳମ୍ବରେ ମିଳିଥିବା ନେଇ ଅଭିଯୋଗ କରାଯାଇଛି । ମାସିକ ଭତ୍ତା ପ୍ରତି ମାସ ୧୫ ତାରିଖରେ ବଣ୍ଟା ଯାଇଥାଏ ଆଉ ଏବେ ଏହା ବିଳମ୍ବ ହୋଇ ଯାଇଛି । ଆଉ ଏବେ ୨୦ ତାରିଖ ଭିତରେ ଭତ୍ତା ମିଳିବ ବୋଲି ଖବର ଆସିଛି ।